Vastu Dosha! : ଫିଟିକିରି ଦୂର କରେ ବାସ୍ତୁ ଦୋଷ !
"ଛୋଟ ଛୋଟ କଥାକୁ ନେଇ ପାଟିତୁଣ୍ଡ।
କଥା କଥାରେ ଝଗଡ଼ା।
ଏମିତିକି ଘରେ ପଶିବା ମାତ୍ରେ ମନ ଭିତରକୁ ଭାରି ଭାରି ଲାଗୁଛି କି ?
ଯଦି ଆପଣଙ୍କ ଘରେ କିଛି ଦିନ ହେଲା ଏଭଳି ପରିସ୍ଥିତି ଅନୁଭବ ହେଉଛି ତେବେ ଏହା ପଛରେ କାରଣ କଣ ବୋଲି ଆପଣ ଭାବୁଥିବେ ନିଶ୍ଚୟ।
ଜ୍ୟୋତିଷ ଶାସ୍ତ୍ରରେ ଘରୋଇ ଅଶାନ୍ତି ଦୂର କରିବା ପାଇଁ କିଛି ଉପାୟ ବିଷୟରେ କୁହାଯାଇଛି।
ତେବେ କ"ଣ ସେହି ଉପାୟ ଆସନ୍ତୁ ଜାଣିବା ...Advertisment "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।