ମେଡ଼ିସିନରେ ୩ ସ୍ନାୟୁ ବିଜ୍ଞାନୀଙ୍କୁ ନୋବେଲ
ନୂଆଦିଲ୍ଲୀ : ମେଡିସିନରେ ୩ ବିଶେଷଜ୍ଞଙ୍କୁ ନୋବେଲ ପୁରସ୍କାର- ୨୦୨୬ ପ୍ରଦାନ । ସ୍ନାୟୁ ବିଜ୍ଞାନୀ କାର୍ଲ ଡାଇସୋରଥ ଓ ତାଙ୍କ ୨ ସହଯୋଗୀଙ୍କୁ ନୋବେଲ । ଜର୍ମାନ ସହଯୋଗୀ ପିଟର ହେଗେମେନ ଓ ଜର୍ଜ ନାଗେଲଙ୍କୁ ନୋବେଲ । ଏହି ତିନି ବୈଜ୍ଞାନିକଙ୍କୁ 'ଲାଇଟ୍-ଗେଟେଡ୍ ଆୟନ ଚ୍ୟାନେଲ୍ ଏବଂ ଅପ୍ଟୋଜେନେଟିକ୍ସ' (light-gated ion channels and optogenetics) ର ଆବିଷ୍କାର ଓ ବିକାଶ ପାଇଁ ମନୋନୀତ କରାଯାଇଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।