‘ଆମ କଳାକାର’ ଅବ୍ୟବସ୍ଥାରେ ଚୟନ
୪,୫୦୦ କଳାକାର ଆବେଦନ
‘ଆମ କଳାକାର ପୋର୍ଟାଲ୍ରେ ୬୪ଟି ସକ୍ରିୟ କଳାବର୍ଗରେ ନବରଙ୍ଗପୁର ଜିଲ୍ଲାରୁ ୫୦୦ରୁ ଊର୍ଦ୍ଧ୍ୱ ସାଂସ୍କୃତିକ ଦଳର ପ୍ରାୟ ୪,୫୦୦ କଳାକାର ଆବେଦନ କରିଥିଲେ। ପ୍ରାଥମିକ ଯାଞ୍ଚ ପରେ ୪୧୭ଟି ସାଂସ୍କୃତିକ ଦଳକୁ ଅଡିସନ୍ରେ ଅଂଶଗ୍ରହଣ ପାଇଁ ଚୟନ କରାଯାଇଛି। ଆଜି ଜିଲ୍ଲାର ସବୁ ବ୍ଲକରୁ ସଂକୀର୍ତ୍ତନ ଦଳ ସହ ଅନ୍ୟ କଳାକାର ମାନେ ଏହି ସରକାରୀ ଚୟନ ପାଇଁ ପହଚିଂଥିଲେ୧ ତେବେ ସଂସ୍କୃତି ଭବନର ସମ୍ମୁଖ ଗେଟରେ ଛାମୁଣ୍ଡିଆ କରାଯାଇଥିବା ବେଳେ ଏତେ ସଂଖ୍ୟକ କଳାକାର ମାନେ ବସିବା ଏବଂ ସେମାନଙ୍କ ପୋଷାକ ପରିବର୍ତ୍ତନ କରିବା, ବେଶ କରିବା ସହ ସାମାନ୍ୟ ବିଶ୍ରାମ କରିବାକୁ ବି ଏଠାରେ ବ୍ୟବସ୍ଥା କରାଯାଇନଥିଲା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।