୪.୧୦.୨୦୨୬ ରବିବାର
ମେଷ: ଅର୍ଥ ଆଦାୟ ହେବ, ପରିବାରର ସମ୍ମାନ ମିଳିବ, ଅତିପୁରାତନ ବନ୍ଧୁଙ୍କ ସହିତ ସାକ୍ଷାତ, ଶୁଭ ଖବର, ଦୂର ଯାତ୍ରା ସଫଳ, ଦାମ୍ପତ୍ୟ ସୁଖ, ସନ୍ତାନ ଲାଭ। ଅଶ୍ବିନ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଗୋଲାପି, ସଂଖ୍ୟା-୭, ଆରାଧନା- କୁବେର ଭଗବାନ
ବୃଷ: ମିଥ୍ୟା ଅପବାଦ ମିଳିପାରେ, କିଛି କାର୍ଯ୍ୟରେ ବିଳମ୍ବ, ଅର୍ଥଲାଭ, ବନ୍ଧୁ ଲାଭ, କିଛି କାର୍ଯ୍ୟରେ ସହଯୋଗ ମିଳିବ, ଗୃହେ ଶୁଭ ଆଲୋଚନା, ଧର୍ମ କାର୍ଯ୍ୟ ପ୍ରତି ଆଗ୍ରହ। କୃତ୍ତିକା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ସବୁଜ, ସଂଖ୍ୟା-୬, ଆରାଧନା- ପ୍ରଭୁ ହନୁମାନ
ମିଥୁନ: ଶୁଭ ଖବର, ଅନୁଷ୍ଠାନରୁ ସହାୟତା, ବନ୍ଧୁ ଲାଭ, ସନ୍ତାନ ଖୁସି, ଯାତ୍ରା ସଫଳ, ଶରୀର ସୁସ୍ଥ, କର୍ମକ୍ଷେତ୍ରରେ ସଫଳ, ନୂତନ ନିଯୁକ୍ତି, ମହିଳାଙ୍କଠାରୁ ବିଶେଷ ସାହାଯ୍ୟ ମିଳିବ। ମୃଗଶିରା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଗ୍ରେ, ସଂଖ୍ୟା-୩, ଆରାଧନା- ମା’ ଭୁବନେଶ୍ବରୀ।
କର୍କଟ: ଶୁଭକାର୍ଯ୍ୟରେ ଧନ ବ୍ୟୟ, ଅନୁଷ୍ଠାନରୁ ସମ୍ମାନ ମିଳିବ, ଶତ୍ରୁ ସମସ୍ୟା, ଗୃହରେ ଉତ୍ସବ, ସମ୍ପତ୍ତି ବବାଦ ସମାଧାନ, ଅଯଥା ଅଶାନ୍ତି, ଦାମ୍ପତ୍ୟ କଳହ। ଅଶ୍ଳେଷା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଆକାଶି, ସଂଖ୍ୟା-୮, ଆରାଧନା- ମା’ ଦକ୍ଷିଣକାଳୀ
ସିଂହ: ହସଖୁସିରେ ବାଧା, ଆୟଠାରୁ ବ୍ୟୟ ଅଧÒକ, ବ୍ୟବସାୟରେ ଲାଭ, ଗୃହେ ସହାୟତା, ମନ ଉଦାସ, ଦାମ୍ପତ୍ୟ ଖୁସି, ବନ୍ଧୁ ସାହାଯ୍ୟ। ମଘା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ନାରଙ୍ଗୀ, ସଂଖ୍ୟା-୯, ଆରାଧନା-ପ୍ରଭୁ ଜଗନ୍ନାଥ
କନ୍ୟା: କର୍ମକ୍ଷେତ୍ରରେ ଶାନ୍ତି ମିଳିବ, ଦୂର ଯାତ୍ରା ସଫଳ, ବନ୍ଧୁ ଲାଭ, ମାନସିକଶାନ୍ତି, ସମ୍ପତ୍ତି ଖୁସି, ହଠାତ୍ ଶୁଭ ଖବର ମିଳିବ, ଭ୍ରାତୃ ସ୍ନେହ, ପିଲାଙ୍କ ଚିନ୍ତା, ନୂତନ କାର୍ଯ୍ୟରେ ସନ୍ତୁଷ୍ଟ। ଉତ୍ତରାଫାଲଗୁନି ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ନୀଳ, ସଂଖ୍ୟା-୯, ଆରାଧନା- ମା’ ସୁଭଦ୍ରା।
