୨୬.୮.୨୦୨୬, ବୁଧବାର
ମେଷ: ମନସ୍ତପ, କିଛିକାର୍ଯ୍ୟ ସଫଳ, ନୂତନକାର୍ଯ୍ୟରେ ବିଳମ୍ବ, ପାରିବାରିକ ଶାନ୍ତି, ଅର୍ଥସମସ୍ୟା ସମାଧାନ, ଶରୀରସୁସ୍ଥ, ବିଶିଷ୍ଠବ୍ୟକ୍ତି ସହାୟତା, ଅନୁଷ୍ଠାନରୁ ଲାଭ, ଉଚ୍ଚଆଶା ବିଳମ୍ବ, ଦାମ୍ପତ୍ୟଖୁସି, ବିଦ୍ୟାରେ ସଫଳତା, ଅଶ୍ବିନୀ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୮, ଆରାଧନା-ମହାଲକ୍ଷ୍ମୀ
ବୃଷ: କାର୍ଯ୍ୟରେ ଉନ୍ନତି, ବ୍ୟକ୍ତିସହାୟତା, ଶରୀରସୁସ୍ଥ, ବ୍ୟବସାୟରେ ସାମାନ୍ୟ ଲାଭ, ଗୃହକାର୍ଯ୍ୟ ଅଗ୍ରଗତି, ନୂତନ କର୍ମଅରମ୍ଭ, ବନ୍ଧୁଲାଭ, ଶୁଭଖବର, ଦାମ୍ପତ୍ୟଖୁସି, ରୋହିଣୀ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ନୀଳ, ସଂଖ୍ୟା-୭, ଆରାଧନା-ଭଗବାନ ଶଙ୍କର
ମିଥୁନ: ଶତ୍ରୁରେ ବିଜୟ, ଅର୍ଥଲାଭ, ଦୂରଯାତ୍ରା ସଫଳ, ନୂତନ ସମ୍ପର୍କ, ବ୍ୟବସାୟରେ ସ୍ବଳ୍ପଲାଭ, ସୁସମାଚାର, ବନ୍ଧୁଲାଭ, ପାରିବାରିକ ଶତ୍ରୁତା, ଲୋକସମ୍ପର୍କବୃଦ୍ଧି, ମାମଲା ସମାଧାନ, ହଠାତ୍ ମନସ୍ତାପ, ଆଦ୍ରା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ନାଲି, ସଂଖ୍ୟା-୮, ଆରାଧନା-ମା’ ଭଗବତୀ
କର୍କଟ: ବନ୍ଧୁସାହାଯ୍ୟ, ଅନୁଷ୍ଠାନରୁ ଲାଭ, ଆଶାରେ କଷ୍ଟ, ନୂତନ କର୍ମଆରମ୍ଭ, ଦୂରଯାତ୍ରା, ବହୁପରିଶ୍ରମ, ଲାଭକମ୍ ଶରୀର ସୁସ୍ଥ, ବିଦ୍ୟାରେ ସଫଳତା, ସନ୍ତାନସୁଖ, ଦାମ୍ପତ୍ୟସୁଖ, ଶତ୍ରୁକଷ୍ଟ, ପୁଷ୍ୟା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ବାଦାମି, ସଂଖ୍ୟା-୬, ଆରାଧନା-ମା’ ଦକ୍ଷିଣକାଳୀ
ସିଂହ: ମାନସିକକଷ୍ଟ, ଲୋକସମ୍ପର୍କରେ ଉନ୍ନତି, ଯାତ୍ରାରେ ସତର୍କ, ଅର୍ଥଲାଭ, ସମ୍ପତ୍ତିବିବାଦ, ବିଶିଷ୍ଠ କାର୍ଯ୍ୟରେ ଧନବ୍ୟୟ, ନୂତନ େଯାଜନା ଅସଫଳ, ଶରୀରସୁସ୍ଥ, ବ୍ୟବସାୟରେ କଷ୍ଟ, ମଘା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୯, ଆରାଧନା-ପ୍ରଭୁ ରାଧାବହ୍ଲବ
କନ୍ୟା: କର୍ମରେ ସଫଳ, ମାମଲା ସମାଧାନ, ପଦବୀଲାଭ, ଦୂରସମ୍ପର୍କରେ ଲାଭ, ମନସ୍ତାପ, ହଠାତ୍ ଦୂରଯାତ୍ରା, ଶତ୍ରୁସମସ୍ୟା ସମାଧାନ, ଦାମ୍ପତ୍ୟଖୁସି, ବନ୍ଧୁଲାଭ, ହସ୍ତା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ପିଙ୍କ, ସଂଖ୍ୟା-୧୦, ଆରାଧନା-ମା’ ବଗଳାମୁଖୀ
