୧୯.୯.୨୦୨୬ ଶନିବାର

Sep 19, 2026 - 07:16
୧୯.୯.୨୦୨୬  ଶନିବାର

 

ମେଷ:  କର୍ମକ୍ଷେତ୍ରେ ଶୁଭଫଳ, ମାନସିକ ଅସ୍ଥିର, ବ୍ୟବସାୟରେ ସ୍ବଳ୍ପ ଲାଭ, ପାରିବାରିକ ଅଶାନ୍ତି, କୌଣସି ଖବରକୁ ନେଇ ଚିନ୍ତିତ, ବନ୍ଧୁବିବାଦ, ଶରୀର ସୁସ୍ଥ, ଅଯଥା ଖର୍ଚ୍ଚ ବୃଦ୍ଧି, ଶତ୍ରୁ ସମସ୍ୟାଅଶ୍ବିନୀ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଗେରୁଆ, ସଂଖ୍ୟା-, ଅାରାଧନା-ପ୍ରଭୁ ହନୁମାନ

ବୃଷ: ଶରୀର ଅସୁସ୍ଥ, କର୍ମକ୍ଷେତ୍ରେ ବିବାଦ, ବ୍ୟବସାୟିକ କଷ୍ଟ, ହେବା କାର୍ଯ୍ୟକୁ ନେଇ ଚିନ୍ତା, ପାରିବାରିକ ସୁଖ, ବନ୍ଧୁଲାଭ, ସମ୍ପତ୍ତିବିବାଦ, ଦୂରଯାତ୍ରାରେ କଷ୍ଟ, ଲୋକସମ୍ପର୍କରେ ବାଧା, ଶତ୍ରୁସମସ୍ୟାରୋହିଣୀ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ନୀଳ, ସଂଖ୍ୟା-, ଆରାଧନା-ମାବଗଳାମୁଖୀ

ମିଥୁନ: ଅଭିଳାଷ ପୂର୍ଣ୍ଣ, କର୍ମକ୍ଷେତ୍ରେ ପୂର୍ଣ୍ଣ ସାହାଯ୍ୟ, ବିବାଦ ସମାଧାନ, ଅନୁଷ୍ଠାନରୁ ଲାଭ,  ସୁସମ୍ପର୍କ, ଅର୍ଥଲାଭ, ଭୁଲ୍ ନିଷ୍ପତ୍ତିଯୋଗୁ ମାନସିକ ଅବସାଦ, ଅର୍ଥଲାଭ, ଭ୍ରମଣରେ ଖୁସି, ଖୁସିଖବରଆଦ୍ରା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଧଳା, ସଂଖ୍ୟା-, ଆରାଧନା - ପ୍ରଭୁ ଗଣେଶ

କର୍କଟ: ଶୁଭଖବର, ବିଶିଷ୍ଠ ବ୍ୟକ୍ତିଙ୍କ ସହଯୋଗ, କର୍ମକ୍ଷେତ୍ରେ ସଫଳତା, ବିଦ୍ୟାରେ ସଫଳତା, ଅର୍ଥଲାଭ, କିଛି ସମସ୍ୟାର ସମାଧାନ, ନୂତନ କାର୍ଯ୍ୟ ଅାରମ୍ଭ, ହଠାତ୍ ଦୂରଯାତ୍ରା, ସମ୍ମାନ ମିଳିବ,  ପୁଷ୍ୟା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ- ସିଲଭର, ସଂଖ୍ୟା-,  ଆରାଧନା-ମାଭୁବନେଶ୍ବରୀ

ସିଂହ: ମାନସିକ ଶାନ୍ତି, ହଠାତ୍ ଧନଲାଭ, ବନ୍ଧୁସମସ୍ୟା, ପାରିବାରିକ ଖୁସି, ଅନୁଷ୍ଠାନରୁ ଖୁସି, ପୁରାତନ ବିବାଦ ସମାଧାନ, ଶତ୍ରୁକଷ୍ଟ, ବୟୋଜ୍ୟଷ୍ଠଙ୍କ ଶରୀର ଅସୁସ୍ଥ, ଶୁଭଖବର, ସମ୍ପତ୍ତି ସମସ୍ୟା ସମାଧାନ, ଉତ୍ସବକୁ ନେଇ  ଖୁସିମଘା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଗୋଲାପି, ସଂଖ୍ୟା-, ଆରାଧନା-ପ୍ରଭୁ ଜଗନ୍ନାଥ

କନ୍ୟା: ଅଯଥା ଖର୍ଚ୍ଚ, କିଛି କ୍ଷେତ୍ରେ ବିବାଦ, ବନ୍ଧୁସାହାଯ୍ୟ, ବ୍ୟବସାୟରେ ସ୍ବଳ୍ପ ଲାଭ, ନୂତନ କର୍ମଆରମ୍ଭ, ଯାତ୍ରା ସଫଳ, ଦେବକାର୍ଯ୍ୟରେ ସନ୍ତୁଷ୍ଟ, ପାରିବାରିକ ଖୁସି, ସାମ୍ପତ୍ୟ କଳହ, ସନ୍ତାନ ଲାଭ୤ ହସ୍ତା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ମେରୁନ, ସଂଖ୍ୟା-, ଆରାଧନା-ପ୍ରଭୁ ହନୁମାନ

