୨୦.୦୯.୨୬, ରବିବାର

Sep 20, 2026 - 07:42
୨୦.୦୯.୨୬, ରବିବାର

 

 

ମେଷ - କାର୍ଯ୍ୟ ଅଶାନ୍ତି, ଶାରୀରିକ ଅସୁସ୍ଥ, ବ୍ୟବସାୟରେ ସ୍ବଳ୍ପଲାଭ, ହେବାକାର୍ଯ୍ୟରେ ବିଳମ୍ବ, ଶରୀର ସୁସ୍ଥ, ବନ୍ଧୁକଳହ, ବିଶିଷ୍ଠ ବ୍ୟକ୍ତିଙ୍କ ସାହାଯ୍ୟ, ସ୍ବଜ୍ବନ ବିରୋଧ, ଅସ୍ବିନ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ - ପିଙ୍କ, ସଂଖ୍ୟା - ୪ ଆରାଧନା - ମା ମଙ୍ଗଳା ।

ବୃଷ - ଆକସ୍ମିକ ଧନଲାଭ, ମାନସିକ ଶାନ୍ତି, କାର୍ଯ୍ୟରେ ପରହିଶ୍ରମ, ଦେବଦର୍ଶନ, ଶୁଭ ଆଲୋଚନା, ଶରୀର ସୁସ୍ଥ, ସୁସ୍ବାଦୁ ଭୋଜନ, ପାରିବାରିକ ଶାନ୍ତି, ରୋହିଣୀ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ - ଧଳା, ସଂଖ୍ୟା - ୮ ଆରାଧନା - ମାଆ ଭଗବତୀ ।

  ମିଥୁନ - ନୂତନ ଖବର, ଶୁଭଆଲୋଚନା, ବ୍ୟବସାୟରେ ସ୍ବଳ୍ପଲାଭ, ବନ୍ଧୁ ବିରୋଧ, ଲୋକସମ୍ପର୍କ ରେ ବୃଦ୍ଧି, ଶାରୀରିକ ସୁସ୍ଥ, ଦ୍ରବ୍ୟଲାଭ, ଯାତ୍ରାରେ ସତର୍କ, ଆଦ୍ରା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ - ଗୋଲାପି, ସଂଖ୍ୟା - ୭ ଆରାଧନା - ମହାଲକ୍ଷ୍ମୀ ।  

କର୍କଟ - ଦ୍ରବ୍ୟଲାଭ, ଶୁଭଖବର, ବିଦ୍ୟାରେ ସଫଳତା, ମାନସିକ ଶାନ୍ତି, ଦେବକାର୍ଯ୍ୟରେ ସନ୍ତୁଷ୍ଟ, ଶାରୀରିକ ସୁସ୍ଥ, ନୂତନ ବାଣିଜ୍ୟ ଆରମ୍ଭ, ପୁଷ୍ୟା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ - ଆକାଶୀ, ସଂଖ୍ୟା - ୯, ଆରାଧନା - ପ୍ରଭୁ ଜଗନ୍ନାଥ ।

ସିଂହ - ସନ୍ତାନ ଚିନ୍ତା, ନୂତନ କର୍ମ ନିଯୁକ୍ତି, ମାନସିକ ଅଶାନ୍ତି, ନୂତନ ବନ୍ଧୁଲାଭ, ଶରୀର ସୁସ୍ଥ,  ଦୂରଯାତ୍ରା, ସମ୍ପତ୍ତି ବାଦ, କିଛି କାର୍ଯ୍ୟ ବିରୋଧ, ମଘା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ - ମାଟିଆ, ସଂଖ୍ୟା - ୮, ଆରାଧନା - ସୂର୍ଯ୍ୟ ନାରାୟଣ ।

କନ୍ୟା - ଅପବାଦ, ହେବାକାର୍ଯ୍ୟରେ ବିରୋଧ, ବ୍ୟବସାୟିକ କଷ୍ଟ, ବନ୍ଧୁ ସାହାଯ୍ୟ, ସୁସ୍ବାଦୁ ଭୋଜନ, ସମ୍ମାନ ହାନି, ଶାରୀରିକ ସୁସ୍ଥ, ବିଦ୍ୟାରେ ସଫଳତା, ଯାତ୍ରା ଶୁଭ, ହସ୍ତା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ - ଗୋଲାପି, ସଂଖ୍ୟା - ୭, ଆରାଧନା - ମା କାଳୀ ।

