୨୪.୯.୨୦୨୬ ଗୁରୁବାର

Sep 24, 2026 - 06:54
୨୪.୯.୨୦୨୬  ଗୁରୁବାର

 

ମେଷ: ଖୁସିଖବର, ଲୋକସମ୍ପର୍କ ବୃଦ୍ଧି, ପାରିବାରିକ ଖୁସି, ବନ୍ଧୁଗୃହେ ଯାତ୍ରା, ବିଶିଷ୍ଠ ବ୍ୟକ୍ତିଙ୍କ ସହ ସାକ୍ଷାତ, ଶରୀର ସୁସ୍ଥ, ଅର୍ଥଲାଭ, ବିଦ୍ୟାରେ ସଫଳତାଅଶ୍ବିନୀ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-, ଅାରାଧନା-ପ୍ରଭୁ ଗଣେଶ

ବୃଷ: ବାକିଥÒବା ଅର୍ଥ ମିଳିବ, ଶରୀର ସୁସ୍ଥ, ନେତୃତ୍ବରେ ବିଜୟ, ନୂତନ ଚୁକ୍ତି ସମ୍ପାଦନ, ବ୍ୟବସାୟରେ ସ୍ବଳ୍ପ ଲାଭ, ଶତ୍ରୁକଷ୍ଟକୃତ୍ତିକା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ହଳଦୀ, ସଂଖ୍ୟା-, ଆରାଧନା-ପ୍ରଭୁ ହନୁମାନ

ମିଥୁନ: ଶରୀର ଅସୁସ୍ଥ, ଅର୍ଥହାନି, ନିକଟ ସମ୍ପର୍କୀୟଙ୍କ ସହଯୋଗ, ବ୍ୟବସାୟରେ ସ୍ବଳ୍ପ ଲାଭ, ଦ୍ରବ୍ୟନଷ୍ଟ, ଶରୀର ପୀଡ଼ା, କର୍ମକ୍ଷେତ୍ରେ ପରିଶ୍ରମ, ଦାମ୍ପତ୍ୟ କଳହ ମୃଗଶିରା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ନାଲି, ସଂଖ୍ୟା-, ଆରାଧନା -ବିଷ୍ଣୁ ଭଗବାନ

କର୍କଟ: ଅର୍ଥଲାଭ, ସମ୍ପର୍କରେ ସୁଧାର, ନୂତନ କାର୍ଯ୍ୟଲାଭ, ସୁସମାଚାର, ଶତ୍ରୁ ପରାଜିତ, ଶରୀର ସୁସ୍ଥ, ବନ୍ଧୁଲାଭ, ଦୂରଯାତ୍ରାରେ ସତର୍କ, ସନ୍ତାନଲାଭ, ଶୁଭକାର୍ଯ୍ୟରେ ଧନବ୍ୟୟ୤ ପୁନର୍ବସୁ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଆକାଶି, ସଂଖ୍ୟା-,  ଆରାଧନା-ମାଗୌରୀ

ସିଂହ: ବିଭିନ୍ନ କାର୍ଯ୍ୟରେ ପ୍ରଶଂସା, କର୍ମକ୍ଷେତ୍ରେ ସମ୍ମାନ, ବ୍ୟବସାୟ ବୃଦ୍ଧି, ଉତ୍ସବକୁ ନେଇ ଶୁଭ ଅାଲୋଚନା, ସ୍ବାସ୍ଥ୍ୟରେ ଉନ୍ନତି, ଦ୍ବନ୍ଦ୍ବ ସମାଧାନ ମଘା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଅାକାଶି, ସଂଖ୍ୟା-, ଆରାଧନା-ଶଙ୍କର ଭଗବାନ

କନ୍ୟା: ବ୍ୟବସାୟରେ ଲାଭ,ବାକିଧନ ପ୍ରାପ୍ତି, ଶୁଭଖବର, ଲୋକସମ୍ପର୍କବୃଦ୍ଧି, ସମ୍ପତ୍ତି ସମସ୍ୟା, ବନ୍ଧୁଲାଭ, ଦୂରଯାତ୍ରା ଉତ୍ତରାଫାଲଗୁନି ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ପିଙ୍କ, ସଂଖ୍ୟା-, ଆରାଧନା-ମାଭଗବତୀ

