ନନ୍ଦନକାନନର ନୂଆ ଅତିଥି
ନନ୍ଦନକାନନର ନୂଆ ଅତିଥି
ନନ୍ଦନକାନନ ପ୍ରାଣୀଉଦ୍ୟାନ ରାଜ୍ୟସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ଆଜି ଠାରୁ ପର୍ଯ୍ୟଟକଙ୍କ ପାଇଁ ୧୧ଟି ନୂତନ ପ୍ରଜାତିର ଜୀବଜନ୍ତୁଙ୍କୁ ପ୍ରଦର୍ଶିତ କରାଯାଇଛି। ଏଥିରେ ଜେବ୍ରା, କଙ୍ଗାରୁ, ୱାଲାବି, ଟଫ୍ଟେଡ୍ କାପୁଚିନ୍, ୩ ପ୍ରକାରର ମାକାଓ, ମିଅରକାଟ୍, ସ୍କାରଲେଟ୍ ଆଇବିସ୍ ଏବଂ ସଲଫର୍-କ୍ରେଷ୍ଟେଡ୍ କାକାତୁଆ ସାମିଲ ଅଛନ୍ତି। ଏହା ବନ୍ୟପ୍ରାଣୀ ସଂରକ୍ଷଣ, ଶିକ୍ଷା ଓ ସଚେତନତା ସୃଷ୍ଟି ଭଳି ପ୍ରାଣୀଉଦ୍ୟାନର ଲକ୍ଷ୍ୟକୁ ସୁଦୃଢ଼ କରିବା ସହ ଦର୍ଶକମାନଙ୍କୁ ଏହି ଜୀବଜନ୍ତୁମାନଙ୍କୁ ନିକଟରୁ ଦେଖିବାର ଏକ ସୁଯୋଗ ପ୍ରଦାନ କରୁଛି।
/sambad/media/media_files/2026/10/03/whatsapp-image-2026-10-03-19-22-21.jpeg)
1/8
/sambad/media/media_files/2026/10/03/whatsapp-image-2026-10-03-19-22-32.jpeg)
2/8
/sambad/media/media_files/2026/10/03/whatsapp-image-2026-10-03-19-22-43.jpeg)
3/8
/sambad/media/media_files/2026/10/03/new-project-2-2026-10-03-19-28-08.jpg)
4/8
/sambad/media/media_files/2026/10/03/new-project-3-2026-10-03-19-28-17.jpg)
5/8
/sambad/media/media_files/2026/10/03/new-project-4-2026-10-03-19-28-25.jpg)
6/8
/sambad/media/media_files/2026/10/03/new-project-6-2026-10-03-19-28-34.jpg)
7/8
/sambad/media/media_files/2026/10/03/new-project-7-2026-10-03-19-28-55.jpg)
8/8
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।