୧୨.୯.୨୦୨୬ ଶନିବାର

Sep 12, 2026 - 06:49
୧୨.୯.୨୦୨୬  ଶନିବାର

 

ମେଷ: ପୁରାତନ ରୋଗରୁ ଅାରୋଗ୍ୟ, ନୂତନ କର୍ମ ଅାରମ୍ଭ, ବଡ଼ କାମରେ ନେତୃତ୍ବ ମିଳିବ,  ଅର୍ଥଲାଭ, ଶରୀର ସୁସ୍ଥ, ବିବାଦ ସମାଧାନ, ପଦବୀଲାଭ, ଦୂରଯାତ୍ରା ସଫଳ୤ ଦ୍ବିଜା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଗୋଲାପି, ସଂଖ୍ୟା-, ଆରାଧନା-ମହାଲକ୍ଷ୍ମୀ

ବୃଷ: ମନଅସ୍ଥିର, ପାରିବାରିକ ଶାନ୍ତି, ଉତ୍ସବକୁନେଇ ଚିନ୍ତିତ, ବନ୍ଧୁସାହାଯ୍ୟ, ବ୍ୟବସାୟରେ ସ୍ବଳ୍ପ ଲାଭ, ଗଚ୍ଛିତ ଧନ ଖର୍ଚ୍ଚ, ଦାମ୍ପତ୍ୟଖୁସି, ସନ୍ତାନଲାଭ, କିଛିଦ୍ରବ୍ୟ ମିଳିବ ୤ ରୋହିଣୀ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ସବୁଜ, ସଂଖ୍ୟା-, ଆରାଧନା-ମାବଗଳାମୁଖୀ

ମିଥୁନ: ଅଯଥା ଅଶାନ୍ତି, ବ୍ୟବସାୟିକ କଷ୍ଟ, େହବାକାର୍ଯ୍ୟ ବିଳମ୍ବ, ଦୂରଯାତ୍ରା, ଶୁଭକାର୍ଯ୍ୟକୁ ଅାଲୋଚନା, କର୍ମକ୍ଷେତ୍ରେ ଶାନ୍ତି, ପାରିବାରିକ ସହଯୋଗ, ବିଶିଷ୍ଠ କାର୍ଯ୍ୟରେ ପ୍ରଶଂସା, ଶରୀର ସୁସ୍ଥ ପୁନର୍ବସୁ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ମେରୁନ, ସଂଖ୍ୟା-, ଆରାଧନା-ମାଛିନ୍ନମସ୍ତା

କର୍କଟ: ସମ୍ମାନପ୍ରାପ୍ତି, ବ୍ୟବସାୟରେ ଉନ୍ନତି, ବନ୍ଧୁ ସହଯୋଗ, ସମସ୍ତ କର୍ମରେ ସହଯୋଗ ମିଳିବ, ଅର୍ଥଲାଭ, ସମ୍ପତ୍ତି ବିବାଦ ସମାଧାନ, ପୁରାତନ ବନ୍ଧୁଲାଭ, ସୁମିଷ୍ଠ ଭୋଜନ ପ୍ରାପ୍ତି, ଅନୁଷ୍ଠାନରୁ ଲାଭ ଅଶ୍ଳେଷା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୧୦, ଆରାଧନା-ମାଭୁବନେଶ୍ବରୀ

ସିଂହ: ଆର୍ଥିକ କାରବାରରେ ସତର୍କ ରୁହନ୍ତୁ, ମନ ଅସ୍ଥିର, ବିବାଦ ସ୍ବଳ୍ପ ସମାଧାନ, ଦୂରଯାତ୍ରାରେ ଲାଭ, ବନ୍ଧୁଲାଭ, ପାରିବାରିକ ସହଯୋଗ, ହେବାକାର୍ଯ୍ୟ ବିଳମ୍ବ, ନୂଆ କାର୍ଯ୍ୟକୁ େନଇ ଖୁସି ପୂର୍ବାଫାଲଗୁନି ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ସିଲଭର, ସଂଖ୍ୟା-, ଆରାଧନା-ମାଭଗବତୀ

କନ୍ୟା: ମାନସମ୍ମାନ ପ୍ରାପ୍ତି, ଅଭିଳାଷ ପୂର୍ଣ୍ଣ, ବନ୍ଧୁ ସାହାଯ୍ୟ, ଦାମ୍ପତ୍ୟଖୁସି, ଦୂରଯାତ୍ରା, ସମ୍ପତ୍ତିଲାଭ, ଶରୀର ସୁସ୍ଥ, ଅର୍ଥଲାଭ୤ ହସ୍ତା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଆକାଶି, ସଂଖ୍ୟା-୧୨, ଆରାଧନା-ମାମହାଲକ୍ଷ୍ମୀ

