ରାସ୍ତା ବନ୍ଦ ଦର୍ଶନ ବନ୍ଦ #OTVShorts #OdishaTV #OTV #Konark #KonarkSunTemple #SunTemple

Sep 20, 2026 - 18:10
ରାସ୍ତା ବନ୍ଦ ଦର୍ଶନ ବନ୍ଦ #OTVShorts #OdishaTV #OTV #Konark #KonarkSunTemple #SunTemple

ରାସ୍ତା ବନ୍ଦ ଦର୍ଶନ ବନ୍ଦ। ସୂର୍ଯ୍ୟମନ୍ଦିରରେ ପର୍ଯ୍ୟଟକ ମାନଙ୍କ ଭିଡ଼ ନିୟନ୍ତ୍ରଣ ପାଇଁ ଚାରି ବର୍ଷ ତଳେ ପ୍ରତ୍ନତତ୍ତ୍ବ ବିଭାଗ ଦ୍ଵାରା ନବଗ୍ରହ ମନ୍ଦିର ସନ୍ନିକଟରେ ହୋଇଥିବା ପ୍ରସ୍ତାନ ଗେଟକୁ ବନ୍ଦ କଲା ପ୍ରତ୍ନତତ୍ତ୍ବ ବିଭାଗ । ପ୍ରସ୍ଥାନ ଗେଟ ବନ୍ଦ ପରେ ପର୍ଯ୍ୟଟକ ମାନେ ନବଗ୍ରହ ଦର୍ଶନରୁ ବଂଚିତ ହୋଇଥିବା ବେଳେ ହସ୍ତଶିଳ୍ପୀ ବ୍ୟବସାୟୀଙ୍କ ବ୍ୟବସାୟ ପ୍ରଭାବିତ ।
#OTVShorts#OdishaTV#OTV#Konark#KonarkSunTemple#SunTemple#Archaeology#ASI#Tourism#OdishaTourism#NabagrahaTemple#KonarkNews#OdishaNews#BreakingNews

For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M

OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.

Stay tuned for all the breaking news !

Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/

#OdishaTV#OTV

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।