Aamir Khan on Gangster’s Hit List: ଗ୍ୟାଙ୍ଗଷ୍ଟରଙ୍କ ହିଟଲିଷ୍ଟରେ ଆମିର!

Oct 29, 2026 - 08:20
Aamir Khan on Gangster’s Hit List: ଗ୍ୟାଙ୍ଗଷ୍ଟରଙ୍କ ହିଟଲିଷ୍ଟରେ ଆମିର!

ବଲିଉଡକୁ ଘାରିଛି ଗ୍ୟାଙ୍ଗଷ୍ଟରଙ୍କ ଭୟ।

ଜଣଙ୍କ ପରେ ଜଣେ ଅଭିନେତାଙ୍କୁ ନେଇ ବଢ଼ୁଛି ସୁରକ୍ଷା ଚିନ୍ତା।

ବିଶେଷକରି ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗକୁ ନେଇ ଜୋରଦାର ଚର୍ଚ୍ଚା ଭିତରେ ଏବେ ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାନଙ୍କୁ ନେଇ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି।

କୁହାଯାଉଛି ଯେ ଆମିର ଖାନଙ୍କୁ ଟାର୍ଗେଟ କରିବା ପାଇଁ ସୁଟରମାନେ ଏକାଧିକ ଥର ତାଙ୍କ ଘର ନିକଟକୁ ଯାଇଥିଲେ।

ହେଲେ ସେଠାରେ ଆମିରଙ୍କୁ ନପାଇବାରୁ ସେମାନେ ନିଜ ଯୋଜନା ବଦଳାଇଥିଲେ।

ଏପରିକି ସୁଟରମାନଙ୍କ ହିଟଲିଷ୍ଟରେ ଆମିରଙ୍କ ନାଁ ଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି।

ତେବେ ପ୍ରକୃତରେ କ'ଣ ଗ୍ୟାଙ୍ଗଷ୍ଟରଙ୍କ ଟାର୍ଗେଟରେ ଅଛନ୍ତି ଆମିର ଖାନ?

ଆସନ୍ତୁ ଜାଣିବା।

Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।