ତୁଳା: ଅଯଥା ଖର୍ଚ୍ଚ, ମାନସିକ ଅଶାନ୍ତି, ବନ୍ଧୁ ଦ୍ବାରା ଲାଭ, ଦୂର ସ୍ଥାନକୁ ଯାତ୍ରା, ବ୍ୟବସାୟରେ ସ୍ବଳ୍ପ ଲାଭ, ଗଚ୍ଛିତ ଧନ ଖର୍ଚ୍ଚ, ସମ୍ପତ୍ତି ବିବାଦର ସମାଧାନ, ଶାରୀରିକ ସୁସ୍ଥ, ସନ୍ତାନ ସମସ୍ୟା ଦୂର।ଚିତ୍ରା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ସବୁଜ, ସଂଖ୍ୟା-୭, ଆରାଧନା-ମହାଲକ୍ଷ୍ମୀ
ବିଛା: ମାନସିକ ଆଘାତ, ଦୂର ଯାତ୍ରାରେ ସତର୍କ, ଶତ୍ରୁ ସମସ୍ୟା, ବ୍ୟବସାୟରେ ସ୍ବଳ୍ପ ଲାଭ, ସନ୍ତାନ ସ୍ନେହ ମିଳିବ, ବନ୍ଧୁ ଦ୍ବାରା ଲାଭ ପ୍ରାପ୍ତି, ପୁରାତନ କାର୍ଯ୍ୟରେ ଶାନ୍ତି। ବିଶାଖା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ହଦଳୀ, ସଂଖ୍ୟା-୨, ଆରାଧନା- ଭଗବାନ ବିଷ୍ଣୁ
ଧନୁ:ମାନସିକ ଖୁସି, ମହିଳା ବନ୍ଧୁଙ୍କ ସହଯୋଗ, କର୍ମକ୍ଷେତ୍ରରେ ଶାନ୍ତି, ସ୍ବାଦିଷ୍ଟ ଭୋଜନ, ନେତୃତ୍ବରେ ବିଜୟ, ଶୁଭ ଖବର, ଅର୍ଥ ଲାଭ, ଯାତ୍ରା ସଫଳ। ମୂଳା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୬, ଆରାଧନା- ମା’ ଭଗବତୀ
ମକର: ସ୍ବାସ୍ଥ୍ୟରେ ଉନ୍ନତି, ବନ୍ଧୁ ସହଯୋଗ, ଦୂର ଯାତ୍ରା ସଫଳ, ଅଯଥା ଖର୍ଚ୍ଚ, ଅର୍ଥ ଲାଭ, ଶତ୍ରୁ ପରାଜିତ, ଶୁଭ ଆଲୋଚନା, ନୂତନ କର୍ମ ପ୍ରାପ୍ତି, ସମ୍ପତ୍ତି ଲାଭ। ଉତ୍ତରାଷାଢ଼ା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ବାଇଗଣୀ, ସଂଖ୍ୟା-୯, ଆରାଧନା- ମା’ ବାଟମଙ୍ଗଳା
କୁମ୍ଭ: ଶିକ୍ଷା େକ୍ଷତ୍ରରେ ଶୁଭ, ବନ୍ଧୁ ଲାଭ, ଶରୀର ସୁସ୍ଥ, େଦବକାର୍ଯ୍ୟରେ ବିଳମ୍ବ, ଅର୍ଥ ଲାଭ, ଦାମ୍ପତ୍ୟ ସୁଖ, ମାନସିକ ଖୁସି, ସମସ୍ୟା ସମାଧାନ। ଧନିଷ୍ଠା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ନୀଳ, ସଂଖ୍ୟା-୫, ଆରାଧନା- ମା’ ଭୂଆଷୁଣୀ।
ମୀନ: ଶାରୀରିକ ଅସୁସ୍ଥ, ଅଯଥା ଖର୍ଚ୍ଚ, ପୁରାତନ ବନ୍ଧୁ ସାହାଯ୍ୟ, ଶୁଭ ଆଲୋଚନା, ଶତ୍ରୁ ସମସ୍ୟା, କର୍ମକ୍ଷେତ୍ରରେ ପରିଶ୍ର, ବ୍ୟବସାୟରେ ସ୍ବଳ୍ପ ଲାଭ, କିଛି କାର୍ଯ୍ୟକୁ େନଇ ଦୂର ଯାତ୍ରା, ଦାମ୍ପତ୍ୟ ଖୁସି। ପୂର୍ବଭାଦ୍ର ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ହଳଦୀ, ସଂଖ୍ୟା-୪, ଆରାଧନା- ମା’ ବଗଳାମୁଖୀ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।