11 kV Power Line Claims Farmer’s Life in Nabarangpur; Family Demands Compensation

Oct 09, 2026 - 10:21
11 kV Power Line Claims Farmer’s Life in Nabarangpur; Family Demands Compensation

#ଜୀବନ_ନେଲା_୧୧କେଭି_ବିଦ୍ୟୁତ୍
ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ ଗୁମୁରାପଦର ଗାଁରେ ଅଘଟଣ । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବୃଦ୍ଧଙ୍କ ମୃତ୍ୟୁ। ମୃତକ ହେଲେ ୫୫ ବର୍ଷୀୟ ହରିଶ୍ଚନ୍ଦ୍ର କନ୍ଦ ଗୌଡ଼ । ଅଭିଯୋଗ ଅନୁସାରେ, ଚାଷ ଜମି ଉପରେ ୧୧ କେଭି ବିଦ୍ୟୁତ ତାର ତଳକୁ ଝୁଲି ରହିଥିଲା। ଏନେଇ ପୂର୍ବରୁ ବିଦ୍ୟୁତ ବିଭାଗକୁ ଜଣାଇଥିଲେ ମଧ୍ୟ ତାର ମରାମତି କିମ୍ବା ସ୍ଥାନାନ୍ତର ନେଇ କୌଣସି ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହୋଇଛି। ଗତକାଲି ହରିଶ୍ଚନ୍ଦ୍ର ନିଜ ଜମିରେ କାମ କରୁଥିବା ସମୟରେ ଝୁଲି ରହିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ପରିବାରବର୍ଗ, ଗ୍ରାମବାସୀ ଓ କଂଗ୍ରେସ ନେତା ସନରାଜ ଗଣ୍ଡ ମୃତଦେହ ରଖି ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ସାମ୍ନାରେ ଧାରଣାରେ ବସିଥିଲେ । ତେବେ ଏନେଇ ବିଦ୍ୟୁତ ବିତରଣ ସଂସ୍ଥା କିମ୍ବା ପୋଲିସର ପ୍ରତିକ୍ରିୟା ମିଳିପାରିନି ।
#OdishaNews#NabarangpurNews#Raighar#ElectricShock#11KVPowerLine#ElectricalAccident#FarmerDeath#CompensationDemand#Gumurapadar_Odisha#PowerLineAccident_Nabarangpur#ElectricitySafety_Odisha#OdishaTV#OTV

A 55-year-old man, Harishchandra Kanda Gauda, died after coming into contact with a dangling 11 kV electric wire while working on his agricultural land in Gumurapadar village under Raighar block in Nabarangpur district, Odisha, yesterday. According to allegations, the power line was hanging dangerously low over the farmland, and the electricity department had reportedly been informed earlier, but no repair or relocation measures were taken. Demanding compensation for the deceased’s family, his relatives, villagers and Congress leader Sanraj Gand staged a protest outside the electricity department office, placing the body at the site. No response from the power distribution company or the police was available at the time of reporting.

For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M

OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.

Stay tuned for all the breaking news !

Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/

#OdishaTV#OTV

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।