Will Doctors End Their Protest: ଡାକ୍ତରଙ୍କ ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଆଲୋଚନା; ପ୍ରତ୍ୟାହାର ହେବ କି ଡାକ୍ତର ଆନ୍ଦୋଳନ

Jul 04, 2026 - 14:38
Will Doctors End Their Protest: ଡାକ୍ତରଙ୍କ ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଆଲୋଚନା; ପ୍ରତ୍ୟାହାର ହେବ କି ଡାକ୍ତର ଆନ୍ଦୋଳନ

ହଟିବ କି ଡାକ୍ତର ଆନ୍ଦୋଳନ। ଡାକ୍ତରଙ୍କ ସହିତ ଆଲୋଚନା କରୁଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଲୋକସେବା ଭବନରେ ବସିଛି ବଡ଼ ବୈଠକ । ବୈଠକରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସମେତ ସ୍ବାସ୍ଥ୍ୟସଚିବ, ସ୍ବାସ୍ଥ୍ୟ ନିର୍ଦ୍ଦେଶ ଏବଂ ଆନ୍ଦୋଳନରତ ଡାକ୍ତରଙ୍କ ପ୍ରତିନିଧି ସାମିଲ ଅଛନ୍ତି । ଡାକ୍ତରଙ୍କ ଦାବି ନେଇ ବୈଠକରେ ବିଚାରବିମର୍ଶ ଚାଲିଛି ।

  • ପ୍ରତ୍ୟାହାର ହେବ କି ଡାକ୍ତର ଆନ୍ଦୋଳନ ?
  • ଡାକ୍ତରଙ୍କ ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଆଲୋଚନା
  • ଲୋକସେବା ଭବନରେ ବସିଛି ବଡ଼ ବୈଠକ
  • ବୈଠକରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଉପସ୍ଥିତ
  • ସ୍ବାସ୍ଥ୍ୟସଚିବ, ସ୍ବାସ୍ଥ୍ୟ ନିର୍ଦ୍ଦେଶଙ୍କ ଉପସ୍ଥିତିରେ ଆଲୋଚନା
  • ଡାକ୍ତରଙ୍କ ଦାବି ନେଇ ବୈଠକରେ ବିଚାରବିମର୍ଶ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।