୩୦.୯.୨୦୨୬ ବୁଧବାର

Sep 29, 2026 - 14:52
୩୦.୯.୨୦୨୬  ବୁଧବାର

 

ମେଷ:  ଆର୍ଥିକଚିନ୍ତା ଅାସିପାରେ , ଶରୀର ସୁସ୍ଥ, ପରିବାରରେ ଅଶାନ୍ତି, େଲାକସମ୍ପର୍କରେ ସୁଧାର,  ଅନୁଷ୍ଠାନରୁ ଲାଭ, ବ୍ୟବସାୟରେ ସ୍ବଳ୍ପ ଲାଭ, ଯାତ୍ରାରେ ସତର୍କ, ସହଯୋଗ ବୃଦ୍ଧି। ଦ୍ବିଜା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଗୋଲାପି, ସଂଖ୍ୟା-୮, ଆରାଧନା-ପ୍ରଭୁ ଗଣେଶ

ବୃଷ: ବିଶିଷ୍ଟ କାର୍ଯ୍ୟରେ ଲାଭ, ଅନୁଷ୍ଠାନରୁ ଲାଭ, ପାରିବାରିକ ସୁଖ, ଧନଲାଭ, ନୂତନ ନିଯୁକ୍ତି, ଖୁସିଖବର, ସମ୍ପର୍କରେ ଉନ୍ନତି, ଭାଇଙ୍କ ସହ ବିରୋଧ, ଦାମ୍ପତ୍ୟସୁଖ, କିଛି କାର୍ଯ୍ୟରେ ଅଶାନ୍ତି। ରୋହିଣୀ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୧୨, ଆରାଧନା- ମା’ ମହାଲକ୍ଷ୍ମୀ

ମିଥୁନ: ଆୟ ଅପେକ୍ଷା ଖର୍ଚ୍ଚ ଅଧÒକ, ପାରିବାରିକ ଅଶାନ୍ତି, କର୍ମକ୍ଷେତ୍ରେ ସାମାନ୍ୟ ଖୁସି, ପରିଶ୍ରମଜନିତ କ୍ଳାନ୍ତି, ବନ୍ଧୁମିଳନ, ନୂତନ କର୍ମସନ୍ଧାନ, ଶତ୍ରୁ ସମସ୍ୟା, ଶରୀର ସୁସ୍ଥ। ପୁନର୍ବସୁ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ସବୁଜ, ସଂଖ୍ୟା-୭, ଆରାଧନା-ବିଷ୍ଣୁ ସହସ୍ରନାମ  ପାଠ କରନ୍ତୁ

କର୍କଟ: ଖୁସିଖବର ଅାର୍ଥିକଲାଭ, ବ୍ୟବସାୟରେ ଉନ୍ନତି, ମାନସିକ ଶାନ୍ତି, ଦୂରଯାତ୍ରା ସଫଳ, ବିବାଦ ସମାଧାନ, ସନ୍ତାନସୁଖ, ନୂତନ ନିଯୁକ୍ତି, ଶରୀର ସୁସ୍ଥ, ସହଯୋଗ ମିଳିବ,। ଅଶ୍ଳେଷା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଆକାଶି, ସଂଖ୍ୟା-୧୦, ଆରାଧନା-ମା’ ବୈଭବଲକ୍ଷ୍ମୀ

ସିଂହ: ବନ୍ଧୁମିଳିବ, ବନ୍ଧୁବିଦ୍ରୋହ, ଅଟକିଥÒବା କାର୍ଯ୍ୟରେ ଅଗ୍ରଗତି, ପାରିବାରିକ ସୁଖ, ଲୋକସମ୍ପର୍କ ବୃଦ୍ଧି, ସନ୍ତାନଲାଭ, ଦୂରଯାତ୍ରା ସଫଳ, ଶରୀର ସୁସ୍ଥ, କର୍ମକ୍ଷେତ୍ରେ ପ୍ରଶଂସା,। ପୂର୍ବାଫାଲଗୁନି ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଗ୍ରେ କଲର, ସଂଖ୍ୟା-୯, ଆରାଧନା-ପ୍ରଭୁ ରାଧାବହ୍ଲଭ

କନ୍ୟା: କରିଥÒବା କାର୍ଯ୍ୟକୁ ନେଇ ଅନୁତାପ, ବ୍ୟବସାୟରେ ସ୍ବଳ୍ପ ଲାଭ, ଶତ୍ରୁସମସ୍ୟା, ନୂତନ କାର୍ଯ୍ୟ ଅାରମ୍ଭ, ବନ୍ଧୁସାହାଯ୍ୟ, ଦୂରଯାତ୍ରା କରିବାକୁ ପଡ଼ିପାରେ , ଦାମ୍ପତ୍ୟଖୁସି, ଶରୀର ସୁସ୍ଥ। ହସ୍ତା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଅାକାଶୀ, ସଂଖ୍ୟା-୮, ଆରାଧନା- ଭଗବାନ ବିଷ୍ଣ।

