୨.୧୦.୨୦୨୬ ଶୁକ୍ରବାର
ମେଷ: ଧନଲାଭ, ବିଭିନ୍ନ କାର୍ଯ୍ୟରେ ସଫଳ, ଶରୀର ସୁସ୍ଥ, ଗୃହକାର୍ଯ୍ୟ ସଫଳ, ଦେବକାର୍ଯ୍ୟରେ ସନ୍ତୁଷ୍ଟ, ବନ୍ଧୁଲାଭ, ଅଳ୍ପ ଶତ୍ରୁସମସ୍ୟା, ବିଶିଷ୍ଠ ବ୍ୟକ୍ତି ସହାୟତା, ବିବାଦମୁକ୍ତ, ବିଦ୍ୟାରେ ସଫଳ। ଭରଣୀ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ନାଲି, ସଂଖ୍ୟା-୯, ଆରାଧନା-ଗୋସେବା
ବୃଷ: ମନ ଅସ୍ଥିର, ଶୁଭକାର୍ଯ୍ୟ ବିଳମ୍ବ, ବ୍ୟବସାୟରେ ସ୍ବଳ୍ପ ଲାଭ, ଶତ୍ରୁସମସ୍ୟା, ଦୂରଯାତ୍ରା, ଶରୀର ସୁସ୍ଥ, ସମ୍ପତ୍ତିଲାଭ, ଲୋକସମ୍ପର୍କ ବୃଦ୍ଧି, ସନ୍ତାନଖୁସି । ରୋହିଣୀ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ସବୁଜ, ସଂଖ୍ୟା-୮, ଆରାଧନା-ମହାଲକ୍ଷ୍ମୀ
ମିଥୁନ: କାର୍ଯ୍ୟରେ ସଫଳ, ସମ୍ମାନବୃଦ୍ଧି, ଶତ୍ରୁ ପରାଜିତ, ବିଶିଷ୍ଠ କାର୍ଯ୍ୟରେ ଲାଭ, ପାରିବାରିକ ସହାୟତା, ଦାମ୍ପତ୍ୟଖୁସି, ସନ୍ତାନକଷ୍ଟ, ନୂତନ କର୍ମନିଯୁକ୍ତି, ଯାତ୍ରା ସଫଳ। ଆଦ୍ରା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଧଳା, ସଂଖ୍ୟା-୧୦, ଆରାଧନା-ପ୍ରଭୁ ହନୁମାନ
କର୍କଟ: ଅଯଥା ଖର୍ଚ୍ଚ, ବ୍ୟବସାୟରେ ସ୍ବଳ୍ପ ଲାଭ, ମାନସିକ ଅବସାଦ, ବନ୍ଧୁସାହାଯ୍ୟ, ଶତ୍ରୁବୃଦ୍ଧି, କିଛି କାର୍ଯ୍ୟରେ ସମସ୍ୟା, ବିଶିଷ୍ଠ ବ୍ୟକ୍ତି ସହାୟତା, ଦ୍ରବ୍ୟପ୍ରାପ୍ତି, ଲୋକସମ୍ପର୍କରେ ଉନ୍ନତି। ଅଶ୍ଳେଷା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଗୋଲାପି, ସଂଖ୍ୟା-୮, ଆରାଧନା-ମା’ ଭୁବନେଶ୍ବରୀ
ସିଂହ: ହସଖୁସି, ବିଭିନ୍ନ କାର୍ଯ୍ୟ ସଫଳ, ଲୋକସମ୍ପର୍କ ବୃଦ୍ଧି, ବନ୍ଧୁଲାଭ, ଦୂରଯାତ୍ରା ସଫଳ, ଶତ୍ରୁ ପରାଜିତ, ଧାର୍ମିକ ଉତ୍ସବରେ ଯୋଗଦାନ, ସନ୍ତାନଲାଭ, ସୁମିଷ୍ଠ େଭାଜନ, ଗୃହେ ସହଯୋଗ। ପୂର୍ବାଫାଲଗୁନି ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-କମଳା, ସଂଖ୍ୟା-୭, ଆରାଧନା-ମା’ ଭଗବତୀ
କନ୍ୟା: ଅର୍ଥଲାଭ, ବନ୍ଧୁବିଦ୍ରୋହ, ଅଯଥା ଚିନ୍ତା, ଗୃହେ ସମସ୍ୟା, ପୁରାତନ ବନ୍ଧୁ ଦର୍ଶନ, ଦୂରଯାତ୍ରାରେ ଲାଭ, ନୂତନ କାର୍ଯ୍ୟ ଅାରମ୍ଭ, ସମ୍ପତ୍ତିଲାଭ, କିଛି ଶୁଭ ଅାଲୋଚନା, କର୍ମକ୍ଷେତ୍ରେ ସନ୍ତୁଷ୍ଟ, ସନ୍ତାନଲାଭ। ହସ୍ତା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଆକାଶି, ସଂଖ୍ୟା-୫, ଆରାଧନା-ଲକ୍ଷ୍ମୀନାରାୟଣ।
