Two Youths Die of Electrocution at Baliapanda Police Station in Puri
#ପୁରୀରେ_ବଡ଼_ଅଘଟଣ
ଥାନା ପରିସରରେ କେବୁଲ ତାର ସଂଯୋଗ କରୁଥିବା ବେଳେ କରେଣ୍ଟ ଖାଇ ଦୁଇ ଯୁବକଙ୍କ ମୃତ୍ୟୁ। ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ପ୍ରାଣ ହରାଇଲେ ଦୁଇ ଯୁବକ। ଆଜି ସଂଧ୍ୟାରେ ପୁରୀ ବଳିଆପଣ୍ଡା ଥାନା ପରିସରରେ ଘଟିଛି ଏ ଅଭାବନୀୟ ଘଟଣା। ଦୁଇ ମୃତ ଯୁବକ ହେଲେ ବାପି ପ୍ରଧାନ ଓ ସୁବ୍ରତ ସାହୁ। ସେମାନଙ୍କ ଘର ପୁରୀରେ। କେବୁଲ ତାର ମରାମତି ସମୟରେ ଦୁଇ ଯୁବକ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଗୁରୁତର ହୋଇପଡ଼ିଥିଲେ। ଉଭୟଙ୍କୁ ତୁରନ୍ତ ପୁରୀ ଡାକ୍ତରଖାନାକୁ ନିଆଯାଇଥିଲା। ତେବେ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।
In a tragic incident in Puri, two youths, Bapi Pradhan and Subrat Sahu, died after coming into contact with an 11 kV power line while repairing cable wires inside the Baliapanda Police Station premises. The incident took place on Sunday evening. Both were rushed to Puri Hospital, where doctors declared them dead.
#OTVShorts#Puri#Baliapanda#Electrocution#PowerLineAccident#OdishaNews#BreakingNews#PuriNews#AccidentNews#OdishaTV#OTV
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।