Two Groups Clash Over Fishing: ମାଛମରାକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ଜାଳିଦେଲେ ଗୋଟିଏ ଘର
ପୁରୀ ଚନ୍ଦନପୁର ଥାନା ଅନ୍ତର୍ଗତ ଉତରଣା ମଠ ସାହିରେ ଗୋଷ୍ଠୀ ସଂଘର୍ଷ। ଉଭୟ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ସହ ଟେକା ପଥର ମାଡ଼ରେ ୩ରୁ ୪ ଜଣ ଆହତ ହୋଇଥିବା ସୂଚନା ମିଳିଛି।ଏପରିକି ଏକ ଚାଳ ଘରେ ନିଆଁ ଲଗାଇ ଦେଇଥିଲେ ଗୋଟିଏ ଗୋଷ୍ଠୀ।
ଘଟଣାସ୍ଥଳରେ ଚନ୍ଦନପୁର ଆଇଆଇସି, ଏସଡିପିଓ ଉପସ୍ଥିତ ଅଛନ୍ତି। ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣାଧୀନ ଅଛି। ଘଟଣାର ତଦନ୍ତ ଚାଲିଛି। ଯେଉଁମାନେ ଘଟଣାରେ ସମ୍ପୃକ୍ତ ଅଛନ୍ତି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁରୀ ଏସପି କହିଛନ୍ତି...
ପୁରୀ ଚନ୍ଦନପୁରରେ ଗୋଷ୍ଠୀ ସଂଘର୍ଷ
ଉତରଣା ମଠ ସାହିରେ ଗୋଷ୍ଠୀ ସଂଘର୍ଷ
ମାଛମରାକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ
ଗଣ୍ଡଗୋଳ ସହ ଟେକା ପଥର ମାଡ଼
୩ରୁ ୪ ଜଣ ଆହତ ହୋଇଥିବା ସୂଚନା
ଗୋଟିଏ ଗୋଷ୍ଠୀର ଚାଳ ଘରକୁ ଜାଳିଦେଲେ ଅନ୍ୟ ଗୋଷ୍ଠୀ
ଘଟଣାସ୍ଥଳରେ ପୋଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କଲା
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।