୧୫.୯.୨୦୨୬ ମଙ୍ଗଳବାର
ମେଷ: ପ୍ରୀତିଲାଭ, ସଙ୍ଗଠନମୂଳକ କାର୍ଯ୍ୟରେ ବିଜୟ, ପୁରାତନ ବିବାଦ ସମାଧାନ, ଅର୍ଥଲାଭ, ମାନସିକ ଶାନ୍ତି, ବ୍ୟବସାୟରେ ସ୍ବଳ୍ପ ଲାଭ। ଭରଣୀ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ପିଙ୍କ, ସଂଖ୍ୟା-୯, ଆରାଧନା- ମା’ ସନ୍ତୋଷୀ
ବୃଷ: ସମ୍ପର୍କରେ ଉନ୍ନତି, ଆର୍ଥିକଚିନ୍ତା, ଅନୁଷ୍ଠାନରେ େଯାଗଦାନ, ପାରିବାରିକ ସମସ୍ୟା ଦୂର, ସମ୍ପତ୍ତି ସମସ୍ୟା, ଗଠନମୂଳକ କାର୍ଯ୍ୟରେ ଶାନ୍ତି, ଶରୀର ସୁସ୍ଥ। ରୋହିଣୀ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ସବୁଜ, ସଂଖ୍ୟା-୭, ଆରାଧନା-ପ୍ରଭୁ ହନୁମାନ
ମିଥୁନ: କର୍ମକ୍ଷେତ୍ରେ ଖୁସି, ଦୂରଯାତ୍ରା ସଫଳ, ବିବାଦ ସମାଧାନ, ଶୁଭ ଆଲୋଚନା, ବନ୍ଧୁଲାଭ, ଅର୍ଥଲାଭ, ନୂତନ ନିଯୁକ୍ତି, ଦେବକାର୍ଯ୍ୟରେ ସନ୍ତୁଷ୍ଟ। ଆଦ୍ରା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଇସତ୍ ଲାଲ, ସଂଖ୍ୟା-୯, ଆରାଧନା- ମା’ ମହାଲକ୍ଷ୍ମୀ।
କର୍କଟ: ଶୁଭକାର୍ଯ୍ୟରେ ଧନବ୍ୟୟ, ଅଯଥା ଅଶାନ୍ତି, ବନ୍ଧୁସହଯୋଗ, ନୂତନ ନିଯୁକ୍ତି, ଦୁରଯାତ୍ରାରେ ଖୁସି, ପୁରାତନ ବନ୍ଧୁମିଳନ, ପୈତୃକ ସମ୍ପତ୍ତିରେ ବିବାଦ। ଅଶ୍ଳେଷା- ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ- ଆକାଶି, ସଂଖ୍ୟା-୫, ଆରାଧନା- ମା’ ବଗଳାମୁଖୀ
ସିଂହ: ନୂତନ କର୍ମପାଇଁ ଖୁସି, ସମ୍ମାନଲାଭ, ପୁରାତନ ରୋଗରୁ ମୁକ୍ତି, ସମସ୍ୟା ସମାଧାନ, ଗୃହେ ସହଯୋଗ, ଅର୍ଥଲାଭ, ଦ୍ରବ୍ୟପ୍ରାପ୍ତି, ବନ୍ଧୁ ସହଯୋଗ। ପୂର୍ବାପାଲଗୁନି ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ହଳଦୀ, ସଂଖ୍ୟା-୯, ଆରାଧନା-ବାବା ଲୋକନାଥ
କନ୍ୟା: ଯାତ୍ରାରେ ଲାଭ, ହେବାକାର୍ଯ୍ୟ ବିଳମ୍ବ, ବନ୍ଧୁସାହାଯ୍ୟ, ଶରୀର ସୁସ୍ଥ, ଅନୁଷ୍ଠାନରୁ ଲାଭ, ସମ୍ପତ୍ତିଲାଭ, ଶତ୍ରୁ ପରାଜିତ, ନୂତନ ନିଯୁକ୍ତି। ହସ୍ତା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ସବୁଜ, ସଂଖ୍ୟା-୧୦, ଆରାଧନା-ପ୍ରଭୁ ଜଗନ୍ନାଥ।
