ଟଙ୍କା ନେଇ ଆଶ୍ରମ ଆସିଥିଲେ ବିରାଟ, ବଡ଼ ଖୁଲାସା କଲେ ସନ୍ଥ

Oct 06, 2026 - 15:51
ଟଙ୍କା ନେଇ ଆଶ୍ରମ ଆସିଥିଲେ ବିରାଟ, ବଡ଼ ଖୁଲାସା କଲେ ସନ୍ଥ

"ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମକୁ ନେଇ ଏବେ ଗୋଟିଏ ପରେ ଗୋଟିଏ ବଡ଼ ଦାବି ସାମ୍ନାକୁ ଆସୁଛି।

ଆଉ ଏହି ବିବାଦ ଭିତରେ ଏବେ ଯୋଡ଼ି ହୋଇଛି ଭାରତର ଷ୍ଟାର କ୍ରିକେଟର ବିରାଟ କୋହଲିଙ୍କ ନାଁ।

ଦାବି ହେଉଛି, ବିରାଟ କୋହଲିଙ୍କୁ ପ୍ରଥମ ଥର ଆଶ୍ରମକୁ ଆଣିବା ପାଇଁ ୫ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା।

କିନ୍ତୁ ଏହି ଟଙ୍କା କାହିଁକି ଦିଆଯାଇଥିଲା?

କିଏ ଦେଇଥିଲା?

ଆଉ ଏବେ ଏହି ଟଙ୍କା ଆଦାୟ ପାଇଁ କ"ଣ କରାଯାଉଛି?

ଏଭଳି ଅନେକ ପ୍ରଶ୍ନ ଏବେ ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମକୁ ନେଇ ଉଠିବାରେ ଲାଗିଛି।Advertisment "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।