୯.୧୦.୨୦୨୬ ଶୁକ୍ରବାର
ମେଷ: କିଛି କାର୍ଯ୍ୟରେ ବିଳମ୍ବ, ଅର୍ଥଲାଭ,ଦୂରଯାତ୍ରା, ମାନସିକ ଅଶାନ୍ତି, ଲୋକସମ୍ପର୍କ ବୃଦ୍ଧି, ଉତ୍ସବକୁ ନେଇ ଅାଲୋଚନା, ଅଯଥା କଷ୍ଟ, ପାରିବାରିକ ସୁଖ। ଦ୍ବିଜା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଗୋଲାପି, ସଂଖ୍ୟା-୭, ଆରାଧନା-ବିଷ୍ଣୁ ଭଗବାନ
ବୃଷ: ପିଲାଙ୍କ ସୁଖ, ବ୍ୟବସାୟରେ ସାମାନ୍ୟ ଲାଭ, ଗୃହେ ସାହାଯ୍ୟ, ଶତ୍ରୁ ପରାଜିତ, କିଛି ମନସ୍ତାପ, ଦ୍ରବ୍ୟଲାଭ, ଆଶା ସଫଳ, ଶରୀର ସୁସ୍ଥ, ସମ୍ପତ୍ତିଲାଭ ରୋହିଣୀ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ସବୁଜ, ସଂଖ୍ୟା-୮, ଆରାଧନା-ମହାଲକ୍ଷ୍ମୀ
ମିଥୁନ: ହେବାକାର୍ଯ୍ୟ ବିଳମ୍ବ, ସ୍ବଜନ ବିରୋଧ, ଶୁଭଖବର, ଗୃହେ ସହାୟତା, ବାଣିଜ୍ୟେ ସ୍ବଳ୍ପ ଲାଭ, ସନ୍ତାନ ସମସ୍ୟା, ଉଚ୍ଚବ୍ୟକ୍ତିଙ୍କ ସାହାଯ୍ୟ, ଧର୍ମକାର୍ଯ୍ୟରେ ଖୁସି। ପୁନର୍ବସୁ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଧଳା, ସଂଖ୍ୟା-୯, ଆରାଧନା-ଶଙ୍କର ଭଗବାନ
କର୍କଟ: ଦ୍ରବ୍ୟଲାଭ, ସମ୍ମାନପ୍ରାପ୍ତି, ଶୁଭ ଅାଲୋଚନା, ବ୍ୟକ୍ତି ସହାୟତା, ଶତ୍ରୁ ପରାଜିତ, କର୍ମକ୍ଷେତ୍ରେ ଲାଭ, ଦାମ୍ପତ୍ୟ ସୁଖ, ବନ୍ଧୁଲାଭ, ଦେବଦର୍ଶନ, ନୂତନ ସମାଚାର। ଅଶ୍ଳେଷା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ନାଲି, ସଂଖ୍ୟା-୭, ଆରାଧନା-ମା’ ଭଗବତୀ
ସିଂହ: ଅର୍ଥହାନି, ବନ୍ଧୁ ସହଯୋଗ, ଆଶା ସଫଳ, ଦୂରଯାତ୍ରା, ପାରିବାରିକ ସହଯୋଗ, ନୂତନ କର୍ମପ୍ରତି ଅାଗ୍ରହ, ଦେବକାର୍ଯ୍ୟରେ ସନ୍ତୋଷ, ସ୍ବଜନ ବିରୋଧ । ପୂର୍ବାଫାଲଗୁନି ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଧଳା, ସଂଖ୍ୟା-୯, ଆରାଧନା-ମା’ ସନ୍ତୋଷୀ
କନ୍ୟା: ବାଣିଜ୍ୟରେ ଲାଭ, ବନ୍ଧୁ ସମସ୍ୟା, ବିଶିଷ୍ଠ କାର୍ଯ୍ୟରେ ଲାଭ, ସମ୍ମାନପ୍ରାପ୍ତି, ସନ୍ତାନଲାଭ, ଲୋକସମ୍ପର୍କ ବୃଦ୍ଧି, ଯାତ୍ରା ସଫଳ। ହସ୍ତା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ସବୁଜ, ସଂଖ୍ୟା-୯, ଆରାଧନା-ପ୍ରଭୁ ହନୁମାନ।