ତୁଳା: ଆର୍ଥିକ ଲାଭ, ଦାମ୍ପତ୍ୟଖୁସି, ମାନସମ୍ମାନ ପ୍ରାପ୍ତି, ଶରୀର ସୁସ୍ଥ, ଦୂରଯାତ୍ରା ସଫଳ, ଶୁଭ ଆଲୋଚନା, ପୁରାତନ ବନ୍ଧୁମିଳନ, ଦ୍ରବ୍ୟଲାଭ, ସନ୍ତାନଲାଭ। ସ୍ବାତୀ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୧୨, ଆରାଧନା-ଗାଈକୁ ଖାଇବାକୁ ଦିଅନ୍ତୁ
ବିଛା: ଭାବିଥÒବା କାର୍ଯ୍ୟରେ ବିଘ୍ନ, ସମ୍ପତ୍ତିସମସ୍ୟା, ଶତ୍ରୁ ସମସ୍ୟା, ସ୍ବଜନ ବିରୋଧୀ, ଅନୁଷ୍ଠାନରୁ ଲାଭ, ଅଳ୍ପ ବିବାଦ ସମାଧାନ, ଅର୍ଥ ସମସ୍ୟା ଅାସିପାରେ । ଜ୍ୟେଷ୍ଠା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ହଳଦୀ, ସଂଖ୍ୟା-୭, ଆରାଧନା-ପ୍ରଭ ୁ ନୃସିଂହ
ଧନୁ: କର୍ମକ୍ଷେତ୍ରେ ଶାନ୍ତି, ଶାରୀରିକ ପରିଶ୍ରମ, ହଠାତ୍ ଅସୁସ୍ଥତା ଅାସିପାରେ, ଶୁଭଖବର, ସମସ୍ତ କାର୍ଯ୍ୟ ପାଇଁ ଶାନ୍ତି, ବ୍ୟବସାୟରେ ସ୍ବଳ୍ପ ଲାଭ, ଦାମ୍ପତ୍ୟ ଖୁସି, ବିବାଦ ସମାଧାନ, ପୂର୍ବାଷାଢ଼ା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଇସତ୍ ଲାଲ, ସଂଖ୍ୟା-୧୦, ଆରାଧନା- ମା’ ଭଗବତୀ
ମକର: ପୈତୃକ ସମ୍ପତ୍ତିଲାଭ, ଶୁଭଖବର, ଅର୍ଥପ୍ରାପ୍ତି, ବିଭିନ୍ନ କାର୍ଯ୍ୟରେ ସନ୍ତୋଷ, ଅଯଥା କଷ୍ଟ, ପୁରାତନ ଦ୍ରବ୍ୟଲାଭ, ଶରୀର ସୁସ୍ଥ। ଶ୍ରବଣା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ସବୁଜ, ସଂଖ୍ୟା-୧୦, ଆରାଧନା- ମା’ କନ୍ୟାକୁମାରୀ
କୁମ୍ଭ: ମାନସିକ ଶାନ୍ତି, ପରିବାରରେ ଲାଭ ଓ ହସଖୁସି, ଦୂରଯାତ୍ରା, ଦାମ୍ପତ୍ୟଖୁସି, ଅନୁଷ୍ଠାନରୁ ଲାଭ, ବ୍ୟବସାୟରେ ସ୍ବଳ୍ପ ଲାଭ, ସନ୍ତାନପ୍ରାପ୍ତି। ଶତଭିଷା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ବାଇଗେଣି, ସଂଖ୍ୟା-୮, ଆରାଧନା- ମା’ ଦୁର୍ଗା।
ମୀନ: ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ଲାଗି ଚିନ୍ତା, ବନ୍ଧୁଦର୍ଶନ, ବିବାଦ ସମାଧାନ, କର୍ମକ୍ଷେତ୍ରେ ସଫଳତା, େଲାକସମ୍ପର୍କ ବୃଦ୍ଧି, ସୁମିଷ୍ଠ ଭୋଜନ, ଦୂରଯାତ୍ରା ସଫଳ, ଶତ୍ରୁସମସ୍ୟା। ପୂର୍ବଭାଦ୍ର ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଧଳା, ସଂଖ୍ୟା-୬, ଆରାଧନା- ପ୍ରଭୁ ଜଗନ୍ନାଥ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।