ଆଠଗଡ ଖୁଣ୍ଟୁଣୀ ଥାନା ଅଞ୍ଚଳ ଜଙ୍ଗଲରେ ଚଢ଼ାଉ ବେଳେ ମିଳିଲା ୪୦୦୦ଲିଟର ଦେଶୀ ମଦ ପୋଚ ।

Sep 18, 2026 - 14:13
ଆଠଗଡ ଖୁଣ୍ଟୁଣୀ ଥାନା ଅଞ୍ଚଳ ଜଙ୍ଗଲରେ ଚଢ଼ାଉ ବେଳେ ମିଳିଲା  ୪୦୦୦ଲିଟର ଦେଶୀ ମଦ ପୋଚ ।

ମାଟିତଳୁ ଯେତେ ଖୋଜିଲେ ସେତେ ବାହାରୁଛି ଦେଶୀ ମଦ ସହିତ ପୋଚ।କଟକ ଜିଲ୍ଲା ଖୁଣ୍ଟୁଣୀ ଥାନା ପୋଲିସ ପକ୍ଷରୁ ଡ଼ାଳୁଆ ସଂରକ୍ଷିତ ଜଙ୍ଗଲରେ ବଡ଼ଧରଣର ଚଢ଼ାଉ କରାଯାଇଛି। ଜଙ୍ଗଲ ଭିତରେ ଚାଲିଥିବା ବେଆଇନ ଦେଶୀ ମଦ ପ୍ରସ୍ତୁତି ଓ କାରବାର ଉପରେ ପୋଲିସ ଏହି ଚଢ଼ାଉ କରିଛି। ଚଢ଼ାଉ ସମୟରେ ପ୍ରାୟ ୪ ହଜାର ଲିଟର ପୋଚ ନଷ୍ଟ କରିବା ସହିତ ପ୍ରାୟ ୧୫୦ ଲିଟର ଦେଶୀ ମଦ ଜବତ କରାଯାଇଛି। ଏଥିସହ ଦେଶୀ ମଦ ପ୍ରସ୍ତୁତିରେ ବ୍ୟବହୃତ ବିଭିନ୍ନ ରୋଷେଇ ସାମଗ୍ରୀ ଓ ଉପକରଣ ମଧ୍ୟ ପୋଲିସ ଜବତ କରିଛି।।ଏହି ଘଟଣାକୁ ନେଇ ଖୁଣ୍ଟୁଣୀ ଥାନା କେସ୍ ନମ୍ବର ୨୯୬/୨୬ରେ ମାମଲା ରୁଜୁ କରାଯାଇ ଜବତ ସାମଗ୍ରୀକୁ ପୋଲିସ ନିଜ ହେପାଜତକୁ ନେଇ ଘଟଣାର ତଦନ୍ତ ଆରମ୍ଭ କରିଛି।
#OTVShorts#illigalliquordestroyed#Khuntuni#Athagarh
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M

OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.

Stay tuned for all the breaking news !

Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/

#OdishaTV#OTV

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।