ଗତ ଛଅ ତାରିଖରେ କିଛି ଦୁର୍ବୃତ୍ତ ତାଙ୍କର ଚାରି ଏକର ଜମିର କପା ଗଛକୁ ଉପାଡ଼ି ଦେଇଛନ୍ତି।
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଭୁଲିଆ ସିକୁଆଁ ଗ୍ରାମ ପଞ୍ଚାୟତର ନୂଆପଡ଼ା ଗାଁ ର ଚାଷୀ ଚିତ୍ର ସେନ ଭୋଇ ପ୍ରାୟ ପାଞ୍ଚ ଏକର ଜମିରେ କପା ଚାଷ କରିଥିଲେ। ବିହନ, ସାର୍, ଔଷଧ ଓ ମଜୁରୀ ବାବଦରେ ଲକ୍ଷାଧିକ ଟଙ୍କା ଧାର କରଜ କରି ଖର୍ଚ୍ଚ କରିଥିଲେ। ଗଛ ମଧ୍ୟ ଭଲ ବଢିଥିଲା। କିନ୍ତୁ ଗତ ଛଅ ତାରିଖରେ କିଛି ଦୁର୍ବୃତ୍ତ ତାଙ୍କର ଚାରି ଏକର ଜମିର କପା ଗଛକୁ ଉପାଡ଼ି ଦେଇଛନ୍ତି। ଯାହାଦ୍ଵାରା ସେ ଓ ତାଙ୍କ ପରିବାର ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି। ଏନେଇ ସେ ଖଡ଼ିଆଳ ପୁଲିସର ଦ୍ବାରସ୍ଥ ହୋଇଥିଲେ ମଧ୍ୟ ଦୁର୍ବୃତ୍ତ ମାନେ ଧରା ପଡ଼ି ନାହାନ୍ତି।
#OTVShorts#Nuapada#Croploss#Loot#Farmersproblem
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।