ତୁଳା: ଅପବାଦ ମିଳିପାରେ, କିଛି କାର୍ଯ୍ୟକୁ ନେଇ ଚିନ୍ତା, ଅଯଥା ଖର୍ଚ୍ଚାନ୍ତ, ଶୁଭ ଅାଲୋଚନା, ପାରିବାରିକ ସହଯୋଗ, ନୂତନ ନିଯୁକ୍ତି, ସମ୍ପତ୍ତି ସମସ୍ୟା, ହଠାତ୍ ଦୂରଯାତ୍ରା, ଅନୁଷ୍ଠାନରୁ ଲାଭ, ଦାମ୍ପତ୍ୟକଳହ୤ ବିଶାଖା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ସବୁଜ, ସଂଖ୍ୟା-, ଆରାଧନା-ପ୍ରଭୁ ହନୁମାନ

ବିଛା: ଆକସ୍ମିକ ଧନଲାଭ, ପାରିବାରିକ ଶାନ୍ତି, ଶୁଭ ଅାଲୋଚନା, ନୂତନ ନିଯୁକ୍ତି, ନୂତନ ବନ୍ଧୁଲାଭ, ଗୃହେ ଉତ୍ସବ, ଶରୀର ସୁସ୍ଥ, ବିବାଦ ସମାଧାନ, ସମ୍ମାନ ପ୍ରାପ୍ତି, ସମସ୍ତ କାର୍ଯ୍ୟରେ ସଫଳତା ଜ୍ୟେଷ୍ଠା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ହଳଦିଆ, ସଂଖ୍ୟା-୧୦, ଆରାଧନା-ଭଗବାନ ବିଷ୍ଣୁ

ଧନୁ: ନୂତନ କର୍ମ ଅାରମ୍ଭ, ପାରିବାରିକ ଶାନ୍ତି, ଦେବକାର୍ଯ୍ୟରେ ଅାଗ୍ରହ, ବିଶିଷ୍ଠ କାର୍ଯ୍ୟରେ ଧନଲାଭ, ସନ୍ଥଦର୍ଶନ, ପୁରାତନ ବିବାଦ ସମାଧାନ, ଯାତ୍ରା ସଫଳ, ଲୋକସମ୍ପର୍କ ବୃଦ୍ଧି୤  ପୂର୍ବାଷାଢ଼ା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-, ଆରାଧନା- ମାବୃନ୍ଦାବତୀ

ମକର: ‌‌ମାନସିକ ଦୁଶ୍ଚିନ୍ତା, ଅର୍ଥକଷ୍ଟ, ବନ୍ଧୁସାହାଯ୍ୟ, ଦୂରଯାତ୍ରାରେ ବିଫଳ, କର୍ମକ୍ଷେତ୍ରେ ଅସଫଳ, ଶରୀର ସୁସ୍ଥ, ପାରିବାରିକ ସହଯୋଗ୤ ଶ୍ରବଣା ନକ୍ଷତ୍ର-ସତର୍କ ରୁହନ୍ତୁ, ଶୁଭରଙ୍ଗ-ସବୁଜ, ସଂଖ୍ୟା-, ଆରାଧନା-ମାଉଗ୍ରତାରା

କୁମ୍ଭ:   ଶରୀର ଅସୁସ୍ଥ, କଥାବାର୍ତ୍ତାରେ ବିବାଦ, ବୃଥା ଭ୍ରମଣ, ଅଳ୍ପ ଅର୍ଥପ୍ରାପ୍ତି, ବନ୍ଧୁସାହାଯ୍ୟ, ମିଥ୍ୟା ଅପବାଦ, ଅଯଥା ଖର୍ଚ୍ଚ, ପାରିବାରିକ ସାହାଯ୍ୟ, ବିଶିଷ୍ଠ ବ୍ୟକ୍ତି ସହାୟତା୤  ପୂର୍ବଭାଦ୍ର ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ମାଟିଆ, ସଂଖ୍ୟା-, ଆରାଧନା- ମାବିମଳା

ମୀନ: ପାରିବାରିକ ଶାନ୍ତି, ଶୁଭ ଅାଲୋଚନା, କର୍ମକ୍ଷେତ୍ରେ ସନ୍ତୁଷ୍ଟ, ଅର୍ଥଲାଭ, ନୂତନ ନିଯୁକ୍ତି, ବ୍ୟବସାୟରେ ଉନ୍ନତି, ଶତ୍ରୁ ପରାଜିତ, ଶୁଭଖବର, ଦୂରଯାତ୍ରା ସଫଳ୤ ରେବତୀ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୧୦, ଆରାଧନା-ପ୍ରଭୁ ଗଜାନନ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।