ରେଭେନ୍ସାରେ କିଏ ମାରିଲା ବାଜି: ଜାଣନ୍ତୁ କାହାକୁ ହାତକୁ ଗଲା ସଭାପତି ପଦ

Oct 15, 2026 - 18:42
ରେଭେନ୍ସାରେ କିଏ ମାରିଲା ବାଜି: ଜାଣନ୍ତୁ କାହାକୁ ହାତକୁ ଗଲା ସଭାପତି ପଦ

କଟକ,୧୫।୧୦: ରାଜ୍ୟର ବିଭିନ୍ନ କଲେଜରେ ଗୁରୁବାର ଅନୁଷ୍ଠିତ ଛାତ୍ରସଂସଦ ନିର୍ବାଚନ ଫଳାଫଳ ଆସିବାରେ ଲାଗିଛି। କଟକର ରେଭେନ୍ସା ବିଶ୍ୱବିଦ୍ୟାଳୟରେ BCJD ବିଜୟୀ ହୋଇଛି। ସଭାପତି ଭାବେ ବିଶ୍ୱଜିତ୍‌ ସାହୁ ବାଜିମାତ କରିଛନ୍ତି। ସେହିପରି କଟକର ଜେକେବିକେ କଲେଜରେ ମଧ୍ୟ BCJD ହାତକୁ ଯାଇଛି।

 

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।