Vastu Tips: ରାତିରେ ଶୁଖାନ୍ତୁ ନାହିଁ କପଡ଼ା ନହେଲେ ...

Oct 08, 2026 - 17:32
Vastu Tips: ରାତିରେ ଶୁଖାନ୍ତୁ ନାହିଁ କପଡ଼ା  ନହେଲେ ...

"ଘରକୁ ସୁନ୍ଦର ରଖିବାଠାରୁ ଆରମ୍ଭ କରି ଘରର ପ୍ରତିଟି ଜିନିଷ କେଉଁଠି ରହିବ ସେଥିପାଇଁ ମଧ୍ୟ ଅନେକ ବାସ୍ତୁ ନିୟମକୁ ଗୁରୁତ୍ୱ ଦିଅନ୍ତି।

ସେହିପରି ଘରେ ପୋଷାକ ଶୁଖାଇବା ଭଳି ଦୈନନ୍ଦିନ କାମକୁ ନେଇ ଅନେକ ବାସ୍ତୁ ବିଶ୍ୱାସ ରହିଛି।

କୁହାଯାଏ ଘରେ ପୋଷାକ କେଉଁ ଦିଗରେ ଓ କେଉଁ ସମୟରେ ଶୁଖାଯାଉଛି ତାହା ଘରର ସକାରାତ୍ମକ ପରିବେଶ ସହ ଜଡ଼ିତ।

ଯଦି ଆପଣ ଭୁଲ ଦିଗ କିମ୍ବା ଭୁଲ ସମୟରେ ପୋଷାକ ଶୁଖାଉଛନ୍ତି ତେବେ  ଘରେ ଅଶାନ୍ତି ଓ ଆର୍ଥିକ ସମସ୍ୟା ଦେଖା ଦେଇପାରେ।Advertisment "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।