୧୮.୯.୨୦୨୬ ଶୁକ୍ରବାର

Sep 18, 2026 - 06:50
୧୮.୯.୨୦୨୬  ଶୁକ୍ରବାର

 

ମେଷ:  ଅଯଥା ଅଶାନ୍ତି, ଲୋକସମ୍ପର୍କରେ ଉନ୍ନତି, ପାରିବାରିକ ସହଯୋଗ, ବ୍ୟବସାୟରେ ସ୍ବଳ୍ପଲାଭ, ଶରୀର ସୁସ୍ଥ, ଶତ୍ରୁ ସମସ୍ୟା, ଗୁରୁଜନଙ୍କ ଅାଶୀର୍ବାଦଦ୍ବିଜା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-, ଅାରାଧନା-ମାଭୁବନେଶ୍ବରୀ

ବୃଷ: ମାନସମ୍ମାନ ଲାଭ, ଶୁଭଖବର, ବ୍ୟବସାୟରେ ଉନ୍ନତି, ସମ୍ପର୍କରେ ସୁଧାର, ସମ୍ପତ୍ତିଲାଭ, ଦେବଦର୍ଶନ, ଶତ୍ରୁ ପରାଜିତ, େଦବଦର୍ଶନରେ ସନ୍ତୁଷ୍ଟରୋହିଣୀ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ସବୁଜ, ସଂଖ୍ୟା-୧୦, ଆରାଧନା-ପ୍ରଭୁ ହନୁମାନ

ମିଥୁନ: ଖର୍ଚ୍ଚବୃଦ୍ଧି, ପାରିବାରିକ ଶାନ୍ତି, ଦ୍ରବ୍ୟକ୍ରୟ, ବିଶିଷ୍ଠ ବ୍ୟକ୍ତିଙ୍କ ସାହାଯ୍ୟ, ବ୍ୟବସାୟରେ ସନ୍ତୁଷ୍ଟ, ଅଯଥା କଳହ, କର୍ମକ୍ଷେତ୍ରେ ପରିଶ୍ରମ, ଋଣ କରିପାରନ୍ତି, ଶରୀର ସୁସ୍ଥପୁନର୍ବସୁ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଗୋଲାପି, ସଂଖ୍ୟା-, ଆରାଧନା-ମହାଲକ୍ଷ୍ମୀ

କର୍କଟ: ଅାୟ ଉତ୍ତମ ରହିବ, ଶୁଭଖବର, ଦୂରଯାତ୍ରା ସଫଳ, ଲୋକସମ୍ପର୍କ ବୃଦ୍ଧି, ବନ୍ଧୁଲାଭ, ସ୍ବାସ୍ଥ୍ୟସମସ୍ୟା, ଅଯଥା ଖର୍ଚ୍ଚପୁଷ୍ୟା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ- କମଳା, ସଂଖ୍ୟା-, ଆରାଧନା- ପ୍ରଭୁ ଜଗନ୍ନାଥ

ସିଂହ: କର୍ମକ୍ଷେତ୍ରେ ଖୁସି, ବନ୍ଧୁସାହାଯ୍ୟ, ଦାମ୍ପତ୍ୟସୁଖ, ଶରୀର ସୁସ୍ଥ, ଅର୍ଥଲାଭ, ଗୃହେ ଉତ୍ସବ, ସମ୍ପର୍କରେ ସୁଧାର, ବିଦ୍ୟାରେ ସଫଳ, ଦେବଦର୍ଶନ, ମାନସିକ ଶାନ୍ତିପୂର୍ବାଫାଲଗୁନି ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ମାଟିଆ, ସଂଖ୍ୟା-, ଆରାଧନା-ପ୍ରଭୁ ରାଧାବହ୍ଲଭ

କନ୍ୟା: ଆୟବୃଦ୍ଧି, ଋଣପରିଶୋଧ, ପୁରାତନ ବନ୍ଧୁଦର୍ଶନ, ଦୂରଯାତ୍ରା, ଶୁଭ ଅାଲୋଚନା, ସମସ୍ୟା ସମାଧାନ, ଅଯଥା କଳହ, ପାରିବାରିକ ସହଯୋଗ, ଶରୀର ସୁସ୍ଥ, କାର୍ଯ୍ୟ ସଫଳ୤ ହସ୍ତା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଆକାଶି, ସଂଖ୍ୟା-, ଆରାଧନା-ମାଭଗବତୀ

