୭.୧୦.୨୦୨୬ ବୁଧବାର
ମେଷ: ଅର୍ଥଲାଭ, େଦବଦର୍ଶନ, ପିଲାଙ୍କ ଚିନ୍ତା, ଉତ୍ସବକୁ ନେଇ ଦୂରଯାତ୍ରା, ସମ୍ମାନ ପ୍ରାପ୍ତି, ନୂତନ ଚୁକ୍ତି ସମ୍ପାଦନ, ଶରୀର ସୁସ୍ଥ, ଅଯଥା ମାନସିକ ଅବସାଦ। ଅଶ୍ବିନୀ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୮, ଆରାଧନା- ମହାଲକ୍ଷ୍ମୀ
ବୃଷ: ସମ୍ପତ୍ତି ଜନିତ ସମସ୍ୟା, ଅର୍ଥଚିନ୍ତା, ବିଶିଷ୍ଠ ବ୍ୟକ୍ତିଙ୍କ ସହଯୋଗ, ଦୂରଯାତ୍ରା, ଗାଡ଼ିଚାଳନାରେ ସାବଧାନ, ଶରୀର ସୁସ୍ଥ, ପାରିବାରିକ ସହଯୋଗ ଆଦ୍ରା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ସବୁଜ, ସଂଖ୍ୟା-୪, ଆରାଧନା-ବିଷ୍ଣୁ ଭଗବାନ
ମିଥୁନ: ବିଶିଷ୍ଠ କାର୍ଯ୍ୟରେ ଧନଲାଭ, ଦେବଦର୍ଶନ, କର୍ମକ୍ଷେତ୍ରେ ସଫଳତା, ଅର୍ଥଲାଭ, ସମସ୍ୟା ସମାଧାନ, ସମ୍ମାନପ୍ରାପ୍ତି, ଶରୀର ସୁସ୍ଥ, ପାରିବାରିକ ସହଯୋଗ। ଆଦ୍ରା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ନାଲି, ସଂଖ୍ୟା-୮, ଆରାଧନା-ଶଙ୍କର ଭଗବାନ
କର୍କଟ: ବ୍ୟବସାୟରେ ସ୍ବଳ୍ପ ଲାଭ, ଅଯଥା ଖର୍ଚ୍ଚାନ୍ତ, ପାରିବାରିକ ସାହାଯ୍ୟ, ବନ୍ଧୁଲାଭ, ଦାମ୍ପତ୍ୟଖୁସି, ବିଦ୍ୟାରେ ସଫଳ, ସମ୍ପତ୍ତି ବିବାଦ, େହବାକାର୍ଯ୍ୟ ବିଳମ୍ବ। ପୁଷ୍ୟା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଧଳା, ସଂଖ୍ୟା-୯, ଆରାଧନା-ମା’ ଦକ୍ଷିଣକାଳୀ
ସିଂହ: ବିଶିଷ୍ଠ କାର୍ଯ୍ୟରେ ଧନଲାଭ, ଶତ୍ରୁ ପରାଜିତ, ବିବାଦ ସମାଧାନ, ନୂତନ ଚୁକ୍ତି ସମ୍ପାଦନ, ସମ୍ମାନ ପ୍ରାପ୍ତି, ଶୁଭଖବର, ବନ୍ଧୁଲାଭ, କର୍ମକ୍ଷେତ୍ରେ ପଦବୀଲାଭ। ମଘା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଧଳା, ସଂଖ୍ୟା-୧୦, ଆରାଧନା-ମା’ ଭଗବତୀ
କନ୍ୟା: ମନସ୍ତାପ, ବିଭିନ୍ନ କାର୍ଯ୍ୟକୁ ନେଇ ସମାଲୋଚିତ, ପରିଭ୍ରମଣଯୋଗ, ବିଶିଷ୍ଠ ବ୍ୟକ୍ତିଙ୍କ ସହିତ ସମ୍ପର୍କବୃଦ୍ଧି, ସମ୍ପତ୍ତି ସମସ୍ୟା, ଶରୀର ସୁସ୍ଥ, ଦାମ୍ପତ୍ୟ ସୁଖ। ଉତ୍ତରାଫାଲଗୁନି ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଅାକାଶି, ସଂଖ୍ୟା-୭, ଆରାଧନା- ମା’ ବଗଳାମୁଖୀ।
