୧୬.୧୦.୨୦୨୬ ଶୁକ୍ରବାର
ମେଷ: ଯାତ୍ରାରେ ସତର୍କ, ଶରୀର ସୁସ୍ଥ, ଅନୁଷ୍ଠାନରୁ ଲାଭ, ବ୍ୟବସାୟରେ ସ୍ବଳ୍ପ ଲାଭ, ବନ୍ଧୁ ସମସ୍ୟା, ଭ୍ରମଣଯୋଗ, ସନ୍ତାନଲାଭ। କୃତ୍ତିକା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଗୋଲାପି, ସଂଖ୍ୟା-୬, ଆରାଧନା-ପ୍ରଭୁ ହନୁମାନ
ବୃଷ: ଲୋକସମ୍ପର୍କ, ବିଶିଷ୍ଠ ବ୍ୟକ୍ତି ସାହାଯ୍ୟ, ଶୁଭଖବର, ବ୍ୟବସାୟରେ ସନ୍ତୁଷ୍ଟ, ନୂତନ କାର୍ଯ୍ୟରେ ଲାଭ, ଶରୀର ସୁସ୍ଥ, ବନ୍ଧୁ ସହାୟତା, ପାରିବାରିକ ସହଯୋଗ। ମୃଗଶିରା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୮, ଆରାଧନା- ଜଗନ୍ନାଥ
ମିଥୁନ: ଶୁଭଖବର, କର୍ମକ୍ଷେତ୍ରେ ବ୍ୟସ୍ତ, ପାରିବାରିକ ସହଯୋଗ, ବିବାଦ ସମାଧାନ, ଦୂରଯାତ୍ରା ସଫଳ, ବ୍ୟବସାୟରେ ଶତ୍ରୁତା, ଶରୀର ସୁସ୍ଥ, ବିଶିଷ୍ଠ କାର୍ଯ୍ୟରେ ଲାଭ। ପୁନର୍ବସୁ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ସବୁଜ, ସଂଖ୍ୟା-୭, ଆରାଧନା-ମା’ ଭଗବତୀ।
କର୍କଟ: ବ୍ୟବସାୟରେ ଲାଭ, ଉତ୍ସବରେ ଖୁସି, ଦୂରଯାତ୍ରା ସଫଳ, ବିଦ୍ୟାରେ ସଫଳ, ପାରିବାରିକ କଷ୍ଟଳ, ଦାମ୍ପତ୍ୟ କଳହ, ବନ୍ଧୁଲାଭ, ମାନସିକ ଅବସାଦ, େଲାକସମ୍ପର୍କରେ ବାଧା ଅଶ୍ଳେଷା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଆକାଶି, ସଂଖ୍ୟା-୯, ଆରାଧନା-ମା’ ମାଣିକେଶ୍ବରୀ
ସିଂହ: ଶରୀର କ୍ଳେଶ, ଶୁଭ ଅାଲୋଚନା, ଗୃହେ ଉତ୍ସବ, ଦୂରଯାତ୍ରାରେ ବିଳମ୍ବ, ହେବାକାର୍ଯ୍ୟରେ ଅସନ୍ତୁଷ୍ଟ, େଲାକସମ୍ପର୍କ ବୃଦ୍ଧି, ଶତ୍ରୁସମସ୍ୟା, ଅର୍ଥଲାଭ । ଉତ୍ତରାଫାଲଗୁନି ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୭, ଆରାଧନା-ମା’ ମହାଲକ୍ଷ୍ମୀ
କନ୍ୟା: ଶରୀର ସୁସ୍ଥ, ମାନସିକ ଶାନ୍ତି, ଦୂରଯାତ୍ରା ସଫଳ, ବ୍ୟବସାୟରେ ଉନ୍ନତି, ପାରିବାରିକ ସହଯୋଗ, ସ୍ବାଦିଷ୍ଠ େଭାଜନ, ମାନସମ୍ମାନ ପ୍ରାପ୍ତି। ଚିତ୍ରା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଆକାଶି, ସଂଖ୍ୟା-୯, ଆରାଧନା-ମା’ କୋଚିଳାଇ।