ତୁଳା: ଶୁଭଖବର,ଶରୀର ସୁସ୍ଥ, ବିଶିଷ୍ଠ କାର୍ଯ୍ୟରେ ଧନ ଲାଭ, ବିବାଦ ସମାଧାନ, ଦୂରଯାତ୍ରା, ବନ୍ଧୁଲାଭ, ନୂତନ ନିଯୁକ୍ତି, ଅର୍ଥଲାଭ, ପୈତୃକ ସମ୍ପତ୍ତିରେ ଖୁସି, ମାନସିକ ପୂର୍ଣ୍ଣସ୍ବାତୀ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳ, ସଂଖ୍ୟା-, ଆରାଧନା-ମାଭଗବତୀ

ବିଛା: ଆକସ୍ମିକ ଧନଲାଭ, କର୍ମକ୍ଷେତ୍ରେ ସଫଳତା, ଶରୀର ସୁସ୍ଥ, ବିଦେଶ ଭ୍ରମଣ, େଦବଦର୍ଶନ, ଲୋକସମ୍ପର୍କରେ ଉନ୍ନତି, ପାରିବାରିକ ଖୁସି, କିଛି ଦ୍ରବ୍ୟ କ୍ରୟ କରିବେଅନୁରାଧା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ହଳଦୀ, ସଂଖ୍ୟା-୧୦, ଆରାଧନା-ଭଗବାନ   ବିଷ୍ଣୁ

ଧନୁ: ମାନସମ୍ମାନ ପ୍ରାପ୍ତି, ପାରିବାରିକ ଖୁସି, ଦୂରଯାତ୍ରା, ଶୁଭଖବର, ଦେବକାର୍ଯ୍ୟରେ ସମୟ ଅତିବାହିତ, ସ୍ବାଦିଷ୍ଠ ଭୋଜନ, ବନ୍ଧୁଦର୍ଶନ, ନୂତନ ନିଯୁକ୍ତି, କର୍ମକ୍ଷେତ୍ରେ ଶାନ୍ତି, ସନ୍ତାନଲାଭ, ଦାମ୍ପତ୍ୟଖୁସି୤  ମୂଳା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୧୨, ଆରାଧନା-ପ୍ରଭୁ ରାଧାବହ୍ଲଭ

ମକର: ମାନସିକ ଅବସାଦ, କର୍ମକ୍ଷେତ୍ରେ ସ୍ବଳ୍ପ ଲାଭ, ବନ୍ଧୁସାହାଯ୍ୟ, ଦୂରଯାତ୍ରା, ହେବା କାର୍ଯ୍ୟ ବିଳମ୍ବ, ପୁରାତନ କାର୍ଯ୍ୟରୁ ଲାଭ, ଶରୀର ସୁସ୍ଥ, ଅତିଥÒ ସତ୍କାର, ଲୋକସମ୍ପରେ   ସୁଧାରଶ୍ରବଣା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ବାଇଗଣି, ସଂଖ୍ୟା-, ଆରାଧନା- ମାଦୁର୍ଗା

କୁମ୍ଭ: ଶତ୍ରୁରେ ବିଜୟ, ଅର୍ଥଲାଭ, ମାନସିକ ଶାନ୍ତି, ଦେବକାର୍ଯ୍ୟରେ ଅାଗ୍ରହ, ବିଶିଷ୍ଠ ବ୍ୟକ୍ତିଙ୍କ ସାହାଯ୍ୟ, ବନ୍ଧୁଲାଭ,ସମ୍ପତ୍ତିଲାଭ, ବିବାଦ ସମାଧାନ, ଶରୀର ସୁସ୍ଥ, ଦାମ୍ପତ୍ୟଖୁସି,ଧନିଷ୍ଠା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ନୀଳ, ସଂଖ୍ୟା-୧୦, ଆରାଧନା-ଶଙ୍କର ଭଗବାନ

ମୀନ: ବନ୍ଧୁସାହାଯ୍ୟ, ଶୁଭ ଅାଲୋଚନା, ବ୍ୟବସାୟରେ ଉନ୍ନତି, ମାନସିକ ଶାନ୍ତି, ଦୂରଯାତ୍ରା ସଫଳ, କିଛି କାର୍ଯ୍ୟରେ ବିଳମ୍ବ, ପରିବାରରେ ଶାନ୍ତି, ସନ୍ତାନଲାଭ, ଗଠନମୂଳକ କାର୍ଯ୍ୟରେ ସଫଳତାଉତ୍ତରଭାଦ୍ର ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଧଳା, ସଂଖ୍ୟା-, ଆରାଧନା-ମାକମଳା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।