ସବୁଠୁ ଧନୀ ଥିଲେ ! ଏବର୍ଷ ଜୁହିଙ୍କୁ ମିଳିଲାନି ସ୍ଥାନ

Sep 25, 2026 - 17:07
ସବୁଠୁ ଧନୀ ଥିଲେ ! ଏବର୍ଷ ଜୁହିଙ୍କୁ ମିଳିଲାନି ସ୍ଥାନ

"ଗତବର୍ଷ ଯେଉଁମାନେ ଦେଶର ସବୁଠାରୁ ଧନୀ ବଲିଉଡ୍ ସେଲିବ୍ରିଟି ଥିଲେ, ଏଥର ସେମାନଙ୍କୁ ଲିଷ୍ଟରେ ସ୍ଥାନ ମିଳିନଥିବା ଦେଖାଯାଇଛି।

ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଲା ଗତବର୍ଷ ବଲିଉଡ ଅଭିନେତ୍ରୀ ଜୁହି ଚାୱଲା, ସବୁଠୁ ଧନୀ ବଲିଉଡ ‌ଅଭିନେତ୍ରୀ ଭାବେ ଲିଷ୍ଟରେ ସ୍ଥାନ ପାଇଥିଲେ, ହେଲେ ଏଥର ତାଙ୍କ ନାଁ ଲିଷ୍ଟରୁ ହଟିଯିବା ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ତେବେ କାହିଁକି ବଦଳିଗଲା ତାଙ୍କ ରାଙ୍କିଂ?

ଆଉ କିଏ ମାରିଲେ ବାଜି?

ଆସନ୍ତୁ ଜାଣିବା।Advertisment "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।