୫.୯.୨୦୨୬ ଶନିବାର
ମେଷ: ସମ୍ପର୍କରେ ବାଧା, ବ୍ୟବସାୟରେ ସନ୍ତୁଷ୍ଟ, ସାମାଜିକ ପ୍ରତିଷ୍ଠାରେ ବାଧା, ଶତ୍ରୁସମସ୍ୟା, ଯାତ୍ରା ସଫଳ, ଶୁଭ ଆଲୋଚନା । ଅଶ୍ବିନୀ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଗୋଲାପି, ସଂଖ୍ୟା-୭, ଆରାଧନା-ମା’ ମଙ୍ଗଳା
ବୃଷ: ଅର୍ଥଲାଭ, କାର୍ଯ୍ୟକ୍ଷେତ୍ରେ ପ୍ରଶଂସା, େଲାକସମ୍ପର୍କ ବୃଦ୍ଧି, ନୂତନ କାର୍ଯ୍ୟରେ ଲାଭ, ଦେବଦର୍ଶନ, ଶୁଭଆଲୋଚନା, ନୂତନକାର୍ଯ୍ୟରେ ଲାଭ। ରୋହିଣୀ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ପିଙ୍କ, ସଂଖ୍ୟା-୮, ଆରାଧନା-ମା’ ଲକ୍ଷ୍ମୀ
ମିଥୁନ: ସମ୍ମାନବୃଦ୍ଧି, ସମ୍ପର୍କରେ ଉନ୍ନତି, ଅର୍ଥଲାଭ, କର୍ମକ୍ଷେତ୍ରେ ପରିଶ୍ରମ, ଦାମ୍ପତ୍ୟ ଖୁସି, ଅନୁଷ୍ଠାନରୁ ଲାଭ, ଶୁଭ ଅାଲୋଚନା, ଅଯଥା ଖର୍ଚ୍ଚ, ଶତ୍ରୁସମସ୍ୟା, ସୁଖ ଅନୁଭୂତି । ଆଦ୍ରା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୬, ଆରାଧନା-ଶଙ୍କର ଭଗବାନ।
କର୍କଟ: ସମ୍ପର୍କରେ ବାଦା, ନୂତନ କାର୍ଯ୍ୟ ଅାରମ୍ଭ, ଦେବଦର୍ଶନ, ବ୍ୟବସାୟରେ ସାମାନ୍ୟ ଲାଭ, ଶରୀର ସୁସ୍ଥ, କିଛି ସମସ୍ୟା ସମାଧାନ, ସମ୍ପତ୍ତିଲାଭ, ବ୍ୟକ୍ତି ସାହାଯ୍ୟ। ପୁଷ୍ୟା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ନାଲି, ସଂଖ୍ୟା-୮, ଆରାଧନା-ମା’ ଦକ୍ଷିଣକାଳୀ
ସିଂହ: ଯାତ୍ରାରେ ସତର୍କ, କର୍ମକ୍ଷେତ୍ରେ ପରିଶ୍ରମ, ଶରୀର ଅସୁସ୍ଥ, ଗୃହେ ସହାୟତା, ଲୋକସମ୍ପର୍କ ବୃଦ୍ଧ ି, ଅର୍ଥଚିନ୍ତା, ସନ୍ତାନଲାଭ, ଅଯଥା ବିବାଦ, ଶତ୍ରୁସମସ୍ୟା, ବିଦ୍ୟାରେ ସଫଳତା, ଭ୍ରାତୃସ୍ନେହ । ମଘା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୪, ଆରାଧନା-ଗୋପାଳ
କନ୍ୟା: କାର୍ଯ୍ୟକ୍ଷେତ୍ରେ ପ୍ରଶଂସା, ଅର୍ଥଲାଭ, ଶରୀର ସୁସ୍ଥ, ଶୁଭ ଆଲୋଚନା, ବ୍ୟବସାୟିକ ଖୁସି, ଶୁଭଖବର, ଦେବଦର୍ଶନ, ବନ୍ଧୁମିଳନ, ଦାମ୍ପତ୍ୟଖୁସି, ଶତ୍ରୁ ପରାଜିତ, ସମ୍ପତ୍ତିଲାଭ। ହସ୍ତା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ବାଦାମି, ସଂଖ୍ୟା-୭, ଆରାଧନା-ପ୍ରଭୁ ଜଗନ୍ନାଥ।