ତୁଳା: ନୂତନ କର୍ମଆରମ୍ଭ, ପାରିବାରିକ ବିବାଦ, ଅର୍ଥଲାଭ, ସମ୍ପତ୍ତିବିବାଦ, ଶରୀରସୁସ୍ଥ, ବନ୍ଧୁଲାଭ, ଦୂରଯାତ୍ରାସଫଳ, ସୁସମାଚାର, ବିଶିଷ୍ଠ କାର୍ଯ୍ୟରେ ଲାଭ, ଦାମ୍ପତ୍ୟସୁଖ, ବିଦ୍ୟାରେ ସଫଳ, ସ୍ବାତୀ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୮, ଆରାଧନା-ଲକ୍ଷ୍ମୀନାରାୟ ଣ
ବିଛା: କାର୍ଯ୍ୟସଫଳ, ପାରିବାରିକ ସୁଖ, ସମ୍ପତ୍ତିଲାଭ, ସନ୍ତାନପ୍ରାପ୍ତି, ବିଶିଷ୍ଠ ବ୍ୟକ୍ତି ସହାୟତା, ବ୍ୟବସାୟରେ ସ୍ବଳ୍ପଲାଭ, ନୂତନ କାର୍ଯ୍ୟରେ ବିରୋଧ, କଚେରୀ ମାମଲା, ବନ୍ଧୁ ସହଯୋଗ, ଅନୁରାଧା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୫, ଆରାଧନା-ମା’ ଗ୍ରାମଦେବତୀ
ଧନୁ: କାର୍ଯ୍ୟରେ ଅଶାନ୍ତି, ଅଯଥାଖର୍ଚ୍ଚ, ପାରିବାରିକ ସହଯୋଗ, ନୂତନ ବନ୍ଧୁଲାଭ, ଦେବକାର୍ଯ୍ୟରେ ସନ୍ତୁଷ୍ଟ, ଦୂରଯାତ୍ରା, ଧନଲାଭ, ଶତ୍ରୁସମସ୍ୟା, ଭ୍ରାତୃ ବିବାଦ, ଦାମ୍ପତ୍ୟସୁଖ, ନୂତନ କର୍ମାରମ୍ଭ, ମୂଳା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ହଳଦୀ, ସଂଖ୍ୟା-୯, ଆରାଧନା-ପ୍ରଭୁ ଲିଙ୍ଗରାଜ
ମକର: କାର୍ଯ୍ୟରେ ସଫଳ, ସନ୍ଥଦର୍ଶନ, ଅନୁଷ୍ଠାନରୁ ଲାଭ, ବନ୍ଧୁଲାଭ, ଦୂରଯାତ୍ରା, ଦ୍ରବ୍ୟପ୍ରାପ୍ତି, ଆଭୂଷଣ ପ୍ରାପ୍ତି, ଲୋକସମ୍ପର୍କ ବୃଦ୍ଧି, ପ୍ରୀତିବୃଦ୍ଧି, ସମସ୍ୟା ସମାଧାନ, ବ୍ୟବସାୟରେ ଉନ୍ନତି, ଶ୍ରବଣା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ବାଇଗଣୀ, ସଂଖ୍ୟା-୮, ଆରାଧନା-ମା’ ଭୁବନେଶ୍ବରୀ
କୁମ୍ଭ: ସମ୍ମାନଳାଭ, ବନ୍ଧୁଦର୍ଶନ, ବ୍ୟବସାୟରେ ଧନାଗ୍ରହ, ଶତ୍ରୁସମସ୍ୟା, ଶରୀର ଅସୁସ୍ଥ, ଦାମ୍ପତ୍ୟଖୁସି, ନୂତନ କାର୍ଯ୍ୟଭାର ଗ୍ରହଣ, ସମ୍ପତ୍ତିଲାଭ, ବିଶିଷ୍ଠ କାର୍ଯ୍ୟରେ ଧନବ୍ୟୟ ଶତଭିଷା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ନୀଳ, ସଂଖ୍ୟା-୯, ଆରାଧନା-ମା’ ଉଗ୍ରତାରା
ମୀନ: ଦ୍ରବ୍ୟଲାଭ, ସନ୍ତାନପ୍ରାପ୍ତି, ବ୍ୟକ୍ତିସହାୟତା, ଲୋକସମ୍ପର୍କ ବୃଦ୍ଧି, ପାରିବାରିକ ସମସ୍ୟା, ଶତ୍ରୁସମସ୍ୟା, ଧନଲାଭ, ବ୍ୟବସାୟିକ ଲାଭ, ଶରୀର ସୁସ୍ଥ, ଉତ୍ତରଭାଦ୍ର ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ହଳଦୀ, ସଂଖ୍ୟା-୧୦, ଆରାଧନା-ଭଗବାନ ବିଷ୍ଣୁ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।