ତୁଳା: ଶତ୍ରୁ ବୃଦ୍ଧି, ଶରୀର ଅସୁସ୍ଥ, ବନ୍ଧୁଲାଭ, ସନ୍ତାନଲାଭ, ଶୁଭଖବର, ଦୂରଯାତ୍ରାରେ ଲାଭ, ନୂତନ କର୍ମ ଅାରମ୍ଭ, ଦେବଦର୍ଶନ, ବ୍ୟବସାୟରେ ଅାନନ୍ଦ, ମାନସିକ ଖୁସି, େଲାକସମ୍ପର୍କ ବୃଦ୍ଧି। ଚିତ୍ରା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-କମଳା, ସଂଖ୍ୟା-୫, ଆରାଧନା-ଶଙ୍କର ଭଗବାନ
ବିଛା: ବ୍ୟବସାୟରେ ଲାଭ, ସମ୍ପତ୍ତିଲାଭ, ଅର୍ଥ ସମସ୍ୟା ସମାଧାନ, ସମ୍ପର୍କରେ ଉନ୍ନତି, ଶତ୍ରୁ ପରାଜିତ, ଦାମ୍ପତ୍ୟ ଖୁସି, ଶୁଭଖବର, ନୂତନ ନିଯୁକ୍ତି । ଜ୍ୟେଷ୍ଠା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ହଳଦୀ, ସଂଖ୍ୟା-୧୦, ଆରାଧନା- ପ୍ରଭୁ ନୃସିଂହ
ଧନୁ: ଶୁଭକାର୍ଯ୍ୟରେ ଧନବ୍ୟୟ, ବ୍ୟବସାୟରେ କଷ୍ଟ, ବନ୍ଧୁଲାଭ, ପାରିବାରିକପ ସହଯୋଗ, ଦେବକାର୍ଯ୍ୟରେ ଅାନନ୍ଦ, ବିବାଦ ସମାଧାନ, ଉତ୍ସବକୁ ନେଇ ଅାଲୋଚନା, ଶରୀର ସୁସ୍ଥ, ଅନୁଷ୍ଠାନରୁ ଲାଭ। ଉତ୍ତରାଷାଢ଼ା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୮, ଆରାଧନା-ମା’ କୁତାମଚଣ୍ଡୀ
ମକର: ଅର୍ଥଲାଭ, ଦୂରଯାତ୍ରା ସଫଳ, ସମ୍ମାନପ୍ରାପ୍ତି, କିଛି ଦ୍ରବ୍ୟ କ୍ରୟ, େଲାକସମ୍ପର୍କରେ ଉନ୍ନତି, ସନ୍ତାନଲାଭ, ପାରିବାରିକ ସାହାଯ୍ୟ, ବ୍ୟବସାୟରେ ସନ୍ତୁଷ୍ଟ, ଦାମ୍ପତ୍ୟଖୁସି। ଧନିଷ୍ଠା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ନୀଳ, ସଂଖ୍ୟା-୮, ଆରାଧନା-ମା’ ବଗଳାମୁଖୀ
କୁମ୍ଭ: ନୂତନ କାର୍ଯ୍ୟ ଅାରମ୍ଭ, ଶରୀର ସୁସ୍ଥ, ଲୋକସମ୍ପର୍କ ବୃଦ୍ଧି, ଦୂରଯାତ୍ରା ସଫଳ, ଅନୁଷ୍ଠାନରୁ ଲାଭ, ସମ୍ପତ୍ତି ବିବାଦ, ଶତ୍ରୁ ସମସ୍ୟା, ବ୍ୟବସାୟିକ କଷ୍ଟ, ବିବାଦ ସମାଧାନ। ପୂର୍ବଭାଦ୍ର ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ବାଇଗେଣି, ସଂଖ୍ୟା-୯, ଆରାଧନା- ମା’ ଗୌରୀ
ମୀନ: ଦେବକାର୍ଯ୍ୟ ପ୍ରତି ଅାଗ୍ରହ, ବନ୍ଧୁ ସାହାଯ୍ୟ, ପାରିବାରିକ ଖୁସି, ଦୂରଯାତ୍ରା ସଫଳ, ସମ୍ମାନ ବୃଦ୍ଧି, ସ୍ବାଦିଷ୍ଠ େଭାଜନ, ଗୃହେ ଶୁଭ ଅାଲୋଚନା, ଦାମ୍ପତ୍ୟ ଖୁସି, ସନ୍ତାନ ଲାଭ, ଶୁଭଖବର। ରେବତୀ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଧଳା, ସଂଖ୍ୟା-୯, ଆରାଧନା- ମା’ ଦ୍ରୌପଦୀ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।