526 Kg Drugs Seized in Arabian Sea, Haul Worth Over ₹3,000 Crore

Sep 30, 2026 - 13:08
526 Kg Drugs Seized in Arabian Sea, Haul Worth Over ₹3,000 Crore

ସମୁଦ୍ରରେ ଡ୍ରଗ୍ସ ସାମ୍ରାଜ୍ୟ। ସମୁଦ୍ରର ନୀଳ ଜଳରାଶିକୁ ବ୍ୟବହାର କରି ଭାରତରେ ବିଷ ବୁଣିବାକୁ ରଚାଯାଇଥିଲା ବଡ଼ ଷଡ଼ଯନ୍ତ୍ର। ଆରବ ସାଗରରେ ସର୍ଜିକାଲ ଷ୍ଟ୍ରାଇକ୍ କରି ଏକ ବଡ଼ ଅନ୍ତର୍ଜାତୀୟ ନିଶା ଚାଲାଣର ପର୍ଦ୍ଦାଫାଶ କରିଛି ଭାରତୀୟ ତଟରକ୍ଷୀ ବାହିନୀ। ଜବତ କରିଛି ୫୨୬ କିଲୋ ନିଶାଦ୍ରବ୍ୟ। ଯାହାର ମୂଲ୍ୟ ୩ ହଜାର କୋଟିରୁ ଅଧିକ ହେବ। ଆରବ ସାଗରରେ ଲାକ୍ଷାଦ୍ୱୀପର ପଶ୍ଚିମରେ ଏକ ଇରାନୀ ବୋଟକୁ ଅଟକାଇ ବିପୁଳ ପରିମାଣର ଡ୍ରଗ୍ସ ଜବତ କରିଛି ଭାରତୀୟ ତଟରକ୍ଷୀ ବାହିନୀ ଓ ଗୁଜରାଟ ଏଟିଏସ୍। ଗତ ୨୫ ତାରିଖରେ ଏହି ସ୍ପେଶାଲ୍ ଅପରେସନ୍ ହୋଇଥିଲା।
#DrugSeizure#IndianCoastGuard#GujaratATS#ArabianSea#DrugSmuggling#NarcoticsSeized#Lakshadweep#IranianBoat#DrugSeizure_ArabianSea#CoastGuard_Lakshadweep#GujaratATS_DrugOperation#IndiaNews#OdishaTV#OTV
The Indian Coast Guard and Gujarat ATS have seized 526 kg of narcotics from an Iranian boat intercepted west of Lakshadweep in the Arabian Sea. The seized drugs are stated to be worth more than ₹3,000 crore.
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M

OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.

Stay tuned for all the breaking news !

Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/

#OdishaTV#OTV

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।