ହଠାତ୍ ଥାନାରେ ପହଞ୍ଚିଲେ ରାହୁଲ ଗାନ୍ଧୀ , ଜାଣନ୍ତୁ କାହିଁକି…
ନୂଆଦିଲ୍ଲୀ,୨୧। ୮: ଦିଲ୍ଲୀରେ ଛାତ୍ରମାନଙ୍କ ପ୍ରଦର୍ଶନ ସମୟରେ ପେଲେଟ ଗନ ବ୍ୟବହାରକୁ ନେଇ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପାର୍ଲାମେଣ୍ଟ ଷ୍ଟ୍ରିଟ ଥାନାରେ ପହଞ୍ଚିଛନ୍ତି। ଜନ୍ତର-ମନ୍ତରରେ ହୋଇଥିବା ପ୍ରଦର୍ଶନ ସମୟରେ ପେଲେଟ ଗନରେ ଆହତ ହୋଇଥିବା ଛାତ୍ରଙ୍କୁ ନେଇ ଅଭିଯୋଗ କରିବା ପାଇଁ ସେ ଥାନାରେ ପହଞ୍ଚିଥିବା ଜଣାପଡ଼ିଛି।
ରାହୁଲ ଗାନ୍ଧୀ ୨୪ ଜୁଲାଇ ୨୦୨୬ରେ ସାହିଲ ଲାଛୋବଙ୍କ ସହ ଏକ ପ୍ରେସ କନଫରେନ୍ସ ମଧ୍ୟ କରିଥିଲେ। ସେହି ସମୟରେ ପେଲେଟ ଗନ ବ୍ୟବହାର ସମ୍ପର୍କିତ ଦାବିକୁ ନେଇ ସରକାର ମିଛ କହୁଥିବା ରାହୁଲ ଗାନ୍ଧୀ ଅଭିଯୋଗ କରିଥିଲେ।
Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।