Today Panchang 9th October 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...
ସୌର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ତାରିଖ ୦୯ ଶୁକ୍ରବାର । ଚନ୍ଦ୍ର - କନ୍ୟା ଅହୋରାତ୍ର । ତିଥି - ୧୪ଶୀ ରାତ୍ରି ୦୯.୩୬ ଗତେ ଅମାବାସ୍ୟା । ଘାତଚନ୍ଦ୍ର - ବୃଷ ରାଶିର ଅହୋରାତ୍ର । ଘାତବାର – ବିଛା,ଧନୁ ଓ ମୀନ ରାଶିର । ପୁଷ୍କରଦୋଷ – ୧ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ରାତ୍ରି ୦୯.୨୦ ପର୍ଯ୍ୟନ୍ତ ।
ଶୁଭ ସମୟ –
ପ୍ରାତଃ – ୦୫.୪୩ ରୁ ୦୬.୨୯
ପ୍ରାତଃ – ୦୭.୧୬ ରୁ ୦୮.୩୮
ଦିବା – ୧୧.୫୭ ରୁ ୦୩.୦୪
ଦିବା – ୦୩.୫୧ ରୁ ୦୫.୨୪
ସନ୍ଧ୍ୟା – ୦୬.୧୩ ରୁ ୦୮.୨୯
ରାତ୍ରି – ୧୧.୫୮ ରୁ ୦୧.୩୭
ରାତ୍ରି – ୦୨.୨୬ ରୁ ୦୪.୦୪
ଅଶୁଭ ସମୟ-
ରାହୁକାଳ - ଦିବା ୧୦.୦୬ ରୁ ୧୧.୩୩
କାଳବେଳା - ଦିବା ୧୦.୦୬ ରୁ ୧୧.୩୩
ବାରବେଳା - ଦିବା ୦୮.୩୮ ରୁ ୧୦.୦୬
କାଳରାତ୍ରି – ରାତ୍ରି ୦୮.୨୯ ରୁ ୧୦.୦୧
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।