ଆଜି ରାତି ୮ଟାରେ ଶୁଭ ସମୟ, ତ୍ରିଗ୍ରହୀ ଯୋଗରେ ମାଲାମାଲ୍ ହେବେ ୩ ରାଶି, ପୁଳାପୁଳା ମିଳିବ ଟଙ୍କା
ତୁଳା ରାଶିରେ ପୂର୍ୱରୁ ହିଁ ବୁଧ ଏବଂ ଶୁକ୍ର ଗ୍ରହ ବିଦ୍ୟମାନ ଅଛନ୍ତି। ଏପରି ସ୍ଥିତିରେ ସୂର୍ଯ୍ୟ, ବୁଧ ଓ ଶୁକ୍ରଙ୍କ ଯୁତି (ସଂଯୋଗ) ସୃଷ୍ଟି ହେବ। ଏହି ତିନୋଟି ଗ୍ରହଙ୍କ ଯୁତି ଯୋଗୁଁ ତ୍ରିଗ୍ରହୀ ଯୋଗ ର୍ନିମାଣ ହେବ। ଏହାର ଶୁଭ ପ୍ରଭାବ ଅନେକ ରାଶି ଉପରେ ଦେଖିବାକୁ ମିଳିବ।
ତୁଳା ରାଶିରେ ତ୍ରିଗ୍ରହୀ ଯୋଗ ସୃଷ୍ଟି ହେବା ସହିତ ବୁଧ ଓ ସୂର୍ଯ୍ୟ ଏକାଠି ହେବା ଦ୍ୱାରା ବୁଧାଦିତ୍ୟ ଯୋଗ ଗଠନ ହେବ। ଏହା ସହିତ ଶୁକ୍ରାଦିତ୍ୟ ଯୋଗ ମଧ୍ୟ ସୃଷ୍ଟି ହେବ। ବୁଧ ଏବଂ ଶୁକ୍ରଙ୍କ ଯୁତି ଯୋଗୁଁ ଲକ୍ଷ୍ମୀ-ନାରାୟଣ ଯୋଗ ର୍ନିମାଣ ହେଉଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।