28th State-Level Tamando Cup Football ନଭେମ୍ବର ପ୍ରଥମ ସପ୍ତାହରୁ ୨୮ତମ ରାଜ୍ୟସ୍ତରୀୟ ତମାଣ୍ଡୋ କପ୍‌ ଫୁଟ୍‌ବଲ୍‌, ଭାଗନେବେ ୧୬ ଦଳ

Oct 06, 2026 - 17:32
28th State-Level Tamando Cup Football ନଭେମ୍ବର ପ୍ରଥମ ସପ୍ତାହରୁ ୨୮ତମ ରାଜ୍ୟସ୍ତରୀୟ ତମାଣ୍ଡୋ କପ୍‌ ଫୁଟ୍‌ବଲ୍‌, ଭାଗନେବେ ୧୬ ଦଳ

"ଭୁବନେଶ୍ବର: ଆସନ୍ତା ମାସ (ନଭେମ୍ବର) ପ୍ରଥମ ସପ୍ତାହରୁ ୨୮ତମ ରାଜ୍ୟସ୍ତରୀୟ ତମାଣ୍ଡୋ କପ୍‌ ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟ୍ ଆରମ୍ଭ ହେବ।

ଏନେଇ ଆୟୋଜକ ଶିବଶକ୍ତି କ୍ଲବ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି।

Advertisment WorldCup Football: ମେକ୍ସିକୋରେ ବିଶ୍ବକପ୍‌ ଫୁଟବଲ୍‌ ଆୟୋଜନକୁ ନେଇ ଆଶଙ୍କା, କୁଖ୍ୟାତ ଡ୍ରଗ୍‌ ମାଫିଆର ହତ୍ୟା ପରେ ବ୍ୟାପକ ହିଂସା ଆୟୋଜକ କ୍ଲବ୍‌ ପକ୍ଷରୁ ମିଳିଥିବା ସୂଚନାରେ ଏହି ଟୁର୍ଣ୍ଣାମେଣ୍ଟ୍‌ରେ ଜିଲ୍ଲା ଓ ଜିଲ୍ଲା ବାହାର ୧୬ଟି ଦଳ ଭାଗ ନେବେ।

ଏହି ଟୁର୍ଣ୍ଣାମେଣ୍ଟ୍‌ରେ ଭାଗ ନେବାକୁ ଇଚ୍ଛୁକ ଦଳ ଆୟୋଜକ କ୍ଲବ୍‌ର ସାଧାରଣ ସମ୍ପାଦକ ସୁକାନ୍ତ ପଟ୍ଟନାୟକଙ୍କୁ ୯୮୧୩୮୯୬୮୬ରେ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି।

Asian Cup Women's Football: ଏସିଆନ୍‌ କପ୍‌ ମହିଳା ଫୁଟବଲ୍‌ରୁ ଭାରତର ବିଦାୟଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚ୍‌ ତମାଣ୍ଡୋ ଷ୍ଟାଡିଅମ୍‌ରେ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଖେଳାଯିବ।

ଏନେଇ ଫିକ୍ସଚର ପରବର୍ତ୍ତୀ ସମୟ‌େରେ କ୍ଲବ ପକ୍ଷରୁ ଜାରି କରାଯିବ ବୋଲି ସାଧାରଣ ସମ୍ପାଦକ କହିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।