୧୩.୧୦.୨୦୨୬ ମଙ୍ଗଳବାର

Oct 13, 2026 - 06:46
୧୩.୧୦.୨୦୨୬  ମଙ୍ଗଳବାର

 

 

ମେଷ:  କାର୍ଯ୍ୟରେ ସନ୍ତୁଷ୍ଟ, ଚକ୍ଷୁପୀଡ଼ା, ବ୍ୟବସାୟରେ ସ୍ବଳ୍ପ ଲାଭ, ପାରିବାରିକ  ଖୁସି, ଅର୍ଥଲାଭ, କର୍ମକୁ େନଇ ଉତ୍ସାହ, ଶତ୍ରୁ ପରାଭବ, ମାନସିକ ଶାନ୍ତି। ଭରଣୀ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୫, ଆରାଧନା- ବାବା ଧବଳେଶ୍ବର

ବୃଷ: ଶରୀର ଅସୁସ୍ଥ, କର୍ମକ୍ଷେତ୍ରେ ପରିଶ୍ରମ, ବ୍ୟବସାୟିକ ଖୁସି, ପାରିବାରିକ ସାହାଯ୍ୟ, ଶତ୍ରୁସମସ୍ୟା, ସନ୍ତାନଖୁସି, ବନ୍ଧୁଦର୍ଶନ, େଲାକସମ୍ପର୍କ ବୃଦ୍ଧି । ମୃଗଶିରା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ସବୁଜ, ସଂଖ୍ୟା-୭, ଆରାଧନା- ମହାଲକ୍ଷ୍ମୀ

ମିଥୁନ: ସ୍ବାସ୍ଥ୍ୟଲାଭ, ନୂତନ କାର୍ଯ୍ୟଭାର ଗ୍ରହଣ, ଦେବଦର୍ଶନ, ମାନସିକ ଖୁସି, ଯାତ୍ରା ସଫଳ, ଦାମ୍ପତ୍ୟ ଖୁସି, ଦ୍ରବ୍ୟଲାଭ, ପାରିବାରିକ ସାହାଯ୍ୟ। ପୁନର୍ବସୁ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ପିଙ୍କ, ସଂଖ୍ୟା-୯, ଆରାଧନା-ଶଙ୍କର ଭଗବାନ।

କର୍କଟ: ବ୍ୟୟବୃଦ୍ଧି, ଗୃହେ ସାହାଯ୍ୟ, ଲୋକସମ୍ପର୍କ ବୃଦ୍ଧି, ଦୂରଯାତ୍ରା, ଗୃହେ ଉତ୍ସବକୁ େନଇ ଶୁଭ ଅାଲୋଚନା, ମାନସିକ  ଖୁସି, ବନ୍ଧୁଲାଭ, ଅର୍ଥପ୍ରାପ୍ତି୤ ଅଶ୍ଳେଷା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଗୋଲାପି, ସଂଖ୍ୟା-୭, ଆରାଧନା-ମା’ ଗୌରୀ

ସିଂହ: ମାନସିକ ଶାନ୍ତି, ସମ୍ପର୍କରେ ସୁଧାର, ଦେବକାର୍ଯ୍ୟରେ ଶାନ୍ତି, ନୂତନ ବ୍ୟବସାୟରେ ଶାନ୍ତି, ସମ୍ପତ୍ତିଲାଭ, ସନ୍ତାନଲାଭ, ଶତ୍ରୁ ପରାଜିତ, ଅର୍ଥଲାଭ । ଉତ୍ତରାଫାଲଗୁନି ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୧୦, ଆରାଧନା-ମା’ ଗ୍ରାମଦେବତୀ

କନ୍ୟା: ମନସ୍ତାପ, କାର୍ଯ୍ୟରେ ବିଳମ୍ବ, ଅନୁଷ୍ଠାନରୁ ଲାଭ, ବନ୍ଧୁଲାଭ, େଦବଦର୍ଶନ, ଯାତ୍ରାରେ ସତର୍କ, ପାରିବାରିକ ସମସ୍ୟା, ବ୍ୟବସାୟିକ ଖୁସି, ଶତ୍ରୁସମସ୍ୟା। ଚିତ୍ରା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଆକାଶି, ସଂଖ୍ୟା-୮, ଆରାଧନା- ପ୍ରଭୁ ଜଗନ୍ନାଥ।