ତୁଳା: ମାନସିକ ଅଶାନ୍ତି, ଅଯଥା ଖର୍ଚ୍ଚ, ଈଶ୍ବରଙ୍କ ପ୍ରତି ଆଗ୍ରହ, ଶୁଭ ଆଲୋଚନା, ଦୂରଯାତ୍ରାରେ ସମସ୍ୟା, ଗୃହେ ସହଯୋଗ, ବନ୍ଧୁଦ୍ବାରା କଷ୍ଟ, ହଠାତ୍ ଶରୀର କଷ୍ଟ, ସମ୍ମାନହାନି। ବିଶାଖା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ହଳଦୀ, ସଂଖ୍ୟା-୯, ଆରାଧନା-ମା’ ବଗଳାମୁଖୀ

ବିଛା: କାର୍ଯ୍ୟ ସଫଳ, ଶୁଭ ଆଲୋଚନା, ପୈତୃକ ସମ୍ପତ୍ତିରେ ଲାଭ, ଅର୍ଥଲାଭ, ଉତ୍ସବକୁ ନେଇ ଦୂରଯାତ୍ରା, ସନ୍ତାନଲାଭ, ଶରୀର ସୁସ୍ଥ, କର୍ମକ୍ଷେତ୍ରେ ପ୍ରଶଂସା, ଦ୍ରବ୍ୟଲାଭ, ଦାମ୍ପତ୍ୟଖୁସି। ଜ୍ୟେଷ୍ଠା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୧୨, ଆରାଧନା- ନୃସଂିହ ଭଗବାନ

ଧନୁ: ବ୍ୟବସାୟରେ ଲାଭ, ଅଯଥା ଅଶାନ୍ତି,  ଗୃହେ ଉତ୍ସବ, ବିଶିଷ୍ଠ କାର୍ଯ୍ୟରେ  ଧନଖର୍ଚ୍ଚ, ପାରିବାରିକ ସାହାଯ୍ୟ, ସନ୍ତାନଖୁସି, ବିବାଦ ସମାଧାନ, ଅଶୁଭଖବରକୁ ନେଇ ଅଶାନ୍ତି, କର୍ମକ୍ଷେତ୍ରେ ପରିଶ୍ରମ। ପୂର୍ବାଷାଢ଼ା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-କମଳା, ସଂଖ୍ୟା-୯, ଆରାଧନା- ମା’ ବୃନ୍ଦାବତୀ

ମକର: ଖୁସିଖବର, ନେତୃତ୍ବରେ ବିଜୟ, ଲୋକସମ୍ପର୍କ ବୃଦ୍ଧି, ଆୟ ଅପେକ୍ଷା ବ୍ୟୟ ଅଧÒକ, ଗୁରୁଜନଙ୍କ ଅାଶୀର୍ବାଦ, ଶରୀର ସୁସ୍ଥ, ସମସ୍ୟା ସମାଧାନ, ନୂତନ େଯାଜନାରେ ଲାଭ, ସମ୍ପତ୍ତିଲାଭ । ଶ୍ରବଣା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ନୀଳ, ସଂଖ୍ୟା-୭, ଆରାଧନା-ମା’ ଭଗବତୀ

କୁମ୍ଭ: ମାନସିକ ଅଶାନ୍ତି, ହେବାକାର୍ଯ୍ୟ ବିଳମ୍ବ, ଅଳ୍ପ ଅର୍ଥଲାଭ, ପାରିବାରିକ ସମସ୍ୟା,  ଶୁଭକାର୍ଯ୍ୟକୁ ନେଇ ଦ୍ବନ୍ଦ୍ବ, ଯାତ୍ରାରେ ସତର୍କ, ଶରୀ ଅସୁସ୍ଥ, ସନ୍ତାନଚିନ୍ତା। ଶତଭିଷା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ବାଇଗେଣି, ସଂଖ୍ୟା-୨, ଆରାଧନା-ଶଙ୍କର ଭଗବାନ।

ମୀନ: କର୍ମକ୍ଷେତ୍ରେ ପ୍ରଶଂସା, ଉଚ୍ଚ ପଦାଧÒକାରୀଙ୍କ ସହଯାଗ, ଶୁଭଖବର, ଦୂରଯାତ୍ରାରେ ଖୁସି, ବନ୍ଧୁଲାଭ, ଦାମ୍ପତ୍ୟସୁଖ, ବ୍ୟବସାୟରେ ଲାଭ, ଶତ୍ରୁ କମ୍ ରହିବେ, ମାନସିକ ଶାନ୍ତି,   । ଉତ୍ତରଭାଦ୍ର ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ହଳଦୀ, ସଂଖ୍ୟା-୧୨, ଆରାଧନା-ପିତାମାତାଙ୍କ ସେବା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।