Village Gets Drinking Water After OTV Report: ଖବର ବାଜିବା ପରେ ପ୍ରଶାସନ ତତ୍ପର, ଗାଁରେ ବସିଲା ନଳ କୂଅ
ଓଟିଭିରେ ଖବର ବାଜିବା ପରେ ଗାଁରେ ବସିଲା ନଳ କୂଅ। ବର୍ଷବର୍ଷ ଧରି ଗାଁରେ ନଥିଲା ନଳକୂଅ। ମାଇଲ ମାଇଲ ଦୂରକୁ ଯାଇ ପାଣି ଆଣୁଥିଲେ ଗାଁ ଲୋକେ। ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡା ବ୍ଲକ ର ଦର୍ଜୀ ପଂଚାୟତ ର ଢ଼ିଙ୍କିଆମର ପୁରୁଣାପାଣି ଗାଁର ଏହି ଖବର ବାଜିବା ପରେ ତୁରନ୍ତ ଗାଁରେ ନଳକୂଅ ବସାଇଛି ପ୍ରଶାସନ। ଏନେଇ ଓଟିଭିକୁ ଧନ୍ୟବାଦ ଜଣାଇଛନ୍ତି ସ୍ଥାନୀୟ ଲୋକେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।