Weekly Horoscope 2026 September 13 to September 19: ଜାଣନ୍ତୁ ଏ ସପ୍ତାହର ରାଶିଫଳ...

Sep 13, 2026 - 00:04
Weekly Horoscope 2026 September 13 to September 19: ଜାଣନ୍ତୁ ଏ ସପ୍ତାହର ରାଶିଫଳ...

"ମେଷ- ରବିବାର ଭ୍ରମଣ ସୁଖଦ ରହିବ।

ସୋମ ଓ ମଙ୍ଗଳବାର ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିବ।

ବୁଧ ଗୁରୁ ଓ ଶୁକ୍ରବାର ବନ୍ଧୁ ଧୋକା ଦେଇପାରନ୍ତି।

ଶନିବାର ଧାର୍ମିକ କାର୍ଯ୍ୟରେ ସମୟ ବିତାଇବେ।Advertisment ବୃଷ- ରବିବାର ସନ୍ତାନ ପକ୍ଷରୁ ଲାଭ ପାଇବେ।

ସୋମ ଓ ମଙ୍ଗଳବାର ରଚନାତ୍ମକ କାର୍ଯ୍ୟରେ ସୁନାମ ଅର୍ଜନ କରିବେ।

ବୁଧ ଗୁରୁ ଓ ଶୁକ୍ରବାର ଆର୍ଥିକ ସ୍ଥିତି ଭଲ ରହିବ।

ଶନିବାର ମାନସିକ ଅସ୍ଥିରତା ଲାଗି ରହିବ।

ମିଥୁନ- ରବିବାର ବନ୍ଧୁ ସହିତ ସାକ୍ଷାତ ହେବ।

ସୋମ ଓ ମଙ୍ଗଳବାର କାର୍ଯ୍ୟକ୍ଷେତ୍ରରେ ଲାଭର ଅବସର ପାଇବେ।

ବୁଧ ଗୁରୁ ଓ ଶୁକ୍ରବାର ସବୁ ସମସ୍ୟା ଦୂର ହେବ।

ଶନିବାର ରାଜନୈତିକ କାର୍ଯ୍ୟରେ ସମୟ ଦେବେ।।

କର୍କଟ- ରବିବାର ଭାବିଥିବା କାମ ପୂରା ହେବ।

ସୋମ ଓ ମଙ୍ଗଳବାର ସାମାଜିକ କାର୍ଯ୍ୟରେ ଅଂଶଗ୍ରହଣ କରିବେ।

ବୁଧ ଗୁରୁ ଓ ଶୁକ୍ରବାର ମାନସିକ ଅଶାନ୍ତି ଦୂର ହେବ।

ଶନିବାର ଆଶାଠୁ ଅଧିକ ସଫଳତା ପାଇବେ।

ସିଂହ- ରବିବାର ଆର୍ଥିକ ସ୍ଥିତି ସଚ୍ଛଳ ରହିବ।

ସୋମ ଓ ମଙ୍ଗଳବାର କୋର୍ଟକଚେରି ମାମଲାରେ ସଫଳତା ପାଇବେ।

ବୁଧ ଗୁରୁ ଓ ଶୁକ୍ରବାର ଅଫିସ୍‌ରେ ନୂଆ କାମ ମିଳିପାରେ।

ଶନିବାର ପରିବାର ସହିତ ସମୟ ବିତାଇବେ।

କନ୍ୟା- ରବିବାର ନୂଆ କାର୍ଯ୍ୟରେ ସଫଳତା ପାଇବେ।

ସୋମ ଓ ମଙ୍ଗଳବାର  ସମାଜ ସେବାରେ ଆୟ ବୃଦ୍ଧି ହେବ।

ବୁଧ ଗୁରୁ ଓ ଶୁକ୍ରବାର ବ୍ୟବସାୟରେ ଉନ୍ନତି ହେବ।

ଶନିବାର ପରିବାରରେ ଦାୟିତ୍ବ ବଢ଼ିବ।

ଆହୁରି ପଢ଼ନ୍ତୁ- Expiry Food: ଏକ୍ସପାୟାରି ପରେ ଠିକ୍‌ ଦେଖାଯାଉଛି ବୋଲି ଖାଇବା ନିରାପଦ ନୁହେଁ ତୁଳା- ରବିବାର ଭାବିଚିନ୍ତି ଖର୍ଚ୍ଚ କରନ୍ତୁ।

ସୋମ ଓ ମଙ୍ଗଳବାର ବ୍ୟବସାୟରେ ଧନଲାଭ ହେବ।

ବୁଧ ଗୁରୁ ଓ ଶୁକ୍ରବାର ବଡ଼ ଦାୟିତ୍ବ ନିର୍ବାହ କରିବେ।

ଶନିବାର କାରବାରରେ ଭାଇର ସହଯୋଗ ପାଇବେ।

ବିଛା- ରବିବାର ସବୁପ୍ରକାର କଷ୍ଟ ଦୂର ହେବ।

ସୋମ ଓ ମଙ୍ଗଳବାର ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ।

ବୁଧ ଗୁରୁ ଓ ଶୁକ୍ରବାର ନିବେଶ କରନ୍ତୁ ଭବିଷ୍ୟତରେ ଲାଭଦାୟକ ହେବ।

ଶନିବାର ଆୟରେ ବୃଦ୍ଧି ହେବ।

ଧନୁ- ରବିବାର ବିକାଶ କାର୍ଯ୍ୟର ଗତି ଦ୍ରୁତ ହେବ।

ସୋମ ଓ ମଙ୍ଗଳବାର ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ।

ବୁଧ ଗୁରୁ ଓ ଶୁକ୍ରବାର ଅପବ୍ୟୟ ଉପରେ ନିୟନ୍ତ୍ରଣ ରଖନ୍ତୁ।

ଶନିବାର ସ୍ବାସ୍ଥ୍ୟରେ ସୁଧାର ହେବ।

ମକର- ରବିବାର ଭାଗ୍ୟରେ ବୃଦ୍ଧି ହେବ।

ସୋମ ଓ ମଙ୍ଗଳବାର ପଦୋନ୍ନତି ଯୋଗ ଅଛି।

ବୁଧ ଗୁରୁ ଓ ଶୁକ୍ରବାର ରାଜନୀତିକ ଲୋକଙ୍କ ଲାଗି ସମୟ ଭଲ।

ଶନିବାର ଅର୍ଥାଭାବ ଅନୁଭବ କରିବେ।

କୁମ୍ଭ- ରବିବାର ନିଜର କର୍ତ୍ତ୍ୟବ ପ୍ରତି ସତର୍କ ରହନ୍ତୁ।

ସୋମ ଓ ମଙ୍ଗଳବାର ପୁଣ୍ୟ କାର୍ଯ୍ୟ କରିବେ।

ବୁଧ ଗୁରୁ ଓ ଶୁକ୍ରବାର ଚାକିରି ବ୍ୟବସାୟରେ ପ୍ରଗତି ହେବ।

ଶନିବାର ଆପଣଙ୍କ କଥାରେ ଲୋକେ ପ୍ରଭାବିତ ହେବେ।

ମୀନ- ରବିବାର ଜନସଂପର୍କ କାର୍ଯ୍ୟରେ ଲାଭ ହେବ।

ସୋମ ଓ ମଙ୍ଗଳବାର କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ।

ବୁଧ ଗୁରୁ ଓ ଶୁକ୍ରବାର ବୈବାହିକ ଜୀବନ ଖୁସିଭରା ରହିବ।

ଶନିବାର ପଦୋନ୍ନତି ପ୍ରାପ୍ତ ହେବ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।