ତୁଳା: ଲୋକଙ୍କ ଅାକ୍ରୋଶର ଶିକାର, ବିଶିଷ୍ଠ କାର୍ଯ୍ୟରେ ଦୂରଯାତ୍ରା, ବନ୍ଧୁ ସହଯୋଗ, ଅର୍ଥସମସ୍ୟା, ସନ୍ତାନଖୁସି, ଦେବାର୍ଯ୍ୟରେ ଉତ୍ସାହ, ଶତ୍ରୁଲାଗି କଷ୍ଟଚିତ୍ରା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ସବୁଜ, ସଂଖ୍ୟା-, ଆରାଧନା-ଶଙ୍କର ଭଗବାନ

ବିଛା: ମାନସିକ ଶାନ୍ତି, ଅର୍ଥଲାଭ, ଶରୀର ସୁସ୍ଥ, ପ୍ରିୟ ବ୍ୟକ୍ତିଙ୍କ ସହ ସାକ୍ଷାତ, ସମ୍ପତ୍ତିକ୍ରୟ, ବନ୍ଧୁସାହାଯ୍ୟ, ଶତ୍ରୁ ପରାଜିତ, େଲାକସମ୍ପର୍କ ବୃଦ୍ଧି, ଶୁଭଖବରବିଶାଖା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୧୦, ଆରାଧନା-ପ୍ରଭୁ ଜଗନ୍ନାଥ

ଧନୁ: ଆୟ ଅପେକ୍ଷା ବ୍ୟୟ ଅଧÒ, ସମ୍ପର୍କରେ ସୁଧାର,ବନ୍ଧୁସାହାଯ୍ୟ, ସନ୍ତାନଲାଭ, ଶରୀର ସୁସ୍ଥ, ଦେବକାର୍ଯ୍ୟରେ ଅାଗ୍ରହ, ଶୁଭ ଅାଲୋଚନା, ଦୂରଯାତ୍ରା ସଫଳ ୤ ମୂଳା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ହଳଦୀ, ସଂଖ୍ୟା-, ଆରାଧନା-ଗୋସେବା କରନ୍ତୁ

ମକର: ଅର୍ଥଲାଭ, ଶୁଭଖବର, ସମ୍ମାନଲାଭ, ବିଶିଷ୍ଠ କାର୍ଯ୍ୟରେ ଅାନନ୍ଦ, ଶରୀର ସୁସ୍ଥ, ଦୂରଯାତ୍ରା ସଫଳ, ପାରିବାରିକ ସୁଖ, ବିବାଦ ସମାଧାନ, ଦାମ୍ପତ୍ୟଖୁସି ଉତ୍ତରାଷାଢ଼ା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ସବୁଜ, ସଂଖ୍ୟା-୧୨, ଆରାଧନା- ମାଦୁର୍ଗା

କୁମ୍ଭ: ଅଯଥା ବ୍ୟୟ, ଶୁଭଖବର,ଶରୀର କଷ୍ଟ, ବନ୍ଧୁଲାଭ, ନୂତନ କର୍ମରେ ଅାନନ୍ଦ, ଦୂରଯାତ୍ରାରେ ସତର୍କ, ସମ୍ପତ୍ତିଖୁସି, ମାନସମ୍ମାନ ପ୍ରାପ୍ତି, ବ୍ୟବସାୟରେ କଷ୍ଟଧନିଷ୍ଠା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-କଳା, ସଂଖ୍ୟା-, ଆରାଧନା-ମାବଗଳାମୁଖୀ

ମୀନ: କର୍ମକ୍ଷେତ୍ରେ ଲାଭ, ଦୂରଯାତ୍ରା ସଫଳ, ମାନସିକ ଶାନ୍ତି, େଲାକସମ୍ପର୍କ ବୃଦ୍ଧି, ଅର୍ଥଲାଭ, ବିବାଦ ସମାଧାନ, ଶରୀର ସୁସ୍ଥ, ପାରିବାରିକ ଖୁସି, ସନ୍ତାନଲାଭ୤ ପୂର୍ବଭାଦ୍ର ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ହଳଦୀ, ସଂଖ୍ୟା-୧୦, ଆରାଧନା-ମାମଙ୍ଗଳା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।