ତୁଳା: ବନ୍ଧୁମିଳନ, ସାମାଜିକ ପ୍ରତିଷ୍ଠା, ଲୋକସମ୍ପର୍କ ବୃଦ୍ଧି, ଗୃହେ ସମସ୍ୟା, ଶତ୍ରୁ ପରାଜିତ, କରିଥÒବା କାର୍ଯ୍ୟକୁ ନେଇ ଚିନ୍ତିତ, ଶୁଭଖବର, ଦୂରଯାତ୍ରା, ଧନଲାଭ ସ୍ବାତୀ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ହଳଦୀ, ସଂଖ୍ୟା-୯, ଆରାଧନା-ଶଙ୍କର ଭଗବାନ
ବିଛା: ସନ୍ତାନକଷ୍ଟ, ବ୍ୟବସାୟରେ ସ୍ବଳ୍ପଲାଭ, ଶାରୀରିକ କ୍ଳେଶ, ବନ୍ଧୁଲାଭ, ଦୂରଯାତ୍ରା, ଦ୍ରବ୍ୟପ୍ରାପ୍ତି, ନୂତନ କର୍ମନିଯୁକ୍ତି, ବ୍ୟକ୍ତି ସହାୟତା। ଅନୁରାଧା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୯, ଆରାଧନା-ନୃସିଂହ ଭଗବାନ
ଧନୁ: କଥାବାର୍ତ୍ତାରେ ସଞ୍ଜମତା ରକ୍ଷା କରନ୍ତୁ, ଶତ୍ରୁବୃଦ୍ଧି, ଅର୍ଥ ସମସ୍ୟା, ଶରୀର ସୁସ୍ଥ, ଅଯଥା ବିବାଦ, ଅପମାନଯୋଗ, ନୂତନ କର୍ମରେ ବିବାଦ, ସମ୍ପତ୍ତି ସମସ୍ୟା, କର୍ମକ୍ଷେତ୍ରେ ଶାନ୍ତି, ଦାମ୍ପତ୍ୟ କଳହ। ମୂଳ ା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଗୋଲାପି, ସଂଖ୍ୟା-୪, ଆରାଧନା-ମା’ ହରଚଣ୍ଡୀ
ମକର: ଦ୍ରବ୍ୟଲାଭ, ବନ୍ଧୁସାହାଯ୍ୟ, ପରିଭ୍ରମଣଯୋଗ, ଅର୍ଥପ୍ରାପ୍ତି, ପୁରାତନ ବିବାଦ ସମାଧାନ, ଗୃହେ ଶୁଭ ଅାଲୋଚନା, ବିଦ୍ୟାରେ ସଫଳତଳ, ସ୍ବଜନ ବିବାଦ ଶ୍ରବଣା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଆକାଶି, ସଂଖ୍ୟା-୯, ଆରାଧନା-ମା’ ଭଗବତୀ
କୁମ୍ଭ: ଶୁଭଖବର, ବ୍ୟବସାୟରେ ସ୍ବଳ୍ପ ଲାଭ, ବିବାଦ ସମାଧାନ, ଲୋକସମ୍ପର୍କ ବୃଦ୍ଧି, ଦୂରଯାତ୍ରା ସଫଳ, ସନ୍ତାନ ସମସ୍ୟା, ଅତିଥÒ ଲାଭ, ସୁମିଷ୍ଠ ଭୋଜନ, ତୀର୍ଥାଟନ, ଶରୀର ସୁସ୍ଥ। ଶତଭିଷା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ବାଇଗଣି, ସଂଖ୍ୟା-୯, ଆରାଧନା- ପ୍ରଭୁ ବିଶ୍ବନାଥ।
ମୀନ: ବ୍ୟବସାୟ ବୃଦ୍ଧି, ଶୁଭଖବର, ବିବାଦ ସମାଧାନ, ମୋକଦ୍ଦମାରେ ବିଜୟ, ଗୃହେ ଶୁଭ ଅାଲୋଚନା, ଶରୀର ସୁସ୍ଥ, େଲାକସମ୍ପର୍କ ବୃଦ୍ଧି, ବନ୍ଧୁଲାଭ, କିଛି କ୍ରୟ ବିକ୍ରୟ କରିବେ, ସନ୍ତାନ ଲାଭ, ଦାମ୍ପତ୍ୟଖୁସି, ବ୍ୟକ୍ତି ସହାୟତା। ଉତ୍ତରଭାଦ୍ର ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଧଳା, ସଂଖ୍ୟା-୧୦, ଆରାଧନା- ପ୍ରଭୁ ଜଗନ୍ନାଥ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।