ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ବ୍ୟାଡ ଟଚ କରି ରେଡ ହେଣ୍ଡରେ ଧରା ପଡିଲେ ଶିକ୍ଷକ। ଛେଚା ଖାଇଲେ ଭୁଲ୍ ମାନିଲେ ।
ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ବ୍ୟାଡ ଟଚ କରି ରେଡ ହେଣ୍ଡରେ ଧରା ପଡିଲେ ଶିକ୍ଷକ। ଛେଚା ଖାଇଲେ ଭୁଲ୍ ମାନିଲେ ।
ଦୀର୍ଘ ଦିନ ହେବ ଖେଳ ଛୁଟି ସମୟରେ ପଞ୍ଚମ ଶ୍ରେଣୀର ନାବାଳିକା ଛାତ୍ରୀଙ୍କୁ କ୍ଲାସରୁମକୁ ଡାକି ଅସାଦାଚରଣ ଓ 'ବ୍ୟାଡ୍ ଟଚ୍' କରିଆସୁଥିଲେ। ଏ ସମ୍ପର୍କରେ ଛାତ୍ରୀଜଣକ ନିଜ ପରିବାର ଲୋକଙ୍କୁ ଜଣାଇବା ପରେ, ଗ୍ରାମବାସୀ ଓ ଅଭିଭାବକମାନେ ବାରମ୍ବାର ଏହାକୁ ନେଇ ପ୍ରତିବାଦ କରିଥିଲେ। ମାତ୍ର ଅଭିଯୁକ୍ତ ଶିକ୍ଷକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା। ଶେଷରେ ଆଜି ଖେଳ ଛୁଟି ସମୟରେ ଶିକ୍ଷକ ଜଣକ ପୁଣି ସମାନ କାଣ୍ଡ ଭିଆଉଥିବା ବେଳେ, ଗ୍ରାମବାସୀ ଓ ଅଭିଭାବକମାନେ ତାଙ୍କୁ ରେଡ୍ହାଣ୍ଡେଡ୍ ଧରିଥିଲେ।
ଉତ୍ତ୍ୟକ୍ତ ଲୋକମାନେ ଅଭିଯୁକ୍ତ ଶିକ୍ଷକଙ୍କୁ ନିରଧୁମ ଛେଚିବା ପରେ ଚାନ୍ଦିପୁର ଥାନା ପୋଲିସକୁ ଜିମା ଦେଇଛନ୍ତି।
#OTVShorts#Badtouch#baleswar#Teacher#Crime#Assult
For latest new updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।