ତୁଳା: ଯାତ୍ରାରେ ସତର୍କ, ମାନସିକ କଷ୍ଟ, ବନ୍ଧୁସାହାଯ୍ୟ, ଦାମ୍ପତ୍ୟ କଳହ, ଅର୍ଥ ସମସ୍ୟା, ଶରୀର ସୁସ୍ଥ, ଦେବଦର୍ଶନ, ବ୍ୟବସାୟରେ ସ୍ବଳ୍ପଲାଭ, ସନ୍ତାନଲାଭବିଶାଖା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା ସଂଖ୍ୟା-, ଆରାଧନା-ଶଙ୍କର ଭଗବାନ

ବିଛା: ଦ୍ରବ୍ୟଲାଭ, ଶୁଭଖବର, ଦେବକାର୍ଯ୍ୟରେ ଅାଗ୍ରହ, ବାଣିଜ୍ୟେ ଲାଭ, ଶତ୍ରୁସମସ୍ୟା ସମାଧାନ, ସମ୍ପତ୍ତିଲାଭ, ମାନସିକ ଶାନ୍ତି, ଶରୀର ସୁସ୍ଥ, ପରିବାରରେ ଖୁସିଖବର ଜ୍ୟେଷ୍ଠା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ହଳଦୀ, ସଂଖ୍ୟା-, ଆରାଧନା-ଭଗବାନ   ବିଷ୍ଣୁ

ଧନୁ: ସୁସମ୍ବାଦ ପ୍ରାପ୍ତି, କିଛି କାର୍ଯ୍ୟରେ ବିଳମ୍ବ, ଅର୍ଥଲାଭ, େଦବକାର୍ଯ୍ୟରେ ସନ୍ତୁଷ୍ଟ, ପୁରାତନ ବନ୍ଧୁଲାଭ, ଦୂରଯାତ୍ରା ସଫଳ, ସାମାଜିକ ପ୍ରତିଷ୍ଠା, ଗୃହେ ସମସ୍ୟା, ମାନସିକ ଶାନ୍ତି୤  ପୂର୍ବାଷାଢ଼ା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-, ଆରାଧନା- ମାମଙ୍ଗଳା

ମକର: କର୍ମକ୍ଷେତ୍ରେ ଅଶାନ୍ତି, ମନରେ ଉତ୍ସାହ ଟିକେ କମ୍ ରହିବ, ଶରୀର ଅସୁସ୍ଥ, ଅର୍ଥହାନି, ଦେବକାର୍ଯ୍ୟରେ ସନ୍ତୁଷ୍ଟ, ଦାମ୍ପତ୍ୟଖୁସି, ସନ୍ତାନଲାଭଉତ୍ତରାଷାଢ଼ା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ବାଇଗଣି, ସଂଖ୍ୟା-, ଆରାଧନା- ମାଦକ୍ଷିଣକାଳୀ

କୁମ୍ଭ: କିଛି କାର୍ଯ୍ୟରେ ବିବାଦ, ଶୁଭ ଅାଲୋଚନା, ଅର୍ଥଲାଭ, ପାରିବାରିକ ଶାନ୍ତି, ଅଯଥା ଖର୍ଚ୍ଚ, ସ୍ବଳ୍ପ ଲାଭ, ଶରୀର ସୁସ୍ଥ, ମାନସିକ ଅଶାନ୍ତି, ଦୂରଯାତ୍ରାରେ ଅାନନ୍ଦ, ସନ୍ତାନଲାଭ ପୂର୍ବଭାଦ୍ର ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ନୀଳ, ସଂଖ୍ୟା-, ଆରାଧନା-ମାବଗଳାମୁଖୀ

ମୀନ: ଦୂରଯାତ୍ରା ସଫଳ, ମାନସିକ ଶାନ୍ତି, ଅର୍ଥଲାଭ, ସମସ୍ୟା ସମାଧାନ, େଦବଦର୍ଶନ, ବନ୍ଧୁଲାଭ, ସ୍ବାଦିଷ୍ଠ ଭୋଜନ, ଶତ୍ରୁ ପରାଜିତ, ପାରିବାରିକ ଖୁସି, ସନ୍ତାନଲାଭରେବତୀ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଧଳା, ସଂଖ୍ୟା-, ଆରାଧନା-ମାଗ୍ରାମଦେବତୀ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।