   ତୁଳା - ନୂତନ ବନ୍ଧୁ ଲାଭ, ଶୁଭଖବର, ବିବାଦ ସମାଧାନ, ଦୂରଯାତ୍ରା ସଫଳ, ପାରିବାରିକ ଶାନ୍ତି, ମନ ଅସ୍ଥିର, ଶାରୀରିକ ସୁସ୍ଥ, ଅର୍ଥ ଲାଭ, ସମ୍ପତ୍ତି ଖୁସି, ସ୍ବାତୀ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ - କମଳା, ସଂଖ୍ୟା - ୯, ଆରାଧନା - ଶଙ୍କର ଭଗବାନ ।

  ବିଛା - ଆୟ ଉତ୍ତମ, ଶୁଭକାର୍ଯ୍ୟରେ ଆଗ୍ରହ, ଦ୍ରବ୍ୟଲାଭ, ଭୂସମ୍ପତ୍ତି ଲାଭ, ନୂତନ ଖବର, ମାନସିକ ଶାନ୍ତି, ଭ୍ରମଣ ବାଧା, ଆଶା ସଫଳ, ବନ୍ଧୁ ସାହାଯ୍ୟ, ଅନୁରାଧା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ - ଧଳା, ସଂଖ୍ୟା - ୯, ଆରାଧନା - ବିଷ୍ଣ ଭଗବାନ।

   ଧନୁ - ଯାତ୍ରା ଶୁଭ, ଶୁଭ ଆଲୋଚନା, ବନ୍ଧୁ ସହଯୋଗ, ବିବାଦ ସମାଧାନ, ଦ୍ରବ୍ୟଲାଭ, ଅର୍ଥ ଲାଭ, ଲୋକସମ୍ପର୍କ ବୃଦ୍ଧି, ଦ୍ରବ୍ୟ କ୍ରୟ,  ମୂଳା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ - ହଳଦୀ, ସଂଖ୍ୟା - ୧୦, ଆରାଧନା - ମହାଲକ୍ଷ୍ମୀ।

ମକର - କିଛି କାର୍ଯ୍ୟ ବିଳମ୍ବ, ବ୍ୟବସାୟରେ ଶୁଭ, ଦେବଦର୍ଶନ, ଦୂରଯାତ୍ରାରେ କଷ୍ଟ, ଦ୍ରବ୍ୟ ନଷ୍ଟ, ବନ୍ଧୁ ସାହାଯ୍ୟ, ବିଦ୍ୟାରେ ସଫଳତା, ନୂତନ ଆଶା ସଫଳ, ଶ୍ରବଣା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ - କଳା, ସଂଖ୍ୟା - ୫, ଆରାଧନା - ପ୍ରଭୁ ଜଗନ୍ନାଥ । 

 କୁମ୍ଭ - ଅର୍ଥ ଲାଭ, ଦୂର ଯାତ୍ରା ସଫଳ, ସମ୍ମାନ ପ୍ରାପ୍ତି, ଗୃହେ ଉତ୍ସବ, ପାରିବାରିକ ଶାନ୍ତି, ଲୋକସମ୍ପର୍କରେ ଉନ୍ନତି,  ବନ୍ଧୁ କଳହ, ଶାରୀରିକ ସୁସ୍ଥ, ଶତଭିଷା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ - ନୀଳ, ସଂଖ୍ୟା - ୩, ଆରାଧନା - ପ୍ରଭୁ ଶଙ୍କର ।

ମୀନ - ମାନସିକ ଶାନ୍ତି, ଦୂରଯାତ୍ରା, ସୁସ୍ବାଦୁ ଭୋଜନ, ନୂତନ କର୍ମ ଲାଭ, ଶୁଭଖବର, ସ୍ବଜନ କଳହ, ଶାରୀରିକ ସୁସ୍ଥ, ଗୃହେ ସାହାଯ୍ୟ, ଦ୍ରବ୍ୟ ଲାଭ, ଆଶା ସଫଳ, ଉତ୍ତରଭାଦ୍ରପଦ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ - ଧଳା, ସଂଖ୍ୟା - ୭, ଆରାଧନା - ମା ଗୌରୀ ।  

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।