20 Fishermen Missing: ସମୁଦ୍ରରେ ୨୦ ମତ୍ସ୍ୟଜୀବୀ ନିଖୋଜ! ୭ ଦିନ ହେଲା ଫେରିନାହାନ୍ତି
ସମୁଦ୍ରରେ ୨୦ ମତ୍ସ୍ୟଜୀବୀ ନିଖୋଜ।
ଗଭୀର ସମୁଦ୍ରକୁ କଙ୍କଡା ଧରିବାକୁ ଯାଇ ମତ୍ସ୍ୟଜୀବୀ ନିଖୋଜ ଥିବା ଅଭିଯୋଗ ହୋଇଛି।
କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ପେଟଛେଲା ପଞ୍ଚାୟତ ଶବର ସାହିର ୨୦ ମତ୍ସ୍ୟଜୀବୀ ନିଖୋଜ ଅଛନ୍ତି।
Advertisment ମାଦେଳି ମୁହାଣରେ ଥିବା ଲଞ୍ଚଗୋଲା ଦୀପପୁଞ୍ଜରେ ଫସି ଥିବା ଅଭିଯୋଗ ହୋଇଛି।
୭ଦିନ ପୂର୍ବରୁ କଙ୍କଡା ଧରିବା ପାଇଁ ଯାଇ ଆଉ ଫେରିନାହାନ୍ତି ମତ୍ସ୍ୟଜୀବୀ।
ସେପଟେ ଜିଲ୍ଲାପାଳ କହିଛନ୍ତି ଦୀପପୁଞ୍ଜରେ କେହି ନଥିବା ପାଟ୍ରୋଲିଂ ବେଳେ ଜଣାପଡିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।