ସ୍ତ୍ରୀ ଓ ପୁଅଙ୍କୁ ବଞ୍ଚାଇ ନିଜେ ଚାଲିଗଲେ #OTVShorts #OdishaNews_Gidipabali #KandhamalLandslide

Nov 03, 2026 - 23:11
ସ୍ତ୍ରୀ ଓ ପୁଅଙ୍କୁ ବଞ୍ଚାଇ ନିଜେ ଚାଲିଗଲେ  #OTVShorts #OdishaNews_Gidipabali #KandhamalLandslide

ସ୍ତ୍ରୀ ଓ ପୁଅଙ୍କୁ ବଞ୍ଚାଇ ନିଜେ ଚାଲିଗଲେ। ଭୟଙ୍କର ଭୂସ୍ଖଳନରେ ଜ୍ୱାଇଁଙ୍କ ମୃତ୍ୟୁ। ଶଶୁର ଘର ଗିଡିପାବାଲିକୁ ପରିବାର ସହ ଆସିଥିବା ସନମାନ ପ୍ରଧାନ ଭୂସ୍ଖଳନର ଶିକାର ହୋଇଛନ୍ତି। ପାହାଡ଼ରୁ ପଥର ଖସିବା ଦେଖି ପ୍ରଥମେ ସ୍ତ୍ରୀ ଓ ଦୁଇ ଯାଆଁଳା ପୁଅଙ୍କୁ ସୁରକ୍ଷିତ ବାହାର କରିଥିଲେ। ପରେ ପିଲାଙ୍କ ଲାକ୍ଟୋଜେନ୍ ଓ ମୋବାଇଲ ଆଣିବାକୁ ଘରକୁ ଯାଇଥିବା ବେଳେ ପଥର ତଳେ ଚାପି ହୋଇ ତାଙ୍କର ମୃତ୍ୟୁ ହୋଇଛି। ଉଦ୍ଧାରକାରୀ ଦଳ ତାଙ୍କ ମୃତଦେହ ଉଦ୍ଧାର କରିଛି।
#OTVShorts#OdishaNews_Gidipabali#KandhamalLandslide#SanamanPradhan#LandslideTragedy#FatherSacrifice#TwinSons#RescueOperation#SanamanPradhanDeath_Gidipabali#GidipabaliLandslide_Kandhamal#LandslideRescue_Odisha

For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M

OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.

Stay tuned for all the breaking news !

Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/

#OdishaTV#OTV

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।