ତୁଳା: ବନ୍ଧୁ ମିଳନ, ସମସ୍ୟା ସମାଧାନ, ବିଶିଷ୍ଠ ବ୍ୟକ୍ତିଙ୍କ ସହାୟତା, ଗୃହେ ଉତ୍ସବ,  େଲାକସମ୍ପର୍କ ବୃଦ୍ଧି,  ଯାତ୍ରା ସଫଳ, ଦ୍ରବ୍ୟଲାଭ, ବିଦ୍ୟାରେ ସଫଳତା। ଚିତ୍ରା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୯, ଆରାଧନା-ଶଙ୍କର ଭଗବାନ

ବିଛା: ଭ୍ରମଣଖୁସି, ଦେବଦର୍ଶନ, ମାନସିକ ଶାନ୍ତି, ଉତ୍ସବକୁ ନେଇ ଖୁସି, ପାରିବାରିକ ଶାନ୍ତି, ଭାତୃସ୍ନେହ, ସନ୍ତାନ ସମସ୍ୟା, ସମ୍ପତ୍ତିଲାଭ, ନୂତନ କର୍ମନିଯୁକ୍ତି। ବିଶାଖା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଖଇରୀ, ସଂଖ୍ୟା-୮, ଆରାଧନା- ନୃସିଂହ ଭଗବାନ

ଧନୁ: ଆୟ ବୃଦ୍ଧି, କାର୍ଯ୍ୟରେ ପରିଶ୍ରମ, ଦୂରଯାତ୍ରା, ଲୋକସମ୍ପର୍କ ବୃଦ୍ଧି, ଯାତ୍ରା ସଫଳ, ମାନସିକ ଶାନ୍ତି, େଦବକାର୍ଯ୍ୟରେ ଆନନ୍ଦ, ଶତ୍ରୁ ପରାଜିତ, ଭ୍ରାତୃସ୍ନେହ। ପୂର୍ବାଷାଢ଼ା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ହଳଦୀ, ସଂଖ୍ୟା-୭,  ଆରାଧନା-ମା’ ଭଗବତୀ

ମକର:  ଆଘାତପ୍ରାପ୍ତି, କର୍ମେ ଅାନନ୍ଦ, ଲୋକସମ୍ପର୍କ ବୃଦ୍ଧି, ଯାତ୍ରାରେ ବିଳମ୍ବ, ଅଯଥା ବିବାଦ, ପାରିବାରିକ ଖୁସି, ଲୋକସମ୍ପର୍କ ବୃଦ୍ଧି, ଅଯଥା ଖର୍ଚ୍ଚାନ୍ତ। ଧନିଷ୍ଠା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-କଳା, ସଂଖ୍ୟା-୭, ଆରାଧନା-ଶ୍ରୀ ରାଧା

କୁମ୍ଭ: କର୍ମେ ଖୁସି, ଅର୍ଥଲାଭ, ପାରିବାରିକ ଖୁସି, ବନ୍ଧୁଲାଭ, ସମସ୍ୟା ସମାଧାନ, ଉତ୍ସବକୁ ନେଇ ଖୁସି, ସନ୍ତାନଲାଭ,ଦେବକାର୍ଯ୍ୟରେ ବିଳମ୍ବ, ସମ୍ପତ୍ତିଲାଭ ।  ପୂର୍ବଭାଦ୍ର ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ନୀଳ, ସଂଖ୍ୟା-୬, ଆରାଧନା- ମା’ ବଗଳାମୁଖୀ।

ମୀନ: ବନ୍ଧୁରେ ଅାଦର, ଅର୍ଥଲାଭ, ସମ୍ପର୍କରେ ଉନ୍ନତି, ଅନୁଷ୍ଠାନରୁ ଲାଭ, େଦବଦର୍ଶନ, ଗୃହେ ଉତ୍ସବ, ପାରିବାରିକ ଶାନ୍ତି, ସମସ୍ୟା ସମାଧାନ। ରେବତୀ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଧଳା, ସଂଖ୍ୟା-୭, ଆରାଧନା- ମା’ ଦକ୍ଷିଣକାଳୀ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।