ଭୁବନେଶ୍ବରରେ 'ଓଡ଼ିଶା ବନ୍ଦ'ର ପ୍ରଭାବ
ଭୁବନେଶ୍ବରରେ 'ଓଡ଼ିଶା ବନ୍ଦ'ର ପ୍ରଭାବ
‘ଇଣ୍ଡି’ ମେଣ୍ଟ ଆଜି ଚାରି ଦଫା ଦାବି ନେଇ ୧୨ଘଣ୍ଟିଆ 'ଓଡ଼ିଶା ବନ୍ଦ' ଡାକରା ଦେଇଛି। ସକାଳ ୬ଟାରୁ ଏହି ବିରୋଧ ପ୍ରଦର୍ଶନ ଆରମ୍ଭ ହୋଇଯାଇଛି। ଏହି ଆନ୍ଦୋଳନ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଜାରି ରହିବ। ଆନ୍ଦୋଳନରେ ଅତ୍ୟାବଶ୍ୟକ ସେବାକୁ ବନ୍ଦରୁ ବାଦ୍ ଦିଆଯାଇଛି। ଭୁବନେଶ୍ବରରେ ଏହାର ପ୍ରଭାବ କିପରି ରହିଛି ଫଟୋ ମାଧ୍ୟମରେ ଦେଖନ୍ତୁ।
/sambad/media/media_files/2026/10/08/whatsapp-i-2026-10-08-12-19-44.jpeg)
ୟୁନିଟ୍ ୨ ପେଟ୍ରୋଲ ପମ୍ପ ଠାରେ କର୍ମଚାରୀମାନେ କ୍ରିକେଟ ଖେଳୁଛନ୍ତି।
/sambad/media/media_files/2026/10/08/whatsap-2026-10-08-12-20-38.jpeg)
ମାର୍କେଟ ବିଲ୍ଡିଂ ବନ୍ଦ।
/sambad/media/media_files/2026/10/08/whatsap-2026-10-08-12-21-09.jpeg)
ମାଷ୍ଟରକ୍ୟାଣ୍ଟିନ, ଅଶୋକ ନଗର
/sambad/media/media_files/2026/10/08/whats-2026-10-08-12-24-33.jpeg)
କଂଗ୍ରେସ ପକ୍ଷରୁ ବାଇକ୍ ରାଲି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।