ସିନ୍ଧୁଙ୍କ ଜୀବନ ବଦଳାଇଦେଲା ବିରାଟଙ୍କ ଗୋଟିଏ କଥା

Sep 20, 2026 - 19:51
ସିନ୍ଧୁଙ୍କ ଜୀବନ ବଦଳାଇଦେଲା ବିରାଟଙ୍କ ଗୋଟିଏ କଥା

"କ୍ୟାରିୟରରେ ମିଳୁଥିଲା ଆଘାତ ପରେ ଆଘାତ।

ଟୁର୍ଣ୍ଣାମେଣ୍ଟର ପ୍ରଥମ ରାଉଣ୍ଡରୁ ହୋଇଥିଲେ ପରାଜୟ।

ଆଗକୁ କ"ଣ କରିବେ କିଛି ବୁଝା ପଡୁନଥିଲା।

ଆଉ ଠିକ୍ ସେହି ସମୟରେ ବେଡମିଣ୍ଟନ ଷ୍ଟାର ଖେଳାଳି ପିଭି ସିନ୍ଧୁଙ୍କୁ ବାଟ ଦେଖାଇଥିଲେ ଅନ୍ତର୍ଜାତୀୟ କ୍ରିକେଟର ବିରାଟ କୋହଲି।

ସେ ତାଙ୍କୁ ଏମିତି ଗୋଟିଏ କଥା କହିଥିଲେ, ଯାହା ତାଙ୍କର ଖେଳ ପ୍ରତି ଦୃଷ୍ଟିକୋଣକୁ ବଦଳାଇଦେଇଥିଲା।Advertisment "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।