Uncle Arrested for Nephew’s Murder in Sundargarh; Accused Sent to Judicial Custody
#ପୁତୁରାକୁ_ହତ୍ୟା #ଦାଦାକୁ_କୋର୍ଟ_ଚାଲାଣ
ଶେଷରେ ବିଚାର ବିଭାଗୀୟ ହାଜତକୁ ଗଲା, ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା ହାଡ଼ରା ଟୋଲି ବସ୍ତିରେ ହତ୍ୟାକାଣ୍ଡ ଭିଆଇଥିବା ଅଭିଯୁକ୍ତ ସାନିଆ କୁଜୁର। ଆଜି କୋର୍ଟ ଚାଲାଣ କରିଛି ବୀରମିତ୍ରପୁର ପୋଲିସ। ଅଭିଯୋଗ ଅନୁଯାୟୀ, ଉତ୍ତ୍ୟକ୍ତ ହୋଇ କକା ସାନିଆ କୁଜୁର ଟାଙ୍ଗିଆରେ ପୁତୁରା ଏତବା କୁଜୁରଙ୍କୁ ହତ୍ୟା କରିଥିଲା। ଘଟଣା ସମ୍ପର୍କରେ ସୂଚନା ପାଇ ବୀରମିତ୍ରପୁର ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ତଦନ୍ତ କରିଥିଲେ। ପରେ ଅଭିଯୁକ୍ତ କକା ସାନିଆ କୁଜୁରଙ୍କୁ ଅଟକ ରଖି ପଚରାଉଚରା କରିଥିଲା ପୋଲିସ। ଏହି ଘଟଣାରେ ଆଜି ଅଭିଯୁକ୍ତ ସାନିଆ କୁଜୁରଙ୍କୁ ବୀରମିତ୍ରପୁର ପୋଲିସ କୋର୍ଟ ଚାଲାଣ କରିଛି। ପ୍ରତ୍ୟେକ ଦିନ ଏତୱା କୁଜୁର ମଦ ପିଇ କକା ସହ ଝଗଡା କରୁଥିବା ସନିଆ ପୋଲିସ ସମ୍ମୁଖରେ କହିଥିବା ଜଣାପଡ଼ିଛି I
#OTV#OdishaNews#Sundargarh#Biramitrapur#MurderCase#CrimeNews#SaniaKujur#OdishaPolice#BreakingNews#OdishaTV
Biramitrapur police have produced Sania Kujur before the court in connection with the alleged murder of his nephew, Etwa Kujur, in Hadra Toli settlement of Sundargarh district. According to the complaint, the accused allegedly killed his nephew with an axe during a fit of anger. After receiving information about the incident, Biramitrapur police and a scientific team investigated the case and questioned the accused. Sania Kujur reportedly told police that his nephew frequently consumed alcohol and quarrelled with him. The accused has now been sent to judicial custody.
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।