ତୁଳା: କିଛି କାର୍ଯ୍ୟରେ ଅଶାନ୍ତି, ଦ୍ରବ୍ୟଲାଭ, ପାରିବାରିକ ଖୁସି, ଦାମ୍ପତ୍ୟଖୁସି, ଅଯଥା ହଇରାଣ, ସମ୍ପତ୍ତିଲାଭ, ବନ୍ଧୁଲାଭ, ନୂତନ ନିଯୁକ୍ତି, ଦୂରଯାତ୍ରା ସଫଳ। ସ୍ବାତୀ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-କମଳା, ସଂଖ୍ୟା-୧୦, ଆରାଧନା-ବୃଷଭ ମହାରାଜ
ବିଛା: ଅର୍ଥଲାଭ, କର୍ମକ୍ଷେତ୍ରେ ପରିଶ୍ରମ, ଶୁଭଖବର, ଦୂରଯାତ୍ରାରେ କଷ୍ଟ, ସମସ୍ୟା ସମାଧାନ, ବିଶିଷ୍ଠ କାର୍ଯ୍ୟରେ ଧନଲାଭ, ଗୃହେ ଉତ୍ସବ, ସୁମିଷ୍ଠ େଭାଜନ ପ୍ରାପ୍ତି। ଜ୍ୟେଷ୍ଠା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ହଳଦୀ, ସଂଖ୍ୟା-୮, ଆରାଧନା- ବିଷ୍ଣୁ ଭଗବାନ
ଧନୁ: ଶତ୍ରୁରେ ବିଜୟ, ଅଯଥା ଚିନ୍ତା, ଧନଲାଭ, ଗୃହେ କଳହ, ଶୁଭକାର୍ଯ୍ୟକୁ େନଇ ବିବାଦ, ଦୂରଯାତ୍ରା, ଦାମ୍ପତ୍ୟଖୁସି, ବିଦ୍ୟାରେ ସଫଳ, ନୂତନ ନିଯୁକ୍ତି। ପୂର୍ବାଷାଢ଼ା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୯, ଆରାଧନା- ମା’ ଭଗବତୀ
ମକର: ଦେବକାର୍ଯ୍ୟରେ ଅାନନ୍ଦ, ଶୁଭ ଅାଲୋଚନା, ବ୍ୟବସାୟରେ ସ୍ବଳ୍ପଲାଭ, ବିଦ୍ୟାରେ ସଫଳ, ଦୂରଯାତ୍ରା, ଅନୁଷ୍ଠାନରୁ ଲାଭ, ଶୁଭକାର୍ଯ୍ୟରେ ଧନବ୍ୟୟ, ସନ୍ଥ ଦର୍ଶନ। ଶ୍ରବଣା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ନୀଳ, ସଂଖ୍ୟା-୭, ଆରାଧନା- ମା’ କୋଚିଳାଇ
କୁମ୍ଭ: ସ୍ବାସ୍ଥ୍ୟଚିନ୍ତା, ଧର୍ମକାର୍ଯ୍ୟକୁ ନେଇ ଖୁସି, ପରିବାରର ସମସ୍ୟା, ଅଳ୍ପଲାଭ, ସନ୍ତାନଚିନ୍ତା, ବନ୍ଧୁଗୃହେ ଯାତା, ଶତ୍ରୁସମସ୍ୟା, ଶୁଭ ଅାଲୋଚନା। ଶତଭିଷା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ବାଇଗଣି, ସଂଖ୍ୟା-୪, ଆରାଧନା- ମା’ ବଗଳାମୁଖୀ।
ମୀନ: ଧନଦ୍ରବ୍ୟ ଲାଭ, ଶୁଭଖବର, ପାରିବାରିକ ଶାନ୍ତି, ଦ୍ରବ୍ୟଲାଭ, ଦାମ୍ପତ୍ୟଖୁସି, ଲୋକସମ୍ପର୍କ ବୃଦ୍ଧି, ଯାତ୍ରା ସଫଳ, ଦେବଦର୍ଶନ, କ୍ରୟବିକ୍ରୟରେ ଶାନ୍ତି। ରେବତୀ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଧଳା, ସଂଖ୍ୟା-୯, ଆରାଧନା- ମା’ ମଙ୍ଗଳା
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।