ତୁଳା: ସନ୍ତାନ ସମସ୍ୟା, ବ୍ୟବସାୟରେ ସ୍ବଳ୍ପ ଲାଭ, ଅର୍ଥକଷ୍ଟ, କିଛି କାର୍ଯ୍ୟରେ ବିବାଦ, ସମ୍ମାନଲାଭ, ଦାମ୍ପତ୍ୟଖୁସି, ବନ୍ଧୁଲାଭ, ଗଣ୍ଡଗୋଳ ସମାଧାନ, ବିଶିଷ୍ଠ କାର୍ଯ୍ୟରେ ଲାଭ, ମାନସିକ ଶାନ୍ତି। ସ୍ବାତୀ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-କମଳା, ସଂଖ୍ୟା-୮, ଆରାଧନା-ଭଗବାନ ଶଙ୍କର
ବିଛା: ମାନସିକ ଅସନ୍ତୁଷ୍ଟ, ଅର୍ଥସମସ୍ୟା, କାର୍ଯ୍ୟରେ ଅସହଯୋଗ, ଶତ୍ରୁ ସମସ୍ୟା, ଶୁଭ ଆଲୋଚନା, ବ୍ୟକ୍ତିସାହାଯ୍ୟ, ନୂତନ କାର୍ଯ୍ୟ ଅାରମ୍ଭ, ଯାତ୍ରାରେ ସତର୍କ, ଶରୀର ଅସୁସ୍ଥ, ବିଦ୍ୟାଲାଭ। ଜ୍ୟେଷ୍ଠା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ହଳଦୀ, ସଂଖ୍ୟା-୭, ଆରାଧନା- ପ୍ରଭୁ ଜଗନ୍ନାଥ
ଧନୁ: ସମ୍ପତ୍ତିଖୁସି, ଲୋକସମ୍ପର୍କ ବୃଦ୍ଧି, ଶୁଭକାର୍ଯ୍ୟରେ ଧନବ୍ୟୟ, ବନ୍ଧୁଦର୍ଶନ, ଦେବଦର୍ଶନ, ଶତ୍ରୁ ପରାଜିତ, ବ୍ୟବସାୟିକ ଖୁସି, ଶରୀର ସୁସ୍ଥ, ଗୃହେ ସାହାଯ୍ୟ। ପୂର୍ବାଷାଢ଼ା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୯, ଆରାଧନା-ପିତାମାତାଙ୍କ ସେବା
ମକର: ସ୍ବାସ୍ଥ୍ୟରେ ଉନ୍ନତି, ଅର୍ଥଖର୍ଚ୍ଚ, ବ୍ୟକ୍ତିସାହାଯ୍ୟ, ନୂତନ ବନ୍ଧୁଲାଭ, ଶୁଭ ଆଲୋଚନା, ସମ୍ପତ୍ତିଲାଭ, ଶତ୍ରୁସମସ୍ୟା, ଅଚାନକ ଦୂରଯାତ୍ରା, ବ୍ୟବସାୟିକ ଖୁସି, ଦାମ୍ପତ୍ୟଖୁସି, ବିଦ୍ୟାଲାଭ। ଶ୍ରବଣା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ବାଇଗଣି, ସଂଖ୍ୟା-୮, ଆରାଧନା-ମା’ ମଙ୍ଗଳା
କୁମ୍ଭ: ନୂତନ ସୁଯୋଗ, ଅର୍ଥଲାଭ, କର୍ମକ୍ଷେତ୍ରେ ସହାୟତା, ପାରିବାରିକ ଖୁସି, ତୀର୍ଥାଟନ, ଅଳ୍ପ ଶତ୍ରୁସମସ୍ୟା, ଯାନ୍ତ୍ରିକ ସମସ୍ୟା, ହେବାକାର୍ଯ୍ୟ ବିଳମ୍ବ, ଉଚ୍ଚାଧÒକାରୀଙ୍କ ସହଯୋଗ। ଶତଭିଷା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ନୀଳ, ସଂଖ୍ୟା-୬, ଆରାଧନା-ଶଙ୍କର ଭଗବାନ ।
ମୀନ: କଳହଯୋଗ, ଅର୍ଥସମସ୍ୟା, ବ୍ୟକ୍ତିସାହାଯ୍ୟ, ଦୂରଯାତ୍ରାରେ ଲାଭ, ସମ୍ପତ୍ତିବିବାଦ, ଗୃହେ ଅଶାନ୍ତି, ଶତ୍ରୁଲାଗି କଷ୍ଟ, ଶରୀର ସୁସ୍ଥ, ବ୍ୟବସାୟରେ ସ୍ବଳ୍ପ ଲାଭ, ଦାମ୍ପତ୍ୟ କଳହ, ଉତ୍ସବରେ ଯୋଗଦାନ। ରେବତୀ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୪, ଆରାଧନା-ମା’ ଦକ୍ଷିଣକାଳୀ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।