why I stand For meetingରେ ଏକାଠି ନାଚିଲେ ଦୁଇ ସଭାପତି ପ୍ରାର୍ଥୀ
ନିର୍ବାଚନ ମଇଦାନରେ ପ୍ରତିଦ୍ୱନ୍ଦ୍ୱୀ। ହେଲେ ସେଲିବ୍ରେସନ୍ରେ ସମସ୍ତେ ଏକାଠି । କଲେଜ ନିର୍ବାଚନର ରୋଚକ ଚିତ୍ର । କାକଟପୁର ମଙ୍ଗଳା ମହାବିଦ୍ୟାଳୟ ପରିସରରେ ହ୍ବାଏ ଆଇ ଷ୍ଟାଣ୍ଡ ଫର୍ ମିଟିଂ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଛି ଏମିତି ଏକ ନିଆରା ଦୃଶ୍ୟ। ABVP ଓ BCJD ଦୁଇ ସଂଗଠନର ପ୍ରାର୍ଥୀ, ପ୍ରାର୍ଥିନୀ ଓ ସମର୍ଥକ ଏକାଠି ହୋଇ ନାଚଗୀତରେ ମସଗୁଲ୍ ହୋଇଥିଲେ।
#OdishaNews#KakatpurMangalaMahavidyalaya#StudentUnionElection#ABVP#BCJD#CollegePolitics#StudentUnity#WhyIStandFor_Kakatpur#ElectionRivals_Celebration#CollegeElection_Odisha#OdishaTV#OTV
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।