ଦାବି ପୁରା ନହେଲେ, ଏଠୁ ଘୁଞ୍ଚିବୁନି...
ଦାବି ପୁରା ନହେଲେ, ଏଠୁ ଘୁଞ୍ଚିବୁନି...
ଧାରଣାରେ ଓଡ଼ିଶା କନିଷ୍ଠ ଶିକ୍ଷକ ସଙ୍ଘ । ତୃତୀୟ ଦିନରେ ଧାରଣାରେ ହଜାର ହଜାର ଶିକ୍ଷକ , ଶିକ୍ଷୟତ୍ରୀ । କନିଷ୍ଠ ଶିକ୍ଷକ କୁ ନିୟମିତ କରିବା ଦାବିରେ ବସିଛି ସଂଘ । ପୁର୍ବରୁ ନିୟମିତ କରିବା ପାଇଁ ୨ ଏପ୍ରିଲ ୨୦୨୬ ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ୧୪ ଏପ୍ରିଲ ୨୦୨୬ ରେ ହାଇକୋର୍ଟ ରୋହିତାଦେସ ଲଗାଇଥିଲେ ସରକାରଙ୍କୁ ସତ୍ୟପାଠ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଲେ । ନିର୍ଦ୍ଧେଶ ର ୫ ମାସ ବିତି ଯାଇଥିଲେ ତାରିଖ ପରେ ତାରିଖ ଗଡୁ ଥିଲେ ବି ସରକାର ସତ୍ୟପାଠ ଦାଖଲ କରିନାହାନ୍ତି ।
#OTVshorts#protest#Juniorteachersassociation#Bhubaneswar
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।