ତୁଳା: ଦୂରଯାତ୍ରା ସଫଳ, ଶୁଭଖବର, ବିବାଦ ସମାଧାନ, ଲୋକସମ୍ପର୍କ ବୃଦ୍ଧି, ବ୍ୟବସାୟରେ ଉନ୍ନତି, ଦାମ୍ପତ୍ୟଖୁସି, ଶତ୍ରୁ ପରାଜିତ, ଶରୀର ସୁସ୍ଥ, ସନ୍ତାନଖୁସି। ସ୍ବାତୀ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-କମଳା, ସଂଖ୍ୟା-୯, ଆରାଧନା-ପ୍ରଭୁ େଲାକନାଥ
ବିଛା: ଶତ୍ରୁସମସ୍ୟା, ବ୍ୟବସାୟରେ ଉନ୍ନତି, ଅର୍ଥଲାଭ, ବିଶିଷ୍ଠ କାର୍ଯ୍ୟରେ ଖୁସି, ଦାମ୍ପତ୍ୟସୁଖ, େଲାକସମ୍ପର୍କ ବୃଦ୍ଧି, ଅଯଥା ଚିନ୍ତା, ବିଦ୍ୟାରେ ସଫଳ। ଅନୁରାଧା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ହଦଳୀ, ସଂଖ୍ୟା-୮, ଆରାଧନା- ପ୍ରଭୁ ଜଗନ୍ନାଥ
ଧନୁ: କରିଥÒବା କାର୍ଯ୍ୟକୁ ନେଇ ଅନୁତାପ, ସ୍ବଳ୍ପ ଅର୍ଥ ଲାଭ, ପାରିବାରିକ ଖୁସି, ଦାମ୍ପତ୍ୟ କଳହ, ଶରୀର ଅସୁସ୍ଥ, ଶୁଭଖବର, ନୂତନ କର୍ମ ଅାରମ୍ଭ, ସନ୍ତାନଚିନ୍ତା। ମୂଳା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ପିଙ୍କ, ସଂଖ୍ୟା-୮, ଆରାଧନା- ପିତାମାତାଙ୍କ େସବା କରନ୍ତୁ
ମକର: କିଛି କାର୍ଯ୍ୟରେ ସମସ୍ୟା, ଅର୍ଥଲାଭ, ଲୋକସମ୍ପର୍କ ବୃଦ୍ଧି, ସ୍ବାସ୍ଥ୍ୟଚିନ୍ତା, ବ୍ୟବସାୟରେ ମାନ୍ଦା ସ୍ଥିତ, ସନ୍ତାନଖୁସି, ଦୂରଯାତ୍ରା ସଫଳ, ଅନୁଷ୍ଠାନରୁ ଲାଭ, ଶୁଭଖବର। ଉତ୍ତରାଷାଢ଼ା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଆକାଶି, ସଂଖ୍ୟା-୫, ଆରାଧନା- ମା’ ଅନ୍ନପୂର୍ଣ୍ଣା
କୁମ୍ଭ: ଶୁଭଖବର, ଯାତ୍ରା ସଫଳ, ଲୋକସମ୍ପର୍କ ବୃଦ୍ଧି, ଶୁଭ ଅାଲୋଚନା, ଶରୀର ସୁସ୍ଥ, ବନ୍ଧୁଲାଭ, ବିବାଦ ସମାଧାନ, ଦେବକାର୍ଯ୍ୟକୁ ନେଇ ଚିନ୍ତିତ, ସମ୍ମାନ ମିଳିବ। ଶତଭିଷା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ନୀଳ, ସଂଖ୍ୟା-୯, ଆରାଧନା- ମା’ ଭୁବନେଶ୍ବରୀ।
ମୀନ: ନୂତନ ଅାୟ କିଛି କାର୍ଯ୍ୟରେ ବିଳମ୍ବ, ଯାତ୍ରାରେ ସତର୍କ, ଲୋକସମ୍ପର୍କ ବୃଦ୍ଧି, ପାରିବାରିକ ଖୁସି, ସନ୍ତାନ ଚିନ୍ତା, ଅଯଥା ଖର୍ଚ୍ଚାନ୍ତ, ମାନସିକ ଶାନ୍ତି, ଦାମ୍ପତ୍ୟଖୁସି। ଉତ୍ତରଭାଦ୍ର ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଧଳା, ସଂଖ୍ୟା-୯, ଆରାଧନା- ମା’ ବାଟମଙ୍ଗଳା
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।