ଗୁଳିମାଡରେ ମାଂସ ବ୍ୟବସାୟୀ ମୃତ

Aug 29, 2026 - 11:42
ଗୁଳିମାଡରେ ମାଂସ ବ୍ୟବସାୟୀ  ମୃତ

ସମ୍ବଲପୁର : ଆଜି ସକାଳୁ ସକାଳୁ ଅଘଟଣ । ବୁର୍ଲା ସହର ସ୍ଥିତ କାର୍ବା ଛକରେ ଗୁଳିମାଡ଼ ଘଟି ମାଂସ ବ୍ୟବସାୟୀ ମୃତ । ତାଙ୍କୁ ୩ରାଉଣ୍ଡ ଗୁଳି ମାଡ଼ ହୋଇଥିବା ସୂଚନା ମିଳିଛି । ବର୍ତ୍ତମାନ ସୁଦ୍ଧା ଗୁଳି ମାଡ଼ର କାରଣ ଅସ୍ପଷ୍ଟ ରହିଛି । ଏହି ଘଟଣାରେ ଜଣକୁ ଅଟକ ରଖି ଘଟଣାର ତଦନ୍ତ ଜାରି ରଖିଛି ବୁର୍ଲା ପୋଲିସ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।