Trump’s $5,000 Promise: Will America Get Its Own ‘Subhadra’?
#ଟ୍ରମ୍ପ_ଦେବେ_୫ହଜାର #ଆମେରିକାରେ_ମିଳିବ_ସୁଭଦ୍ରା?
ନିର୍ବାଚନ ଜିତିବାକୁ ମାଳମାଳ ପ୍ରତିଶ୍ରୁତି ଦେଇଥାନ୍ତି ନେତା । ନିର୍ବାଚନ ଆସିଗଲେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଫ୍ରି’ବିଜ୍ ବା ମାଗଣା ବଣ୍ଟନ ପାଇଁ ଭଣ୍ଡାର ଖୋଲିଦିଅନ୍ତି ସରକାର । କେବଳ ଭାରତରେ ନୁହେଁ, ବିଶ୍ୱର ସବୁଠୁଧନୀ ଓ ବିକଶିତ ରାଷ୍ଟ୍ର ଆମେରିକାରେ ମଧ୍ୟ ସେପରି ସ୍ଥିତି ଦେଖିବାକୁ ମିଳିଛି । ଭୋଟ ହାତେଇବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏମିତି ଏକ ଘୋଷଣା କରିଛନ୍ତି, ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହାକୁ ନେଇ ଆମେରିକା ରାଜନୀତିରେ କମ୍ପନ ସୃଷ୍ଟି ହୋଇଛି । ଟ୍ରମ୍ପ କହିଛନ୍ତି, ଯଦି ନଭେମ୍ବର ମଧ୍ୟବର୍ତ୍ତୀ ନିର୍ବାଚନରେ ରିପବ୍ଲିକାନ୍ ପାର୍ଟି ଜିତେ, ତେବେ ପ୍ରତ୍ୟେକ ବୟସ୍କ ଆମେରିକୀୟ ନାଗରିକଙ୍କୁ ମିଳିବ ସିଧାସଳଖ ୫,୦୦୦ ଡଲାର । ଯାହା ଭାରତୀୟ ମୂଲ୍ୟରେ ପାଖାପାଖି ୫ ଲକ୍ଷ ଟଙ୍କା । ଏଥିପାଇଁ ଆମେରିକା ତହବିଲରୁ ଖର୍ଚ୍ଚ ହେବ ପ୍ରାୟ ୧.୩ ଟ୍ରିଲିୟନ ଡଲାର । ବିଶ୍ୱାସ କରିହେଉନଥିବା ଟ୍ରମ୍ପଙ୍କ ଏହି ଡିଭିଡେଣ୍ଡ, ବିଶ୍ୱ ଅର୍ଥନୀତିକୁ ହଲ୍ ଚଲ୍ କରିଦେଇଛି ।
#DonaldTrump#Trump5000#USPolitics#America#MidtermElections#RepublicanParty#Freebies#TrumpDividend#AmericanEconomy#GlobalEconomy#OdishaTV#OTV
Leaders make several promises to win elections, with governments often announcing freebies to attract voters. Such politics is not limited to India and is now being discussed in the United States as well. US President Donald Trump has reportedly said that if the Republican Party wins the November midterm elections, every adult American citizen would receive a direct payment of $5,000, roughly equivalent to ₹5 lakh in Indian currency. Around $1.3 trillion could reportedly be spent from the US fund for the proposed payment. Trump’s proposed dividend has sparked a major debate in American politics and could have wider implications for the global economy.
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।