Washington shooting: ଆମେରିକାରେ ଭୟଙ୍କର ଗୁଳିକାଣ୍ଡ, ଜଣେ ଅଧିକାରୀ ମୃତ

Nov 05, 2026 - 15:44
Washington shooting: ଆମେରିକାରେ ଭୟଙ୍କର ଗୁଳିକାଣ୍ଡ, ଜଣେ ଅଧିକାରୀ ମୃତ

ୱାଶିଂଟନ୍‌: ଆମେରିକା ର ୱାଶିଂଟନରେ ଏକ ଘରେ ଭୟଙ୍କର ଗୁଳିକାଣ୍ଡ ଘଟିଛି।

ଏଥିରେ ସେରିଫ୍‌ ବିଭାଗର ଜଣେ ଡେପୁଟିଙ୍କ ମୃତ୍ୟୁ ହୋଇଥିବାବେଳେ ଗୁରୁତର ଆହତ ଅନ୍ୟ ଜଣେ ଡେପୁଟିଙ୍କ ବଞ୍ଚିବା ଆଶା କ୍ଷୀଣ ହୋଇପଡ଼ିଛି।

ଏହି ଗୁଳିକାଣ୍ଡରେ ସନ୍ଦିଗ୍ଧ ଅଭିଯୁକ୍ତଙ୍କ ସମେତ ଘର ଭିତରେ ଥିବା ଅନ୍ୟ ଦୁଇ ଜଣଙ୍କର ମଧ୍ୟ ମୃତ୍ୟୁ ହୋଇଥିବା ଅଧିକାରୀ ସୂତ୍ରରୁ ଜଣାପଡ଼ିଛି।

Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।