ବିନିକାରେ ଗଜାନନଙ୍କ ଭଷାଣୀ ଉତ୍ସବରେ ବିଶେଷ ଆକର୍ଷଣ ପାଲଟିଥିଲା ମହାରାଷ୍ଟ୍ର ନାସିକ ଢୋଲ I

Sep 21, 2026 - 18:31
ବିନିକାରେ ଗଜାନନଙ୍କ ଭଷାଣୀ ଉତ୍ସବରେ ବିଶେଷ ଆକର୍ଷଣ ପାଲଟିଥିଲା ମହାରାଷ୍ଟ୍ର ନାସିକ ଢୋଲ I

ବିନିକାରେ ଗଜାନନଙ୍କ ଭଷାଣୀ ଉତ୍ସବ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି I ତେବେ ଏଇ ଭଷାଣୀରେ ବିଶେଷ ଆକର୍ଷଣ ପାଲଟିଥିଲା ମହାରାଷ୍ଟ୍ର ନାସିକ ଢୋଲ Iହେଲେ ପୂଜା କମିଟି ତରଫରୁ ସହରର ଦୁର୍ଗା ମନ୍ଦିରରୁ ଏକ ବିଶାଳ ବିଦାୟ ଶୋଭାଯାତ୍ରାରେ ଲୋଇଟ ସୋ,ମହାରାଷ୍ଟ୍ର ନାସିକ ଢୋଲ ଓ ଡିଜେର ତାଳେତାଳେ ସହର ପରିକ୍ରମା କରି ମହାନଦୀରେ ବିସର୍ଜନ କରାଯାଇଥିଲା I
#OTVShorts#Ganeshpuja#Bisarjan#Nasikdholaparty#Binka
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M

OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.

Stay tuned for all the breaking news !

Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/

#OdishaTV#OTV

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।